ଯେତେବେଳେ ପବନରେ ଉଡିଗଲା Hansika Motwani ଙ୍କ ଟପ, Airport ରେ ସମସ୍ତଙ୍କ ସାମ୍ନାରେ ହେଲେ ଲଜ୍ଜିତ, ଭାଇରାଲ ହେଉଛି ଭିଡିଓ

0

ବଲିଉଡ୍ ଇଣ୍ଡଷ୍ଟ୍ରି ହେଉ କିମ୍ବା ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ହିରୋଇନ୍ ମାନେ ହେଉ ସେମାନେ ସବୁବେଳେ ନିଜ ର ଡ୍ରେସ ପାଇଁ ଚର୍ଚା ରେ ରହି ଥାଆନ୍ତି । ନିଜର ଡ୍ରେସିଂ ସେଂଶ ପାଇଁ ସବୁ ବେଳେ ସେ ଦର୍ଶକ ଓ ମିଡ଼ିଆ ରେ ଚର୍ଚ୍ଚା ରେ ବିଷୟ ପାଲଟି ଥାଆନ୍ତି । ତେବେ ଏହି ଡ୍ରେସ କେତେକ ହିରୋଇନ୍ ନିଜ ବଲିଉଡ୍ ରେ ନିଜ ଫ୍ରେମ୍ କୁ ମେଣ୍ଟେନ କରିବା ପାଇଁ କରି ଥାଆନ୍ତି ତ କିଛି ଜଣ ମଧ୍ୟ ଇଛା ରେ ଏମିତି ପିନ୍ଧି ଥାଆନ୍ତି । ତେବେ ସର୍ବଦା ନିଜର ଡ୍ରେସିଂ ସେଂସ ପାଇଁ ଚର୍ଚା ରେ ରହି ଥାଆନ୍ତି ।

ତେବେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ହଂଶିକା ମଟୱାନି ଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣି ଥିବେ । ଯିଏ କି ନିଜ ବୋଲ୍ଡ ଫିଗର୍ ସହିତ ନିଜର ଦମଦାର ଅଭିନୟ ପାଇଁ ସର୍ବଦା ପ୍ରଶଂସକ ମାନଙ୍କ ମନରେ ରାଜ୍ କରି ଥାଆନ୍ତି।ସେ ଏକ ଚାଇଲ୍ଡ ଅକ୍ଟ୍ରିସ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଓ ସେବେଠାରୁ ସେ କେବେ ଅଟକି ଯାଇ ନାହାନ୍ତି ।ସୋସିଆଲ ମିଡ଼ିଆ ରେ ତାଙ୍କର ଫ୍ୟାନ ଙ୍କ ସଂଖ୍ୟା ମଧ୍ୟ ବହୁତ୍ ଅଟେ। ତେବେ ଆଜି ଆମେ ତାଙ୍କ ବିଷୟ ରେ ଚର୍ଚା କରିବା । କାରଣ ଆଜି କାଲି ସୋସିଆଲ ମିଡିଆରେ ବର୍ତ୍ତମାନ ହଂସିକା ନିଜର ଏକ ଡ୍ରେସ୍‌ କାରଣ ରୁ ଅନେକ ମାତ୍ରା ରେ ଟ୍ରଲ ହୋଇଛନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ହଁଶିକା ମଟୱାନି ରେ ଏକ ଭିଡିଓ ଖୁବ୍ ମାତ୍ରା ରେ ଭାଇରଲ ଵଶ ହେବାରେ ଲାଗିଛି ଯେଉଁ ଭିଡିଓ ଟି ତାଙ୍କ ଡ୍ରେସ୍ ସହିତ ସମ୍ବଢିତ ଅଟେ। ଏହି ଭିଡ଼ିଓ ରେ ହଁଶିକା ମଟୱାନି ଏକ ଜିନ୍ସ ପ୍ୟାଣ୍ଟ ସହିତ ଏକ ପିଙ୍କ୍ ଲୁଫର୍ ରେ ନଜର ଆସିଥିଲେ । ଏହି ଡ୍ରେସ୍ ଟି ତାଙ୍କୁ ଖୁବ୍ ମାନୁଥିଲା ମଧ୍ୟ। ତେବେ ପବନ ଯୋଗୁଁ ହଁସିକା ଙ୍କ ଡ୍ରେସ୍ ଟି ଉଡ଼ି ଯାଇଥିଲା ଯାହା ଫଳରେ ତାଙ୍କ କ୍ଲିଭେଜ୍ କ୍ଲିଆର ଦେଖା ଯାଉଥିଲା ।

ତେବେ ଏହି ମୁମେଣ୍ଟ ଟି ହଁଶିକା ମଟୱାନି ପାଇଁ ବେଶ୍ ଲଜ୍ୟଦୟକ୍ ମୂମେନ୍ତ୍ ଥିଲେ । ସେ ଏହା ପରେ ନିଜ ଡ୍ରେସ୍ ସଜାଡି ଆଗକୁ ବଢିଥିଲେ । ତେବେ ହଁଶିକା ମଟୱାନି ଙ୍କ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରଲ ଵ ଶ ହେବାରେ ଲାଗିଛି ଓ ତାଙ୍କର ଫ୍ୟାନ ମାନେ ଏହି ଭିଡିଓ ରେ ଭିନ୍ନ ଭିନ୍ନ ପତିକ୍ରିୟ ରଖିଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ହଁଶିକା ମଟୱାନି କେବଳ ସାଉଥ୍ ଫିଲ୍ମ ରେ ନୁହଁ ବରଂ ହିନ୍ଦୀ , ମଲାୟମ , କନ୍ନଡ଼ , ତାମିଲ ଆଦି ଫିଲ୍ମ୍ ରେ ଅଭିନୟ କରନ୍ତି । ତେଣୁ ସେ ଇଣ୍ଡିଆ ର କୋଣ ଅନୁକୋଣରେ ଚିହ୍ନା ଅଭିନେତ୍ରୀ । ଖୁବ୍ କମ୍ ବୟସ ରେ ସେ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଏହାପରେ ସେ ନିଜ ପରିଶ୍ରମ ବଳରେ ଆଗକୁ ବଢ଼ି ଚାଲିଛନ୍ତି। ତେବେ ଆପଣ ମାନଙ୍କୁ ହଁଶିକା ମଟୱାନି ଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ତ୍ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।