Ollywood News – ହଠାତ ଲୁଚି କରି ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ହିରୋଇନ୍ ଆହାନା ଜାଣନ୍ତୁ ସେ କେଉଁ ଅଭିନେତାଙ୍କୁ ବିବାହ କରିଲେ

0

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତ୍ରୀ ଆହାନା । ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରି ଲୋକଲୋଚନ କୁ ମଧ୍ୟ ଆସିଛନ୍ତି। ତେବେ ସେ ଗତକାଲି ନିଜ ପ୍ରେମିକ ରାକେଶ ସହିତ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ଆହନା ଅନେକ ହିଟ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି କୁ ଦେଇଛନ୍ତି ଓ ନିକଟ ରେ ସେ ନିକଟ ରେ ବ୍ଲାକମେଲ , ଭୈରବ ଭଳି ଦୁଇଟି ହିଟ୍ ମୁଭି ରେ ନଜର ଆସିଥିଲେ ।

ଯେଉଁଥିରେ ସେ ଅଭିନୟ କରି ଲୋକ ମାନଙ୍କ ହୃଦୟ ଜିତି ସାରିଛନ୍ତି। ତେବେ ବ୍ଲାକମେଲ , ଭୈରବ ଭଳି ଦୁଇଟି ହିଟ୍ ମୁଭି ରେ ସେ ସାଇଡ ହିରୋଇନ୍ ଭାବରେ ନଜର ଆସିଥିଲେ ଓ ନିଜ ଅଭିନୟ ମାଧ୍ୟମ ରେ ଲୋକ ମାନଙ୍କ ହୃଦୟ କୁ ବେଶ୍ ଛୁଇଁ ପାରିଥିଲେ ଆହାନା ବରାଳ ।

ଗତ କାଲି ରାତିରେ ସେ ନିଜ ପ୍ରେମିକ ରାକେଶ ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ତେବେ କିଛି ଦିନ ପୂର୍ବରୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେ ନିଜ ନିର୍ବନ୍ଧ ଫଟୋ ଅପଲୋଡ଼ କରିଥିଲେ । ତେବେ ରାକେଶ ଓ ଆହାନା ଦୀର୍ଘ ଦିନ ରୁ ପ୍ରେମ ସମ୍ପର୍କ ରେ ଥିଲେ ଓ ବର୍ତ୍ତମାନ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।

ତେବେ ଏହା ପୂର୍ବରୁ ଆହାନା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ରାକେଶ ଙ୍କୁ ଭଲ ପାଉଛନ୍ତି ବୋଲି ନିଜ ଫ୍ୟାନ ମାନଙ୍କୁ ଜଣାଇ ଥିଲେ ଓ ରାକେଶ ମଧ୍ୟ ଏହା ସ୍ୱୀକାର କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ପୋଷ୍ଟ କରି ଜଣାଇ ଥିଲେ । ତେବେ ବିବାହ ପରେ ମଧ୍ୟ ଆହାନା ଫିଲ୍ମ୍ ଜଗତ ରେ ନଜର ଆସିବେ ବୋଲି ନିଜ ଫ୍ୟାନ ମାନଙ୍କୁ କହିଛନ୍ତି ।

ସେ ନିଜର କ୍ୟାରିୟର ଓ ପାପୁଲାରିଟି ଏହି ଫିଲ୍ମ୍ ଜଗତ ରୁ ପାଇଛନ୍ତି ଓ ସେ ଆଗକୁ ମଧ୍ୟ ନିଜ କ୍ୟାରିୟର ଏହି ଫିଲ୍ମ୍ ଜଗତ ରେ କରିବେ ବୋଲି ସୂଚନା ଦେଇଛନ୍ତି ।
ତେବେ ଆହାନା ହିରୋଇନ୍ ଭାବରେ ଖୁବ୍ ଭଲ ଅଭିନୟ କରନ୍ତି ଓ ସେ ନିଜର ଅଭିନୟ ର ଦକ୍ଷତା ନିକଟ ରେ ଆସିଥିବା ଦୁଇଟି ଫିଲ୍ମ୍ ବ୍ଲାକମେଲ୍ ଓ ଭୈରବ ରେ ନିଜ ଫ୍ୟାନ ମାନଙ୍କୁ ଦେଖାଇ ଅଛନ୍ତି । ସେ ଖୁବ୍ ସୁନ୍ଦର୍ ଅଭିନୟ କରନ୍ତି ।

ତେବେ ତାଙ୍କ ଫ୍ୟାନ ମାନେ ତାଙ୍କ ର ଏହି ବିବାହ ଫଟୋ ସୋସିଆଲ ମିଡ଼ିଆ ରେ ଦେଖି ଖୁବ୍ ଖୁସି ହୋଇଛନ୍ତି ଓ ତାଙ୍କ ବିବାହ ପାଇଁ ଖୁବ୍ ଶୁଭେଛା ଜଣାଇ ଅଛନ୍ତି। ତେବେ ଆହାନା ରାକେଶ ଅନେକ ଦିନ ପ୍ରେମ ସମ୍ପର୍କ ରହିବା ପରେ ବିବାହ କରିଛନ୍ତି । ତାଙ୍କ ଫ୍ୟାନ ମାନେ ସେ ନିଜ ବୈବାହିକ ଜୀବନ ରେ ମଧ୍ୟ ଖୁବ୍ ଖୁସିରେ ରହିବେ ବୋଲି ଆଶା ରଖିଛନ୍ତି ତାଙ୍କ ଫ୍ୟାନ ମାନେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।