jyotish Shstra – ଗୃହରୁ ଯିବା ସମୟରେ ବିଲେଇ ରାସ୍ତା କାଟିବା ( ଶୁଭ ନା ଅଶୁଭ ) ଜାଣନ୍ତୁ…

ଆମେ ଜାଣିଛୁ କି ଆମ ଜ୍ୟୋତିଷ ଶାସ୍ତ୍ର ରେ ଏମିତି ଅନେକ କଥା ରହିଛି ଯାହା ଆମ ଜୀବନ ସହିତ ଜଡିତ ହୋଇକି ରହିଥାଏ ଓ ତାହା ଆମ ଜୀବନରେ ଶୁଭ ଆଉ ଅଶୁଭ ର ଫଳ ପକାଇଥାଏ |ତେବେ ଆଜି ଆମେ ସେମିତି କିଛି କଥା ବିଷୟରେ ଆଲୋଚନା କରିବା ପାଇଁ ଯାଉଛେ ତାହା ହେଉଛି ପ୍ରକୃତରେ ବିଲେଇ ରାସ୍ତା କାଟିବା ଆମ ପାଇଁ ଶୁଭ ନା ଅଶୁଭ ହୋଇଥାଏ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ବିଲେଇ ରାସ୍ତା କାଟିବା ଅଶୁଭ ନା ଶୁଭ ତାହା ବିଷୟରେ ଜାଣିବା |

(1) କୁହାଯାଏ କି ବିଲେଇ ରାସ୍ତା କାଟିବା ସେତେବେଳେ ଅଶୁଭ ମାନା ଯାଏ ଯେତେବେଳେ ବିଲେଇ ରାସ୍ତାର ବାମ ଆଡୁ ଯାଇ ଡାହାଣ ରାସ୍ତା ଆଡକୁ ଚାଲିଯାଇଥାଏ | ତେବେ ଅନ୍ୟ ସ୍ଥିତି ରେ ଏହାକୁ ଅଶୁଭ ମାନା ଯାଏ ନାହିଁ | ତେବେ କୁହାଯାଏ ଯେ କୁକୁର ପରି ବିଲେଇ ର ମଧ୍ୟ ପାଞ୍ଚ ଇନ୍ଦ୍ରିୟ ବହୁତ ବିକଶିତ ଅଛି ସେଥିପାଇଁ ସେ ଭବିଷ୍ୟତ ଜାଣିପାରେ ଓ ଦୁର୍ଘଟଣା ଆମକୁ ରକ୍ଷା କରିଥାଏ |

(2) ତନ୍ତ୍ର ବିଜ୍ଞାନ ରେ ବିଲେଇ କୁ ଏକ ମହତ୍ୱ ପୂର୍ଣ୍ଣ ଜୀବ ମାନା ଯାଏ | କୁହାଯାଏ ଯେ ବିଲେଇ ଯଦି ଘରେ ଆସି ରହିବାକୁ ଲାଗେ ତାହାଲେ କିଛି ଅଘଟଣ ଘଟିଥାଏ | ଏବଂ ବିଲେଇ ପରସ୍ପର ସହିତ ଝଗଡା କରିବା ଧନ ହାନିର କାରଣ ଘଟିଥାଏ |

(3) ଦୀପାବଳି ରାତିରେ ଘରକୁ ବିଲେଇ ଆସିବା ଶୁଭ ମାନା ଯାଏ | କୁହାଯାଏ ଏଥିରେ ମା ଲଷ୍ମୀ ଘରକୁ ଆସିଥାନ୍ତି | ଏବଂ ବର୍ଷ ସାରା ଘରକୁ ଧନ ର ଆଗମନ ହେଇଥାଏ | ଏହା ସହିତ ବିଲେଇ ଯଦି ଘରେ ଛୁଆ ଜନ୍ମ ଦେଇଥାଏ ତାହାଲେ ତାହାକୁ ମଧ୍ୟ ଶୁଭ ମାନା ଯାଏ |

(4) ବିଲେଇ ଯଦି ଘରେ ଲୁଚି ଲୁଚି କ୍ଷୀର ପିଉ ଥାଏ ତାହାଲେ ତାହାକୁ ଶୁଭ ମାନା ଯାଏ କାରଣ ବିଲେଇ ଘରେ କ୍ଷୀର ପିଇଲେ ଘରକୁ ଧନ ଆସିବା ର ସଂକେତ ମିଳିଥାଏ | ଶାସ୍ତ୍ରଆନୁସାରେ ବାରମ୍ବାର ଘରକୁ ବିଲେଇ ଆସିବା ଅଶୁଭ ମାନା ଯାଏ |

