ସକାଳେ ଉଠିଲା ପରେ ଏହି ଜିନିଷ ଦେଖନ୍ତୁ ନାହିଁ, ନଚେତ ଦାଣ୍ଡର ଭିକାରୀ ହେବେ – Sadhu Bani

ପ୍ରତିଦିନ ସକାଳ ଉଠିଲେ ଆମେ ଦିନଟି ଭଲରେ ଯାଉବୋଲି ଭାବୁଥାଉ,ଯଦି ସକାଳ ସମୟରେ କିଛି ଖରାପ ହୋଇଥାଏ ତେବେ ଦିନଟି ଖରାପରେ କାଟିଥାଏ |ତେଣୁ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ତାଙ୍କର ସକାଳ ସମୟଟି ଭଲରେ କାଟୁବୋଲି,ସକାଳ ସମୟରେ ଭଲ ଜିନିଷଟେ ଦେଖିବା, ଭଲ ଖବରଟି ଶୁଣିବା ପାଇଁ ସମସ୍ତେ ଚାହାଁନ୍ତି |ମୁଁ ଆଜି ଆପଣଙ୍କୁ ସକାଳ କଉଁ ଜିନିଷ ଦେଖିଲେ ଶୁଭ କଉଁ ଜିନିଷ ଦେଖିଲେ ଅଶୁଭ ସେ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହି ଘଟଣା ଗୁଡିକ ବିଷୟରେ |

ଅଶୁଭ ସଂକେତ :-

-ସକାଳ ଉଠି ଆପଣ ଯଦି ଘମଣ୍ଡି କିମ୍ବା ଚରିତ୍ର ହିନା ନାରୀଙ୍କୁ ମୁହଁ ଦେଖନ୍ତି ତେବେ ଆପଣଂକ ଦିନଟି ଭଲରେ ଯିବନାହିଁ, ଆପଣଙ୍କର ସେହିଦିନରେ ହବାକୁ ଯାଉଥିବା ସବୁ ଶୁଭକାର୍ଯ୍ୟ ଅଶୁଭରେ କଟିବ |ଏହା ଆପଣଙ୍କ ପାଇଁ ଅମଙ୍ଗଳ ଅଟେ |

-ହିନ୍ଦୁ ଧର୍ମ ଅନୁସାରେ ଆପଣ ଯଦି ଘରେ ଭଙ୍ଗା ଦର୍ପଣ ରଖିଥାନ୍ତି ତେବେ ଏହା ଆପଣଂକ ପାଇଁ ଅଶୁଭ ଅଟେ, ଆପଣ ସକାଳ ଉଠି ଯଦି ଭଙ୍ଗା ଦର୍ପଣ ଆଖି ଆଗରେ ଦେଖନ୍ତି ତେବେ ଆପଣଙ୍କ ଦିନରେ ସବୁକାର୍ଯ୍ୟ ଅସଫଳ ହୋଇଥାଏ |

-ଘର ସାମ୍ନାରେ ଆପଣ ଚପଲ ଛୀନ ବିଛୀନ କରି ପକାନ୍ତୁ ନାହିଁ ଏହା ସକାଳ ଉଠି ଦେଖିଲେ ଆପଣଙ୍କ ପାଇଁ ଦିନଟି ଭଲ ହୋଇନଥାଏ ତେବେ ଆପଣଙ୍କ ଘରେ ଚପଲ ସର୍ବଦା ସାଇଜ କରି ରଖାନ୍ତୁ |

-ଆପଣ ପ୍ରତ୍ୟେକ ଦିନ ସକାଳ ଉଠି ଯଦି ଖାଲି ବର୍ତନ କିମ୍ବା ବାଲ୍ଟି ଦେଖନ୍ତି ତେବେ ତାହା ଆପଣଙ୍କ ପାଇଁ ସମ୍ପୂର୍ଣ ଅଶୁଭ ଅଟେ |ଆପଣଂକର ଦିନଟି ଭଲ ହୋଇନଥାଏ |

-ଆପଣ ସକାଳ ଉଠି ଯଦି କାହା ଘରେ କିମ୍ବା ନିଜ ଘରେ କଳି ଝଗଡା ହେବାର ଦେଖନ୍ତି ତେବେ ଆପଣଙ୍କ ଦିନଟି ଅମଙ୍ଗଳରେ କଟିବ, ଆପଣ ଦିନସାରା ଟେନସନରେ ରହିବେ |ସକାଳ ଆପଣ କାହାର ଅଧୁଆ ମୁହଁ ମଧ୍ୟ ଦେଖନ୍ତୁ ନାହିଁ |ଆପଣ ସକାଳ ଉଠି କାହାକୁ ଧାର କରଜ ଦିଅନ୍ତୁ ନାହିଁ କାରଣ ଆପଣ ଏପରି କଲେ ଆପଣଂକୁ କେବେବି ଟଙ୍କା ପଇସା ଅଣ୍ଟେ ନାହିଁ |

କଣ କଲେ ଦିନଟି ଶୁଭରେ ଯିବ ଆସନ୍ତୁ ଜାଣିବା :-

-ସକାଳୁଉଠି ଆପଣ ପ୍ରଥମେ ନିଜର ପାପୁଲିକୁ ଦେଖି ଦୁଇ ପାପୁଲିକୁ ନିଜ ମୁହଁରେ ବୁଲାଇ ଦିନ ଆରମ୍ଭ କରନ୍ତୁ ଏବଂ ବେଡ଼ରୁ ଓଲ୍ହେଇଲା ସମୟରେ ସମୟରେ ଭୁଇଁରେ ପ୍ରଣାମ କରି ଦିନଟି ଆରମ୍ଭ କରନ୍ତି ତେବେ ଆପଣଙ୍କ ଦିନଟି ଶୁଭମୟ ହେବ,ଆପଣ ଖୁସିରେ ରହିବେ |

-ଆପଣ ଶୁଇବା ଘରେ ରାଧାକ୍ରୀଷ୍ଣଙ୍କ ଫୋଟ ଘରେ ରଖି ସକାଳ ଦର୍ଶନ କରନ୍ତୁ ତାହା ସହିତ ସକାଳ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ ଦେଖିବେ ଆପଣଙ୍କର ଦିନଟି ବହୁତ ଶୁଭରେ କାଟିବ |ଆପଣଂକର ଆଗାମୀ ଦିନ ଗୁଡିକ ଆପଣଂକ ପାଇଁ ମଙ୍ଗଳ ହେବ |

-ଯଦି ପ୍ରତ୍ୟେକ ଦିନ ଆପଣ ଗାଧଇବା ସମୟରେ ସୂର୍ଯ୍ୟଙ୍କୁ ପାଣି ଦେବା ସହ ବାପା ମାଙ୍କୁ ପ୍ରଣାମ କରନ୍ତୁ ତାହା ସହିତ ଆପଣ ମନ୍ଦିର ଯାଇ ଭଗବାନଙ୍କୁ ନମସ୍କାର କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ କେବେ କୌଣସି କାର୍ଯ୍ୟରେ ଅସଫଳ ହେବ ନାହିଁ |ଜୀବନ ସାରା ଆପଣ ସୁଖ ଶାନ୍ତିରେ କଟିବ ଏବଂ ଆପଣଙ୍କର କେବେ ଧନର ଅଭାବ ରହିବ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment