ଆଜି ଆମେ ଜାଣିବା ଲୁଣ ଆମକୁ କିପରି ଧନବାନ ବନାଇ ଥାଏ। ହଁ ଆଜ୍ଞା ଲୁଣ ପଇସାକୁ ଚୁମ୍ବକ ପରି ଟାଣିଥାଏ ଯଦି ଆପଣ ଏହା ପଛର ରହସ୍ୟ ଜାଣିବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଖୁବ୍ ଶୀଘ୍ର ଧନବାନ ମଧ୍ୟ ହୋଇଯିବେ।।ପୂରଣ ସମୟରୁ ଲୁଣର ବ୍ୟବହାର କରାଯାଇ ଆସୁଅଛି ଲୁଣ ନା କେବଳ ଆମର ଭୋଜନକୁ ସ୍ଵାଦିଷ୍ଟ ବନେଇଥାଏ ବରଂ ଏହା ଆମକୁ ବହୁତ କିଛି ଫାଇଦା ମଧ୍ୟ ଦେଇଥାଏ ଯଦି ମନୁଷ୍ୟ ମଧ୍ୟରେ ଲୁହର କମି ହୋଇଯାଏ ତେବେ ସେହି ଶରୀର କେବେବି ଖରାପ୍ ହୋଇପାରେ ମାନାଯାଇଥାଏ ଲୁଣ ସବୁଠାରୁ ଜଲ୍ଦୀ ଧନବାନ୍ କରାଇଦିଏ ଲୁଣ ଚମତ୍କାରୀ ଭାବେ ମଣିଷକୁ ଲାଭ ପ୍ରଦାନ କରିଥାଏ।
ଲୁଣ ଭିତରେ ସକାରାତ୍ମକ ଉର୍ଯାର ଭଣ୍ଡାର ଭରି ହୋଇ ରହିଥାଏ ଲୁଣକୁ ନେଇ କିଛି ଏମିତି ପ୍ରଚାର ପ୍ରଚଳିତ ଅଛି ଯଦି କୌଣସି ମନୁଷ୍ୟ ସେହି ଉପୟକୁ କରିନିଏ ସେହି ମନୁଷ୍ୟ ନିଶ୍ଚିତ ନିଜର ଗରିବୀକୁ ଦୂର କରିପାରିବ ଲୁଣର ଏହି ଉପାୟ ରାତାରାତି ଆପଣଙ୍କ ଭାଗ୍ୟକୁ ଚମକେଇ ଦେଇପାରେ ତେବେ ଆସନ୍ତୁ ଜାଣିବା ଲୁଣର କିଛି ଖାସ୍ ଉପାୟ ବିଷୟରେ ଯାହା ଆପଣଙ୍କୁ ଖୁବ୍ ଶୀଘ୍ର ଧନବାନ ବନାଇ ଦେବ।
କୌଣସି ବି ଦିନ ଶନିବାର ଦିନ ହେଉ କି ରବିବାର ଦିନ ହେଉ ଆପଣ ଏହି ଉପାୟକୁ କରି ପାରିବେ। ତେବେ ଆପଣ ୧୦୦ ଗ୍ରାମ ମୁଗଡାଲି ୫୦ ଗ୍ରାମ ଗ୍ରାମ ଚାଉଳ ୫୦ ଗ୍ରାମ ନାଲି ଲଙ୍କା ଗୋଟିଏ ପ୍ୟାକେଟ ଲୁଣ ଏବଂ ୧୦୦ ଗ୍ରାମ ସୋରିଷ ତେଲ ଏବଂ ଗୋଟିଏ ପାଣି ବୋତଲ ।ଏହି ସମସ୍ତ ସାମଗ୍ରୀକୁ ଏକତ୍ରିତ କରି କୌଣସି ଏକ ମହିଳା ବା ପୁରୁଷକୁ ଦାନ ଦେଇ ଦିଅନ୍ତୁ ଏବଂ ଚୁପଚାପ୍ ଆପଣଙ୍କ ଘରକୁ ଚାଲି ଆସନ୍ତୁ ଏହାଦ୍ବାରା ଆପଣଙ୍କ ଭାଗ୍ୟ ଚମକି ଉଠିବ।
ଆପଣ ସବୁ ସମୟରେ ଧ୍ୟାନ ରଖିବେ କି ଲୁଣ କୁ ଆପଣ କେଉଁ ପାତ୍ର ରେ ରଖିବେ କାରଣ ଲୁଣକୁ ଯଦି ଆପଣ କୌଣସି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖୁଛନ୍ତି ତ ଏହା ଚନ୍ଦ୍ର ଏବଂ ଶନିଙ୍କର ମିଳନ ହେବ ଯାହାକି ବହୁତ ଘାତକ ସିଦ୍ଧ ହୋଇଥାଏ ଏପରିକି ଆପଣ କାଙ୍ଗାଳ ମଧ୍ୟ ହୋଇ ପାରନ୍ତି ଏହା ରୋଗ ଏବଂ ଶୋକର କରନ ବନି ଯାଇପାରେ ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ଭୁଲରେ ରଖନ୍ତୁ ନାହିଁ ଲିଣକୁ ସର୍ବଦା କାଚର ପତ୍ରରେ ରଖିବା ଉଚିତ୍ ଏହାକୁ ବହୁତ ଶୁଭ ମାନା ଯାଇଥାଏ।
ଲୁଣ କୁ ଭୁଲ ରେ ବି ତଳେ ପକାନ୍ତୁ ନାହିଁ। କେହି କେହି ଲୁଣକୁ ତଳେ ପକେଇ ଦେଇଥାନ୍ତି ଏହା ଭୁଲ୍ ହୋଇଥାଏ ଅନେକ ଦେଶରେ ଏହାକୁ ଦୁର୍ଭାଗ୍ୟର କାରଣ ମାନା ଯାଇଥାଏ।ସନ୍ଧ୍ୟା ସମୟରେ କେବେ କାହାଠାରୁ ଲୁଣ ନ ନେବା ଉଚିତ୍ ଏବଂ ନ ଦେବାବି ଉଚିତ୍ ଯଦି ଆପଣ ଲୁଣକୁ ସନ୍ଧ୍ୟା ସମୟରେ କାହାକୁ ଦେଇ ଦିଅନ୍ତି ତେବେ ଆପଣ ଆପଣଙ୍କର ଘରର ସୁଖ ସମୃଦ୍ଧି ଚାଲି ଯାଇଥାଏ ତାହା ସହିତ ଲୁଣ ନେଉଥିବା ବ୍ୟକ୍ତିର ବରବାଦ ହୋଇ ଯାଇଥାଏ ତେଣୁ ଲୁଣକୁ ସନ୍ଧ୍ୟା ସମୟରେ କାହାଠାରୁ ନେବା କିମ୍ବା ଦେବା ଉଚିତ୍ ହୋଇନଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।