(5) ଗ୍ରହ ଦୋଷ ଠାରୁ ବିଲେଇ ରକ୍ଷା କରିଥାଏ | କାରଣ ବିଲେଇକୁ ରାହୁ ର ରୁପ ବୋଲି କୁହାଯାଏ | ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ ତାହା ଜାଣିଲେ | ଏବେ ଜାଣିବା କିଛି ପଶୁ ପକ୍ଷୀ ଙ୍କ ବିଷୟରେ |

ଦର୍ଶକ ବନ୍ଧୁ ଶାସ୍ତ୍ର ଅନୁସାରେ ପକ୍ଷୀଙ୍କୁ ମଣିଷର ଭାଗ୍ୟ ସହିତ ଯୋଡ଼ା ଯାଇଛି | ତେବେ ଶାସ୍ତ୍ର ଅନୁସାରେ କିଛି ପକ୍ଷୀ ଙ୍କୁ ଶୁଭ ମାନା ଯାଉଥିଲା ବେଳେ କିଛି ପକ୍ଷୀ ଙ୍କୁ ଅଶୁଭ ବୋଲି ମଧ୍ୟ ମାନା ଯାଏ ତାହାଲେ ଜାଣନ୍ତୁ ସେହି ପକ୍ଷୀ ମାନଙ୍କ ବିଷୟରେ |
(1) ଶୁଆ ଘରକୁ ଆସିବା ଶୁଭ ମାନା ଯାଏ

2) ପାରା ଯଦି ସକାଳେ ଘରକୁ ଆସୁଛି ତାହାଲେ ତାକୁ ମଧ୍ୟ ଶୁଭ କୁହାଯାଏ ଏବଂ ଯଦି ସାନ୍ଧ୍ୟ ରେ ସେ ଯଦି ଗୁମୁରୁଚି ତାହାଲେ ସେ ଆପଣଙ୍କ ଘରେ ଚୋରି ହେବାର ସଂକେତ ଦଉଚି |

(3) ପେଚା ଆପଣ ମାନେ ତୋ ଜାଣିଛନ୍ତି ପେଚା ହୋଉଛି ମା ଲଷ୍ମୀ ଙ୍କ ବାହାନ ହେଲେ ଘରକୁ ପେଚା ଆସିବା ଅଶୁଭ ବୋଲି କୁହାଯାଏ | ଯଦି ପେଚା ଦୀପାବଳି ଦିନ ଘରକୁ ଆସୁଛି ତାହାଲେ ତାହାକୁ ଶୁଭ ବୋଲି ମାନା ଯାଏ |

(4) ଚିଲ କୁ ଏକ ଅଶୁଭ ପକ୍ଷୀ ବୋଲି କୁହାଯାଏ କାରଣ ଚିଲ ବୋବାଇବା ମାନେ କାହାର ମୃତ୍ୟୁ ର ଖବର ଦେଇଥାଏ |

(5)କାଉ କୁ ମଧ୍ୟ ଅଶୁଭ ପକ୍ଷୀ ବୋଲି କୁହାଯାଏ, ଯଦି କାଉ ଆପଣଙ୍କ ମୁଣ୍ଡ ଚାରିପାଖରେ ବୁଲୁଛି ତାହାଲେ ଏହା କୌଣସି ବିପଦ ସଂକେତ ଦଉଛି ବୋଲି ଜାଣନ୍ତୁ |

(6) ବାଦୁଡ଼ି କୁ ମଧ୍ୟ ଅଶୁଭ ବୋଲି କୁହାଯାଏ | କାରଣ ଏହା ଭୁତ ଓ ଅନ୍ୟ ନକାରାତ୍ମକ ଉର୍ଜା ଭଳି ଦିନରେ ଲଟିକି ବା ଭଳି ଦେଖାଯାଏ |

ତେବେ ଏହା ଥିଲା ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ମାନୁଥିବା କିଛି କଥା ଯାହାକୁ ଜାଣିବା ଆବଶ୍ୟକ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment