ହାତକୁ ଦୁଇ ହାତ ହେଲେ ତାରା ତାରିଣୀ ଧାରାବହିକରେ ଲିପି , ସରିଲା ହଳଦୀ ରସମ ବିବାହ କେବେ ଜାଣିଛନ୍ତି କି

0

ତାରା ତାରିଣୀ ଧାରାବାହିକରେ ତାରିଣୀ ଅର୍ଥାତ ଲିପିଙ୍କର ସରିଲା ହଳଦୀ ରସମ ଏବଂ ଆଉ ଦୁଇ ଦିନ ପରେ ବିବାହ ବନ୍ଧମନରେ ବାନ୍ଧି ହେବେ ଲିପି । ତେବେ ଆପଣ ମାନେ ଜାଣଇଛନ୍ତି କି ତାରିଣୀ କାହାକୁ ବିବାହ କରିବେ ଏବଂ ସେ ପୁଅ ଜଣକ କିଏ ବୋଲି ତେବେ ଯଦି ଜାଣିନାହାନ୍ତି ଆଜି ଆମେ ଆପଣ ମାନଙ୍କୁ ସେ ବିଷୟରେ କହିବା । କାରଣ ଆପଣ ମାନେ ତ ନିଜର ପେବୋରାଇନ କଳାକାର ମାନଙ୍କ ବିଷୟରେ ଜାଣିବାକୁ ବହୁତ ଇଚ୍ଛା କରୁଥିବେ ଏହା ସହିତ ଏବେ ସେ ବିବାହ କରୁଛନ୍ତି ତେବେ କାହାକୁ ଏବଂ କେବେ ଏବଂ ତାହା ଲଭ ମ୍ୟାରେଜ କି ଆରେଞ୍ଜ ମ୍ୟାରେଜ ସେ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହର ସହ ଅନାଇ ରହିତିବେ । ତେବେ ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବା ।

ତାରା ତାରିଣୀ ଧାରାବାହିକରେ ତାରିଣୀ ଭୂମିକାରେ ଅଭିନୟ କରୁଥିବା ଲିପିଙ୍କୁ ତ ଆପଣ ମାନେ ଜାଣିଥିବେ । ତାରା ତାରିଣୀ ଧାରାବାହିକରେ ଅଭିନୟ କରୁଥିବା ତାରିଣୀ ଭୂମିକାରେ ଲିପି ରୂପମଙ୍କ ସହିତ ଡ୍ୟାନ୍ସ କରୁଥିବା ଏବଂ ହଳଦୀ ରସମ ଶେଷ ହୋଇଥିବା ଦେଖିବାକୁ ମିଳିଛି । ତେବେ ତା ସହିତ ଏହି ତାରା ତାରିଣୀ ଧାରାବାହିକରେ ଲିପି ଏବଂ ରୂପମ ପୁଣି ଥରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଏହାକୁ ନେଇ ହଳଦୀ ରେସମ କାର୍ଯ୍ୟ ସୁଟିଂ ସେଟରେ ସୁଟିଂ ହୋଇଥିଲା । ଏହା ସହିତ ଏଥିରେ ରୂପମ ଏବଂ ତାରିଣୀ ଭରପୁମ ଏନଜଏ କରିବା ସହିତ ସୋସିଆଲ ମିଡିଆରେ ନିଜର ଫଟୋ ଛଡିବା ସହିତ ବହୁତ ମଜ୍ଜାରେ ସେ ଡ୍ୟାନ୍ସ କରିଥିଲେ । ଲୋକମାନେ ମଧ୍ୟ ତାଙ୍କର ଡ୍ୟାନ୍ସକୁ ପସନ୍ଦ କରିବା ସହିତ ଧାରବାହିକକୁ ମଧ୍ୟ ବହୁତ ହିଁ ପସନ୍ଦ କରିଥିଲେ ।

ଆଉ ଦୁଇ ଦିନ ଭିତରେ ତାରିଣୀ ଏବଂ ରୂପମ ହାତକୁ ଦି ହାତ ହେବାକୁ ଯାଉଛନ୍ତି ତାରା ତାରିଣି ଧାରା ବାହିକରେ । ଦୁଇ ଜଣ ପୁଣି ଥରେ ବିବାହ କରି ପୁଣି ଥରେ ନିଜର ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ଲୋକମାନେ ତାରା ତାରିଣୀ ଧାରାବାହିକକୁ ଯେତେ ପସନ୍ଦ କରୁଥିଲେ ଆଗକୁ ମଧ୍ୟ ଆହୁରି ଇନଟ୍ରେସଟିଙ୍ଗ ଏପିସୋଡ ଆସିବ । ଏହା ସହିତ ସେମାନେ ଏହାକୁ ଯେତେ ପସନ୍ଦ କରୁଥିଲେ ତାଠାରୁ ଅଧିକ ପସନ୍ଦ କରିବେ ବୋଲି ମଧ୍ୟ ଆସା ରଖିଛନ୍ତି ପ୍ରଡକସନ ସଂସ୍ଥା । ତାରା ତାରିଣୀ ଧାରାବାହିକରେ ଲିପିଙ୍କର ଆକ୍ଟିଙ୍ଗ ତ ଆପଣ ମାନଙ୍କୁ ବହୁତ ଭଲ ଲାଗୁଥିବ ଏହା ସହିତ ସେହି ଧାରାବାହିକରେ ସମସ୍ତ କଳାକରା ମାନେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରନ୍ତି । ତେବେ ଆଗକୁ ସେହି ଧାରବାହିକ କେମିତି ଆଗକୁ ବଢିବ ସେ ନେି ଆପଣ ମାନଙ୍କର ଭଲପାଇବା ରହିବା ନିତାନ୍ତ ଜରୁରୀ ।