Vashikaran Mantra – ହାତ ପାପୁଲିରେ ନାମଲେଖି ସ୍ତ୍ରୀ ବଶୀକରଣ ମନ୍ତ୍ର, ସେ ନାରୀ ତୁମ ପାଇଁ ସବୁ କିଛି ଦେଇଦେବ ୧୦୦% ଗ୍ୟାରେଣ୍ଟି

0

ବନ୍ଧୁଗଣ ଆପଣ ଜାଣିଛନ୍ତି ଯଦି ଆପଣ ଚେଷ୍ଟା କରିବେ ତେବେ ଅନେକ ଅସାଧ୍ୟ କାମକୁ ବି ସମ୍ଭବ କରି ପାରିବେ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମ ବିଶ୍ୱାସ ବଳରେ। କିନ୍ତୁ ଆପଣ ନିଜ ପସନ୍ଦର ଝିଅକୁ ଆପଣ ନିଜର କରି ପାରିବେ।ଏହା କିଛି କ୍ଷେତ୍ରରେ ସମ୍ଭବ ପର ହୋଇ ନଥାଏ। କାରଣ ଏହା ଏକ ଝିଅ ଉପରେ ନିର୍ଭର କରେ ଯେ ସେ ଆପଣଙ୍କୁ ପସନ୍ଦ କରିବ ବା ଗ୍ରହଣ କରିବ କି ନାହିଁ।ତେବେ ଏଥିପାଇଁ ଆପଣ ଅନେକ ସମୟରେ ଚିନ୍ତାରେ ମଧ୍ୟ ରହିଥାନ୍ତି।

ତେବେ ଆମେ ସେଥିପାଇଁ ଗୋଟିଏ ଝିଅକୁ ନିଜ ବଶରେ କରିବା ପାଇଁ ଥିବା ଉପାୟ ବିଷୟରେ ଆପଣଙ୍କୁ କହିବୁ।ତେବେ ଏହି ପରିପ୍ରେକ୍ଷୀରେ ପ୍ରେମକୁ ପାଇବା ପାଇଁ ଯଦି ଆପଣ ଚାହୁଁ ଚନ୍ତି ତେବେ ପଢନ୍ତୁ ଆଜିର ଏହି ବିଶେଷ ଲେଖା।

ଆଜିର ଏହି ଲେଖା ମାଧ୍ୟମରେ ଆମେ ଜାଣିବା ଯେ କିଭଳି ଭାବରେ ଆପଣ ଚାହୁଁ ଥିବା ଆପଣଙ୍କ ପସନ୍ଦର ପ୍ରେମିକା କୁ ନିଜ ବଶରେ କରି ପାରିବେ।କୁହାଯାଏ ପ୍ରେମ ଏକ ଏଭଳି ଜିନିଷ ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧନ ହୁଏ।ପ୍ରେମରେ ଜଣେ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।ଯେଉଁଠି କି କିଛି ବି ପରିସ୍ଥିତିରେ ସେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ।

ପ୍ରେମ ର ଅନୁଭବ ରେ ପୁଲକିତ ହୋଇ ପ୍ରେମୀ ଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇଥାଆନ୍ତି। ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ। ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।

ତେବେ ବାସ୍ତବ ପକ୍ଷରେ ପ୍ରେମରେ ଭରି ରହିଥାଏ ତ୍ୟାଗ।ସେଥିରେ ଅନ୍ୟ କିଛି ର ସ୍ଥାନ ହିଁ ନଥାଏ।ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।ତେବେ ଯଦି ଆପଣ ପ୍ରକୃତରେ କାହାକୁ ଚାହୁଁଛନ୍ତି ତେବେ କରନ୍ତୁ ଏହି ଶକ୍ତିଶାଳୀ ଉପାୟ ବା ବିଧିର ପ୍ରୟୋଗ ଆଉ ସେହି ଝିଅକୁ ନିଜ ବଶରେ କରନ୍ତୁ।

ଆବଶ୍ୟକୀୟ ଉପକରଣ-

କଳା ମାର୍କର ଏବଂ ନାଲି ସିନ୍ଦୂର।

ବଶୀକରଣ କରିବାର ବିଧି-

ପ୍ରଥମେ ଆପଣ ଭଲ ପାଉଥିବା ବା ନିଜ ବଶରେ କରିବାକୁ ଚାହୁଁଥିବା ଝିଅର ନାମକୁ ନିଜ ହାତ ପାପୁଲିରେ ଲେଖି ଦିଅନ୍ତୁ।ତାପରେ ଆପଣ ଏହି ନାମ ଉପରେ ଭଲ ଭାବରେ ନାଲି ସିନ୍ଦୂର କୁ ଲଗାଇଦେବେ। ତାପରେ ଏହି ମନ୍ତ୍ର “ଓଁ କାମଦେବାୟ ବଶୀକରାୟ ପ୍ରିତମ ଅଧୀମହି ତନୋ ମନୋ ପ୍ରିୟେ ନମଃ ” କୁ ୫୧ ଥର ଜପ କରିବାକୁ ପଡ଼ିବ ଏବଂ ଏହାପରେ ହାତକୁ ମୁଠା କରି ୩ ଥର ଫୁଙ୍କିଦେବେ।ଏହି ବିଧି କରିବାର ୨୪ ଘଣ୍ଟା ମଧ୍ୟରେ ସେ ଝିଅ ଆପଣଙ୍କ ବଶରେ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।