Jyotisha Shasta -ଗର୍ଭାବତୀ ମହିଳାଙ୍କ ପାଇଁ କେଉଁ ରଙ୍ଗ ଶୁଭଦୟାକ ହୋଇଥାଏ ଜଣାନ୍ତୁ…..

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ଯେ ଜଣେ ମହିଳା ଗର୍ଭବତୀ ହେଲେ ତାର ଘରେ ସମସ୍ତେ କେତେ ଖୁସି ହୋଇଯାନ୍ତି ଏବଂ ତା ପାଇଁ ପରିବାର ବର୍ଗ ସବୁବେଳେ ଶୁଭ ମନାସନ୍ତି |ଜଣେ ମହିଳା ଗର୍ଭବତୀ ଥିବା ସମୟରେ ତାକୁ ଜୋତିଷ ଶାସ୍ତ୍ର ଅନୁସାରେ ବହୁତ ନିୟମ ମାନିବା ପାଇଁ ପଡିଥାଏ |ତା ପାଇଁ କଉଁ ଜିନିଷ ଶୁଭ ଓ କଉଁ ଜିନିଷ ଅଶୁଭ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ |ଗର୍ଭବତୀ ଥିବା ସମୟରେ ସେ କଉଁ କାର୍ଯ୍ୟ କରିବା ଉଚିତ କିମ୍ବା କଉଁ କାର୍ଯ୍ୟ କରିବା ଅନୁଚିତ ସେଥିପ୍ରତି ମଧ୍ୟ୍ୟ ନଜର ରଖାଯାଏ |ମୁଁ ଆଜି ଆପଣଂକୁ ଗର୍ଭବତୀ ମହିଳାଙ୍କ ପାଇଁ କଉଁ ରଙ୍ଗ ଶୁଭ ଓ କଉଁ ରଙ୍ଗ ଅଶୁଭ ସେ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହି ରଙ୍ଗ ଗୁଡିକ ବିଷୟରେ |

ଜଣେ ମହିଳା ଗର୍ଭବତୀ ଥିବା ସମୟରେ ତାକୁ ନଅ ମାସ ପ୍ରଯ୍ୟନ୍ତ ବହୁତ କଥା ମାନି ଚାଲିବାକୁ ପଡିଥାଏ, ଯାହାକି ତାର ଗର୍ଭସ୍ତ ଶିଶୁ ପାଇଁ ମଙ୍ଗଳ ହୋଇଥାଏ |ଗର୍ଭାବସ୍ଥାରେ ତାକୁ ସର୍ବଦା ଖୁସିରେ ରଖିବା ଉଚିତ କାରଣ ଗର୍ଭବତୀ ମା ର ମାନସିକ ପ୍ରଭାବ ତାର ଗର୍ଭସ୍ତ ଶିଶୁ ଉପରେ ପଡିଥାଏ |ତେଣୁ ଏହି ସମୟରେ ଗର୍ଭବତୀ ମହିଳା ରେଷ୍ଟରେ ରହିବା ସହିତ ଖୁସି ଓ ମାନସିକ ଶାନ୍ତିରେ ରଖିବା ଉଚିତ |ଏହି ଗର୍ଭବତୀ ସମୟରେ ଆପଣ ଲାଲ ରଙ୍ଗ ବ୍ୟବହାର କରନ୍ତୁ ନାହିଁ କାରଣ ଏହି ସମୟରେ ଲାଲ ରଙ୍ଗ ଆପଣଙ୍କ ପାଇଁ ଶୁଭ ହୋଇନଥାଏ |

ଲାଲ ରଙ୍ଗ ଅପଣଂକର ପ୍ରିୟ ହେଲେ ମଧ୍ୟ୍ୟ ଆପଣ ଏହାକୁ ବ୍ୟବହାର କରନ୍ତୁ ନାହିଁ କାରଣ ଏହା ଆପଣଙ୍କ ମାନସିକ ଭାବନା ଉପରେ ପ୍ରଭାବ ପକାଇଥାଏ |ଏହାଦ୍ୱାରା ଆପଣକୁ ସର୍ବଦା ବିରକ୍ତ ଲାଗିବା ସହିତ ଆପଣଙ୍କୁ ଡର ଭୟ ମଧ୍ୟ ଅଧିକ ଲାଗିଥାଏ, ଆପଣକୁ ଶାନ୍ତି ଲାଗିନଥାଏ ତେଣୁ ଆପଣ ଏହି ନଅ ମାସ ପ୍ରଯ୍ୟନ୍ତ ଲାଲ ରଙ୍ଗର କୌଣସି ଜିନିଷ ଘରେ ବ୍ୟବହାର କରନ୍ତୁ ନାହିଁ |
ଏହି ସମୟରେ ଆପଣକୁ ଅଧିକ ଖୁସି ଓ ଆନନ୍ଦ ଆପଣକୁ ପିଙ୍କ କଲର ହିଁ ଦେଇଥାଏ, ଆପଣଙ୍କ ପାଇଁ ପିଙ୍କ ରଙ୍ଗ ବହୁତ ଶୁଭ ହୋଇଥାଏ |ଆପଣଙ୍କ ଘରେ ଏହି ସମୟରେ ପିଙ୍କ ରଙ୍ଗର ବେଡ଼ସିଟ, ପାପୁଛ ଓ ସ୍କ୍ରିନ ମଧ୍ୟ ବ୍ୟବହାର କରିପାରିବେ |ଏହି ରଙ୍ଗର ବ୍ୟବହାର ଦ୍ଵାରା ଆପଣଙ୍କ ମନ ସର୍ବଦା ଶାନ୍ତ ରହିବ, ଯାହାର ପ୍ରଭାବ ଆପଣ ଗର୍ଭସ୍ତ ସନ୍ତାନ ଉପରେ ପଡିବ |ଏହା ସହିତ ହଳଦିଆ ଓ ଲାଇଟ ବ୍ଲୁ କଲର ମଧ୍ୟ ଏହି ସମୟରେ ଅତ୍ୟନ୍ତ ଶୁଭ ହୋଇଥାଏ |ଆପଣ ଗର୍ଭବତୀ ସମୟରେ ଏହି ରଙ୍ଗ ସବୁ ବ୍ୟବହାର କରିପାରିବେ |ଆପଣ ନଅ ମାସ ପର୍ଯ୍ୟନ୍ତ ଏହି ରଙ୍ଗ ବ୍ୟବହାର କଲେ ତାର ସୁପ୍ରଭାବ ଆପଣ ପିଲା ଉପରେ ପଡିଥାଏ |ଏହି ରଙ୍ଗ ଗୁଡିକ ଆପଣଙ୍କ ପାଇଁ ଶୁଭ ମଧ୍ୟ୍ୟ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment