ଦେଖନ୍ତୁ Shocking ଭିଡ଼ିଓ : ହଠାତ ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଆଉ ତା’ ପରେ…

ପ୍ରତିଦିନ ଆମ ସମାଜରେ ଅନେକ ଘଟଣା ଦେଖିବା ପାଇଁ ମିଳୁଛି। କେଉଁଠି ଚୋରି , ହତ୍ୟା , ଡକାୟତି , ରେପ ଇତ୍ୟାଦି ଘଟଣା ମାନ ଦେଖିବା ପାଇଁ ମିଳୁଛି। ହେଲେ ଏସବୁ ଘଟଣା କିଛି ନୂଆ ନୁହେଁ ବରଂ ସବୁଦିନ ଏଭଳି ଘଟଣା ଦେଖିବା ପାଇଁ ମିଳୁଛି। ହେଲେ ବର୍ତ୍ତମାନ ସମୟରେ ଏକ ଘଟଣା ଦେଖିବା ପାଇଁ ମିଳିଛି। ତେବେ ଘଟଣାଟି ହେଉଛି। ଚିଲିକା ରେ ଯାତ୍ରୀ ବାହି ଡ଼ଙ୍ଗା ଫସି ରହିଥିବା ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା।

ସୂଚନା ଅନୁସାରେ ଯାତ୍ରୀବାହୀ ଡ଼ଙ୍ଗା ଚିଲିକା ପାର ହେଉଥିଲା। ଠିକ ଏତିକି ସମୟରେ ଅଧ ନଇରେ ଫସିଗଲା ଡ଼ଙ୍ଗା , ଆଉ ତାପରେ ଯାହାହେଲା। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଉକ୍ତ ଡ଼ଙ୍ଗା ଭିତରେ ଅନେକ ଯାତ୍ରୀ ପାର ହେଉଥିଲେ। ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତେ ଥିଲେ। କେହି କେବେ ଜାଣିନଥିଲେ କି ଏହିଭଳି ଭାବରେ ଡ଼ଙ୍ଗାଟି ଫସି ରହିବ। ଏହିପରି ଭାବରେ ଅନେକ ସମୟ ଧରି ଡ଼ଙ୍ଗା ସେଠାରେ ଫସି ରହିଲା। ଏହାପରେ କତ୍ତୃପକ୍ଷ ଖବର ତାଙ୍କୁ ଉଦ୍ଧାର କରିଥିଲେ।

ଆଉ ଭଗବାନଙ୍କ ଦୟାରୁ ସେମାନେ ସୁରକ୍ଷିତ ଅଛନ୍ତି। କାହାରି କୋୖଣସି ପ୍ରକାର ଅସୁବିଧା ହୋଇନାହିଁ। ଯାହାବି ହେଉ ଗୋଟେ ବଡ଼ ବିପଦରୁ ଅଳ୍ପକେ ବଞ୍ଚିଗଲେ ସମସ୍ତ ଜନସାଧାରଣ। ତେବେ ବନ୍ଧୁଗଣ ଏହି ଘଟଣାଟି କିଛି ନୂଆ ନୁହେଁ ବରଂ ଏହା ପୂର୍ବ ଅର୍ଥାତ କିଛି ମାସ ପୂର୍ବରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଥିଲା। ଏଭଳି ଭାବରେ ଯାତ୍ରୀ ମାନେ ଡଙ୍ଗାରେ ବସି ଯାଉଥିଲେ। ଠିକ ଏତିକି ସମୟରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ସମୁଦ୍ର ମଝିରେ ଓଲିଟି ପଡିଥିଲା।

ସେଥିରେ ଅନେକ ଯାତ୍ରୀ ପାଣିରେ ବୁଡିଯାଇଥିଲେ। ସେଥି ମଧ୍ୟରୁ ଜଣେ ବୁଡି ମୃତ୍ୟୁ ମଧ୍ୟ ହୋଇଯାଇଥିଲା। ଯାହାବି ହେଉ ଏଭଳି ଘଟଣା ଦେଖି ସାରା ଓଡ଼ିଶା ବାସୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ। ହେଲେ ବର୍ତ୍ତମାନ ସମୟରେ ଏଭଳି ଘଟଣା ସମଗ୍ର ଓଡ଼ିଶା ବାସୀକୁ ଚକିତ କରିଛି। ସେଥିପାଇଁ ପାଇଁ ଆମର ଡଙ୍ଗା ଚାଳକଙ୍କୁ ଗୋଟିଏ ଅନୁରୋଧ ଦୟାକରି ଡ଼ଙ୍ଗା ରେ ଯାତ୍ରୀ ବାସୀ ଯାତ୍ରା କରିବା ପୂର୍ବରୁ ତାର ଇଞ୍ଜିନ କୁ ଭଲ ଭାବରେ ଯାଂଚ କରନ୍ତୁ। କାରଣ ସମସ୍ତଙ୍କ ଜୀଵନ ନିଜ ହାତରେ ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment