ଆମ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସରକାର ପୋଲିସ କୁ ନିଯୁକ୍ତି ଦେଇଥାନ୍ତି। ତେବେ ସବୁ କ୍ଷେତ୍ରରେ ପୋଲିସ ମାନଙ୍କୁ ନିର୍ଯୁକ୍ତି ଦିଆଯାଇଥାଏ, କାରଣ ପୋଲିସ ହିଁ ଲୋକ ମାନଙ୍କୁ ସେବା ଯୋଗାଇବେ। ଦିନକୁ ଦିନ ସଡ଼କ ଦୃଘଟଣା ହାରକୁ କମେଇବା ପାଇଁ ସରକାର ଗାଡି ଚାଳକଙ୍କ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି, ହେଲିମେଣ୍ଟ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ଦେଖିଛନ୍ତି। ଯଦି କାହା ପାଖରେ ଏହି ସବୁ ନାହିଁ ତାହାଲେ ସେମାନଙ୍କୁ ଭବିଷ୍ୟତରେ କେବେବି ଭୁଲ କରିବେ ନାହିଁ ସେଥିପାଇଁ ଫାଇନ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା କୌଣସି ଲୋକଙ୍କୁ କ୍ଷତି ପହଞ୍ଚାଇବା ସରକାର କିମ୍ବା ପୋଲିସ ର କାର୍ଯ୍ୟ ନୁହେଁ। ଏଭଳି କ୍ଷେତ୍ରରେ ପୋଲିସ ନିଜର କ୍ଷମତା କୁ ଅପବ୍ୟବହାର କରି ନିଜର ଆଧିପତ୍ୟ ଦେଖାଉଛନ୍ତି ଏବଂ ଭୂଲି ଯାଉଛନ୍ତି ନିଜର ମାନବିକତା।
ଆଜି ଆମେ ଏମିତି ଏକ ପୋଲିସ ଙ୍କ କର୍ମ ବିଷୟରେ କହିବା ପାଇଁ ଯାଉଛୁ ଆପଣ ମାନେ ଜାଣିଲା ପରେ , ଆପଣ ରାଗରେ ପୋଲିସ ଙ୍କ ବ୍ୟବସ୍ଥା ଉପରେ ଭରସା ଉଠିଯିବ। ହେଲିମେଣ୍ଟ ପିନ୍ଧିନଥିବାରୁ, ଗର୍ଭବତୀ ମହିଳା ୩ କି.ମି. ଚଲେଇବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା;
ଜଣେ ସ୍ୱାମୀ ନିଜର ଗର୍ଭବତୀ ସ୍ତ୍ରୀଙ୍କୁ ବାଇକ ରେ ବସେଇ ଡାକ୍ତର ଙ୍କ ପାଖକୁ ଉଦଳା ଯାଉଥିଲେ। ପରେ ରାସ୍ତାରେ ହେଲିମେଣ୍ଟ ଯାଞ୍ଚ କରିଥିଲେ ପୋଲିସ କିନ୍ତୁ ମହିଳା ଜଣଙ୍କ ହେଲିମେଣ୍ଟ ପିନ୍ଧିନଥିଲେ। ଏହା ବ୍ୟତୀତ ଗାଡିର ସମସ୍ତ କାଗଜ ପତ୍ର ଥିଲା କିନ୍ତୁ ସେ କେବଳ ହେଲିମେଣ୍ଟ ପିନ୍ଧିନଥିବାରୁ ପୋଲିସ ତାଙ୍କୁ ଫାଇନ ମାଗିଥିଲେ, କିନ୍ତୁ ତାଙ୍କ ସ୍ୱାମୀ ଙ୍କ ପାଖରେ ଟଙ୍କା ନଥିଲା। ଅନଲାଇନ ରେ ଟଙ୍କା ପଇଠ କରିଦେବେ ବୋଲି ସେ ପୋଲିସ ଙ୍କୁ ଅନୁରୋଧ କରିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା, ତାପରେ ସେମାନେ ତାଙ୍କୁ ଥାନାକୁ ନେଇଯାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
କିନ୍ତୁ ସେହି ଗର୍ଭବତୀ ମହିଳାଙ୍କୁ ସେଠାରେ ଛାଡି ଦେଇଥିଲେ। ମହିଳା ଜଣଙ୍କ ଅନୁରୋଧ କରିଥିଲେ ଓଇସି ରିନା ବକଚଟା, ସେ ଜଣେ ମହିଳା ହୋଇ ମଧ୍ୟ ଆଉ ଜଣେ ଗର୍ଭବତୀ ମହିଳାଙ୍କ ବୁଝି ପାରିନଥିଲେ ଏବଂ ଓଲଟା ସେମାନଙ୍କୁ ଗାଳିଗୁଲଜ କରିଥିଲେ। ତାଙ୍କ ସ୍ୱାମୀଙ୍କୁ ହାରାହାରି ୩ / ୪ ରଖି ଥିଲେ ଏହା ପରେ ମହିଳା ଜଣଙ୍କ ୪ କି. ମି. ଚାଲିଥିଲେ।
ତେବେ ଏଭଳି ଏକ ଘଟଣା ବର୍ତମାନ ପୋଲିସ ମାନଙ୍କ ଉପରେ ଏକ ପ୍ରଶ୍ନ ବାଚି ସୃଷ୍ଟି କରିଛନ୍ତି। ଏହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ପୋଲିସ ର ଏଭଳି କାର୍ଯ୍ୟ ପାଇଁ ଘୋର ନିନ୍ଦା କରିଛନ୍ତି। ତେବେ ଏଭଳି ଘଟଣା ପାଇଁ ସରକାର ଏହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି , ତାହା ଆଗକୁ ଦେଖିବାକୁ ମିଳିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।