Breaking News – ଆସିଲା ବଡ଼ ଖବର ! ଗୁଳି ମାରିବା ପୃର୍ବରୁ ଗୋପାଳ କଣ କହୁଥିଲେ ଗୁମର ଖୋଲିଲେ ଯୁବକ …ଅନେଇଘର ମାଲିକ ଜଣକ କଣ , କହୁଛନ୍ତି ଦେଖନ୍ତୁ video

ସାରା ରାଜ୍ୟରେ ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। ଯଦିଓ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଙ୍କୁ ପୋଲିସ୍ ନିଜ କବଜାକୁ ନେଇଛି କିନ୍ତୁ ଏ ପର୍ଯ୍ୟନ୍ତ କାହିଁକି ଗୋପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କଲେ ତାର କାରଣ ଖୋଜି ପାଉନି ତଦନ୍ତ କାରୀ ଟିମ୍। ତେବେ ଏସବୁ କୁ ବାଦ ଦେଲେ ଆଉ ଏକ ଖବର ସାମ୍ନାକୁ ଆସୁଛି କି କୁହା ଯାଉଛି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରେ କୁଆଡେ଼ ଗ୍ରହରାଜ ଶନି କୋପ କରିଥିଲେ। ଆଉ ଯାହାର ପ୍ରତିକାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁନା କଳସ ଦାନ କରିଥିଲେ ବୋଲି ବର୍ତ୍ତମାନ ସମୟରେ ଚର୍ଚ୍ଚା ଚାଲିଛି।

ତେବେ ଜଣେ ବ୍ୟକ୍ତି ଏ ବାବଦରରେ କଣ ପ୍ରତିକ୍ରିୟା ରଖିଛନ୍ତି ଜାଣନ୍ତୁ। ସେ କହିଛନ୍ତି କି କର୍ମଫଳ ନିଶ୍ଚିତ ମିଳିବ ଆଉ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜର କର୍ମ ଫଳ ହିଁ ଭୋଗ କରିଛନ୍ତି। ଶନିଙ୍କ ସୁନା ଜିନିଷ ପ୍ରିୟ ନୁହେଁ। ଶନି ନ୍ୟାୟ ପ୍ରିୟ ଅଟନ୍ତି। ଶନି ସତ୍ କର୍ମ ପ୍ରିୟ ଅଟନ୍ତି। ସଦାଚାର ସତ କର୍ମ ଯିଏ କରେ ନ୍ୟାୟ ମାର୍ଗରେ ଯିଏ ରହେ ସିଏ ହିଁ ଶନି ଙ୍କୁ ସନ୍ତୁଷ୍ଟ କରି ପାରେ। କିନ୍ତୁ ଯିଏ ଦୁର୍ନୀତି କରି ବଢ଼ିଛି ସିଏ ଯେମିତି ହେଲେ ତାର କର୍ମ ଫଳ ଭୋଗ କରିବ।

ତେବେ ମିଳିଥିବା ସୂଚନା ଅନୁଯାୟୀ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରରେ ଗତ ଶନି ଅମାବାସ୍ୟା ତିଥିରେ ନିଜ ପରିବାର ସହ ମନ୍ତ୍ରୀ ନବ ଦାସ ପୂଜାର୍ଚ୍ଚନା ସହ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଏକ ସୁନା କଳସ ବି ଦାନ କରିଥିବା କଥା ପଦାକୁ ଆସିଥିଲା। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ସବୁ ର ସବୁ ପ୍ରକାର ପ୍ରତିକାର କରିବା ସ୍ଵତେ ମଧ୍ୟ ମାତ୍ର ୮ ଦିନ ପରେ କାହିଁକି ହେଲା ନବଙ୍କୁ ପ୍ରାଣଘାତୀ ଆକ୍ରମଣ ସେ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି।

ତେବେ ରବିବାର ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନବ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇ ଥିଲେ । ତେବେ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯିବା ସମୟରେ ତାଙ୍କୁ ଗୁଳିମାଡ଼ କରା ଯାଇଥିଲା। ମନ୍ତ୍ରୀଙ୍କୁ ଅତି ନିକଟରୁ ଗୁଳିମାଡ଼ କରିଥିଲେ ଏଏସଆଇ ଗୋପାଳ ଦାସ।ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣା ଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ପରଲୋକ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment