Vastu Sastra – ଗୁରୁବାର ଦିନ ରାତିରେ କରନ୍ତୁ ଏହି ୫ ଟି କାମ | ଧନର ବର୍ଷା ହେବ | ମାଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ….

ଗୁରୁବାର ବା ବୃହସ୍ପତି ବାର୍ ଅତ୍ୟନ୍ତ ଶୁଭ ବାରଏହି ବାର୍ ଟି ଲକ୍ଷ୍ମୀ ନାରାୟଣ ଙ୍କ ସହିତ ଜଡିତ ଅଟେ। ତେବେ ଏହି ଦିନ ଲକ୍ଷ୍ମୀ ନାରାୟଣ ଙ୍କ ପୂଜା କରିବା ଦ୍ୱାରା ଏବଂ ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କାର୍ଯ୍ୟ କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନ ଓଜାଡ଼ି ଦିଅନ୍ତି।

୧. ଗୁରୁବାର ଦିନ ବ୍ରହ୍ମମୁହୂର୍ତ୍ତ ଖୁବ୍ ଶୁଭ ବିବେଚନା କରାଯାଇଥାଏ। ତେବେ ଗୁରୁବାର ଦିନ ବ୍ରହ୍ମମୁହୂର୍ତ୍ତ ଉଠି ପାଣିରେ ଗଙ୍ଗା ଜଳ ମିଶାଇ ନିଶ୍ଚୟ ସ୍ନାନ କରନ୍ତୁ। ଏବଂ ସ୍ନାନ କରିବା ସମୟରେ ଓମ୍ ବୃହସ୍ପତି ନମ୍ଃ ନିଶ୍ଚିତ କୁହନ୍ତୁ। ଏହି ବ୍ରହ୍ମମୁହୂର୍ତ୍ତ ଟି ଭୋର୍ ୪ ଠାରୁ ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ରହିଥାଏ।

୨. ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟାର ଅନ୍ତ ଘଟିଥାଏ।

୩. ଗୁରୁବାର ଦିନ ହଳଦିଆ ବସ୍ତ୍ର ନିଶ୍ଚିତ ପରିଧାନ କରନ୍ତୁ। ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦୀ ରଙ୍ଗର ଫୁଲ ଫଳ ଓ ନୈବେଦ୍ୟ ଅର୍ପଣ କରନ୍ତୁ।

୪. ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ଘରକୁ କେବଳ ଧନ ହିଁ ଧନ ଆସିଥାଏ।

୫. ଧନ ବୃଦ୍ଧି କରିବାକୁ ଚାହୁଁଥିଲେ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ। ଆଉ ଉପବାସ କରିବା ସମୟରେ ଭିକାରୀ ବା ଦରିଦ୍ର ମାନଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରି ଥାନ୍ତି।

୬. ଗୁରୁବାର ଦିନ ଆପଣ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ ନିଶ୍ଚିତ କରନ୍ତୁ। ଏବଂ ଗୁରୁବାର ଦିନ ଆପଣଙ୍କ ବୃହସ୍ପତି ଗ୍ରହ କୁ ଶକ୍ତିଶାଳୀ କରିବା ପାଇଁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ।

୭. ଗୁରୁବାର ଦିନ ଅଶ୍ଵସ୍ତ ଗଛ କୁ ନିଶ୍ଚିତ ପୂଜା କରାନ୍ତୁ।ଯାହାଦ୍ଵାରା ଆପଣଙ୍କ ସବୁ ଇଚ୍ଛା ପୂରଣ ହେବ। ଗୁରୁବାର ଦିନ ସକାଳେ ଏହି ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ଏହାପରେ ଏହି ଗଛଏ ପରିକ୍ରମା କରନ୍ତୁ ଏବଂ ଏହି ଗଛ ରେ ସୂତା ବା ବାନ୍ଧନ୍ତୁ। ଆଉ ଏହି ସମୟରେ ନିଜର ମନସ୍କାମନା ଜଣାଇ ଦିଅନ୍ତୁ।

୮. ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ଧନ ବୃଦ୍ଧି ପାଇଥାଏ।

୯. ଗୁରୁବାର ଦିନ କଦଳୀ ଗଛ ମୂଳରେ କିଛି ବତୁରା ବୁଟ ଏବଂ ଗୁଡ଼ ଅର୍ପଣ କରନ୍ତୁ।

୧୦. ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଆସିଥାଏ ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ କିଛି ଗୋଟା ହଳଦୀ ରଖି ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment