ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ସବୁବେଳେ କିଛି ଣା କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେବାକୁ ଲାଗିଥାଏ | ଆଉ ପ୍ରେମ ସମ୍ପର୍କ କୁ ନେଇକି ସବୁବେଳେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଥିବା ବେଳେ ସେହି ଭଳି କିଛି ପ୍ରେମ ସମ୍ପର୍କ କୁ ନେଇକି ଏକ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁଠି ଜଣା ପଡିଛି କି ଯୁବତୀ ଜଣଙ୍କ ପ୍ରେମ କରୁଥିବା ବେଳେ ପ୍ରେମିକ ଜଣଙ୍କ ତାଂଲୁ ପ୍ରେମ ରେ ଧୋକା ଦେଇଛନ୍ତି ଆଉ ତାଙ୍କ ର ଲଭ ର ବ୍ରେକପ ହେବା ଫଳରେ ଏଭଳି ଏକ ଘଟଣା ଘଟିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏସ ସି ଏସ କଲେଜ ରେ ପଢ଼ୁଥିବା ଜଣେ ଛାତ୍ରୀ ଯିଏ କି +2 ରେ ପାଠ ପଢୁଥିଲେ ତାଙ୍କର ଆତ୍ମହତ୍ୟା ରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି | ଆଉ ଆତ୍ମହତ୍ୟା ର କାରଣ ଝିଅ ଟି ର ଲଭ କଥା କୁ ନେଇକି ହୋଇଛି ବୋଲି ମଧ୍ୟ କୁହାଯାଉଛି | ଆଉ ଯେଉଁଠି ଝିଅ ଜଣକ ଭଲ ପାଉଥିଲେ ଜଣେ ଯୁବକଙ୍କୁ ଆଉ ମନ ପ୍ରାଣ ଦେଇକି ଭଲ ପାଇବା ସହିତ ଝିଅ ଟି ତାହାର ବାକି ଜୀବନ ଯୁବକ ଙ୍କ ସହିତ ବିତାଇବ ବୋଲି ମଧ୍ୟ ଆଶା ରଖିଥିଲା କିନ୍ତୁ ସମସ୍ତ ଆଶା ତାଙ୍କର ଆଶାରେ ରହି ଯାଇଥିଲା |
ଆଉ ଯେଉଁଠି କୁହାଯାଉଛି କି ପ୍ରେମୀକ ଆଉ ପ୍ରେମିକା ଦୁଇ ଜଣ ମିଶି ପାର୍କ ଯାଉଥିଲେ ଆଉ ସମୁଦ୍ର କୂଳକୁ ମଧ୍ୟ ଯାଉଥିଲେ ଆଉ ନିଜ ଭିତରେ ଥିବା ସମସ୍ତ କଥା କୁ ମଧ୍ୟ ଦୁଇଜଣ ଦୁଇଜଣ ଙ୍କ ମଧ୍ୟରେ ସେୟାର ମଧ୍ୟ କରୁଥିଲେ | ଆଉ ସେ ଗୁପଚୁପ ଖାଇବା କଥା ହେଉ କି ଚାହା ପିଇବା କଥା ସବୁ କୁ ନେଇକି ସମ୍ପର୍କ ଭଲ ଚାଲିଥିବା ବେଳେ କୌଣସି କାରଣ ରୁ ଯୁବକ ଜଣଙ୍କ ଯୁବତୀ ଙ୍କ ସହିତ କରିଥିଲେ ବ୍ରେକପ | ଆଉ ଯାହାକୁ ସହି ପାରି ଣ ଥିଲେ ଯୁବତୀ ଜଣଙ୍କ |
ଆଉ ଯାହା ଜଣା ପଡିଛି କି ପ୍ରେମରେ ଧୋକା ଯୋଗୁ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ଆଉ ଛାଡି ଦେଇଛନ୍ତି ତାଙ୍କର ଗୋଟିଏ ହାତ ଲେଖା ଚିଠି | ଆଉ ଯେଉଁଥିରେ ଲେଖା ଯାଇଛି କି ଧନ ମୁଁ ଏବେ ସବୁଦିନ ପାଇଁ ତୁମ ଲାଇଫ ରୁ ଦୁରେଇ ଯାଉଛି ଏବେ ତୁମେ ଭଲ ରେ ରୁହ ଆଉ ଦିଷ୍ଟର୍ବ କରିବିନି ତୋମକୁ | ଆଉ ସେପରେ ଝିଅ ର ମୃତ୍ୟୁ ପରେ ତାଙ୍କର ଆତ୍ମା ଏବେ ଘୁରି ବୁଲୁଛି ହଷ୍ଟେଲ ରେ ଆଉ ରାତି 10 ହେଲେ ହଷ୍ଟେଲ ରେ ଲାଇଟ ମଧ୍ୟ ବନ୍ଦ ହୋଇଯାଉଛି | ଆଉ ଯାହାକୁ ନେଇକି ଭୟଭୀତ ହେଉଁଛନ୍ତି ଅନ୍ୟ ଝିଅ ମାନେ | ଆଉ ଏବେ ଝିଅ ରହୁଥିବା ସ୍ଥାନରେ ପୂଜା ପାଠ ହେବ ବୋଲି କୁହାଯାଉଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।