Bastu Tips – ହଳଦୀ ଡବାରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ମା ଲକ୍ଷ୍ମୀ ବର୍ଷାଇବେ ପୁଳା ପୁଳା ଧନ

0

ମଣିଷ ଜୀବନରେ ସର୍ବଦା ଦୁଃଖ ସୁଖ ଲାଗି କରି ରହିଥାଏ , ଉଭୟକୁ ସାମ୍ନା କରି ଆଗକୁ ବଢିବାକୁ ପଡିଥାଏ । ପ୍ରତ୍ୟେକ ମଣିଷ ସୁଖ ସ୍ୱଚ୍ଛନ୍ଦରେ ଜୀବନ ବିତେଇବା ପାଇଁ ପସନ୍ଦ କରିଥାନ୍ତି କିନ୍ତୁ ଏଥିପାଇଁ ଅର୍ଥ ର ଆବଶ୍ୟକତା ରହିଥାଏ । ବିନା ଅର୍ଥରେ କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଏତେ ସହଜ ହୋଇ ନଥାଏ , ବେଳେବେଳେ ଏମିତି କିଛି ପରିସ୍ଥିତି ଆସିଥଏ , ଯାହା ସେମାନଙ୍କୁ ଅନେକ ଅସୁବିଧାର ସମ୍ପୁଖୀନ କରାଇବା ସହ ଆର୍ଥିକ ସ୍ଥିତିରେ ମଧ୍ୟ ସଙ୍କଟ ଦେଖାଯାଏ । ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବା ପାଇଁ ଲୋକମାନେ ବିଭିିନ୍ନ ପ୍ରକାର ଉପାୟ ମାନ କରିଥାନ୍ତି କିନ୍ତୁ , ସେଥିରେ କିଛି ସଫଳ ମିଳିନଥାଏ ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ସରଳ ଉପାୟ ବିଷୟରେ ଜଣେଇବୁ , ଯାହାର ସାହାର୍ଯ୍ୟରେ ଆପଣ ମାନେ ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ସକ୍ଷମ ହେବେ । ଅର୍ଥର ଅଭାବ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଠାରୁ ଦୂରେଇ ଯିବ , ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିବ । ତେବେ ଆସନ୍ତୁ ଜାଣିବା ସେହି ସହଜ ଉପାୟ ବିଷୟରେ ।

ଏଥିପାଇଁ ଆପଣ ମାନଙ୍କୁ ହଳଦୀର ଆବଶ୍ୟକତା ରହିଛି , ହଳଦୀକୁ ଆପଣ ମାନେ ଖାଦ୍ୟ ପାର୍ଥର ରଙ୍ଗ ହେବା ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ହଳଦୀ ବିଗିଡି ଯାଇଥିବା ସମସ୍ତ କାର୍ଯ୍ୟକୁ ପୁଣିଥରେ ସଜାଡି ଦେଇଥାଏ । ତେଣୁ ଆପଣ ମାନେ ପ୍ରତିଦିନ ମୁଣ୍ଡରେ ହଳଦୀର ତିଳକ ଲଗାଇବା ଉଚିତ୍ , ଯାହାଦ୍ୱାରା ଯଶ ସମ୍ମାନ ବୃଦ୍ଦି ପାଇଥାଏ । ହଳଦୀର ଗୋଟିଏ ବନ୍ଦା ଜୀବନର ଅନେକ ଅସୁବିଧାକୁ ସମାଧାନ କରି ଦେଇଥାଏ । ତେବେ ଆପଣ ମାନେ ପ୍ରତିଦିନ ଗାଧୋଇ ସାରିବା ପରେ ହଳଦୀ ନେଇ ଶ୍ରୀହରୀଙ୍କ ଚରଣରେ ଲଗାନ୍ତୁ , ଏହାପରେ ସେହି ହଳଦୀକୁ ନେଇ ମୁଣ୍ଡରେ ଏବଂ ବେକରେ ଲାଗାନ୍ତୁ ।

ହଳଦୀକୁ ବିଜୟର ପ୍ରତୀକ ବୋଲି ମନାଯାଏ , ଏହିପରି କରିବା ଦ୍ୱାରା ଆପଣଙ୍କ ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତିର ପ୍ରଭାବ ରହି ନଥାଏ । ଆପଣଙ୍କର ବିଜୟ ଚାରି ଦିଗରୁ ହିଁ ହୋଇଥାଏ । ଆପଣ ମାନେ ଘରର ପାଚେରୀ ଚାରିପଟେ ହଳଦୀର ରେଖା ଟାଣି ଦିଅନ୍ତୁ , ଏପରି କରିବା ଦ୍ୱାରା ଆପଣଙ୍କ ଘରେ କୌଣସି କୁପ୍ରଭାବ ପଡି ନଥାଏ । କୌଣସି ଭଡା ଘରେ ରହୁଥିଲେ ,ଆପଣ ମାନେ ଘରର ମୁଖ୍ୟ ଦ୍ୱାର ରେ ହଳଦୀ ଲଗାଇ ପାରିବେ । ଏହାଦ୍ୱାରା ଆପଣଙ୍କ ଘରେ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହେବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇଥାଏ । ଆପଣଙ୍କ ସମ୍ପର୍ଣ୍ଣ ଜୀବନ ସୁଖ ସ୍ୱଚ୍ଛନ୍ଦରେ ବିତାଇବେ । ତେଣୁ ଏହି ଉପାୟ ମାଧ୍ୟମରେ ଆପଣ ମାନେ ଆପଣଙ୍କ ଆର୍ଥିକ ସଙ୍କଟକୁ ଦୂର କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।