Sadhu Bani – ହନୁମାନଙ୍କର ଏହି ମହାଶକ୍ତିଶାଳୀ ମନ୍ତ୍ରକୁ ଜପ କରନ୍ତୁ, ଘରର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ

0

ବନ୍ଧୁଗଣ ମନ୍ତ୍ର କହିବା ଆଗରୁ ଏକ କାହାଣୀ କହିରଖୁଛୁ l ଯେତେବେଳେ ଇନ୍ଦ୍ରଙ୍କ ବଜ୍ରବାଣରେ ହନୁମାନ ମୂର୍ଛିତ ହୋଇ ତଳେ ପଡିଗଲେ ତାଙ୍କ ପିତା ବାୟୁଦେବ କ୍ରୋଧିତ ହୋଇ ବାୟୁବେଗ ଅଟକାଇ ଦେଲେ l ତାପରେ ସମସ୍ତ ଦେବତା ଉପସ୍ଥିତ ହୋଇ ହନୁମାନଙ୍କୁ ବରପ୍ରଦାନ କଲେ lବ୍ରହ୍ମl ବରପ୍ରଦାନ କଲେ ଏବେଠାରୁ ହନୁମାନଙ୍କୁ କୌଣସି ପ୍ରକାର ଅଭିଶାପ ଲାଗିବନାହିଁ ଏବଂ ଶତ୍ରୁମାନଙ୍କ ପାଇଁ ଭୟଙ୍କର ହେବେ l ମିତ୍ର ମାନଙ୍କ ଅଭୟଦାତା ଓ ନିଜର ଇଚ୍ଛାରେ ରୂପ ବଦଳାଇ ପାରିବେ l

ଇନ୍ଦ୍ର ବରଦାନ ଦେଇ କହିଲେ ଯେ ମୋର ବଜ୍ର ଏହି ବାଳକକୁ କ୍ଷତି ପହଞ୍ଚାଇବ ନାହିଁ lସୂର୍ଯ୍ୟଦେବ କହିଲେ ମୁଁ ଏହି ବାଳକକୁ ମୋର ତେଜପ୍ରକାଶ ପ୍ରଦାନ କରିବି lଯମଦେବ କହିଲେ ଏହି ବାଳକ ସର୍ବଦା ନିରୋଗୀ ଓ ମୋର ଦଣ୍ଡବେତ ଠାରୁ ମୁକ୍ତ ରହିବ l

କୁବେର କହିଲେ ଯୁଦ୍ଧରେ ହନୁମାନ ବିଚଳିତ ହେବେନାହିଁ ଓ ବିଷର ପ୍ରଭାବ ପଡିବନାହିଁ l ରାକ୍ଷସଠାରୁ ହରିବେ ନାହିଁ lମହାଦେବତାଙ୍କୁ ଅଭୟଦାତା ବରଦାନ ଦେଇଥିଲେ l ଏହିସବୁ ବରଦାନକୁ ପ୍ରାପ୍ତ କରିସାରିବା ପରେ କଳିଯୁଗରେ ପ୍ରମୁଖ ଦେବତା ମଧ୍ୟରେ ଅନ୍ୟତମ l

ତୁଳସୀଦାସ ଙ୍କର ଲେଖାଯାଇଥିବା କବ୍ୟାତ୍ମକ କ୍ରୀତ୍ତି ହନୁମାନ ଚାଳିଶା ବହୁତ ବିଶେଷ ଅଟେ l ହନୁମାନଙ୍କର ଯଦି ଏହି ପାଞ୍ଚଟି ଚଉପାଇଁ ନିୟମିତ ଜପ କରନ୍ତି ଆପଣୁ ସବୁ ସମସ୍ୟାରୁ ଦୂରେଇ ଯିବେ l

1-ଭୂତ ପିଶାଚ ନିକଟ ନାହିଁ ଆବ୍ୟେ l
ମହାବୀର ଜବ ନାମ ସୁନାବ୍ୟ l
ଯଦି କୌଣସି ଭୟ ମନରେ ରହିଥାଏ ପ୍ରତେକ ଦିନ ସଖାଳୁ ବା ସନ୍ଧ୍ୟାରେ କେବଳ 108 ଥର ଏହି ଚଉପାଇଁର ଜପ କରନ୍ତୁ l

2-ନାସ୍ୟ ରୋଗ ହରେ ସବ ପିରା l
ଜପତ ନିରନ୍ତର ହନୁମତ ବିରା l
ଯେଉଁ ବ୍ୟକ୍ତି ସର୍ବଦା ରୋଗଗ୍ରସ୍ତ ହୋଇ ରହିଥାଏ ଏହି ମନ୍ତ୍ରକୁ ସକାଳୁ ବା ସନ୍ଧ୍ୟାରେ ଏହାକୁ ଜପ କରନ୍ତୁ ଓ ମଙ୍ଗଳବାର ଏହାର ବିଶେଷ ପୂଜା ଓ ଜପ କରନ୍ତୁ l

3-ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା l
ଅସ ବର ଦିନ ଜାନକୀ ମାତା l
ଜୀବନରେ ବ୍ୟକ୍ତିକୁ ଶକ୍ତିର ପ୍ରାପ୍ତି କରିବାକୁ ପଡିବ l ଏହି ମନ୍ତ୍ରକୁ ସଖାଳୁ 108ଥର ଜପ କରନ୍ତୁ l

4- ବିଦ୍ୟାବlନ ଗୁଣି ଅତି ଚତୁର l
ରାମ କାଜ କରିବେ କୋ ଆତୁର l
ବିଦ୍ୟା ଓ ବୁଦ୍ଧି ପ୍ରାପ୍ତପାଇଁ ଏହି ମନ୍ତ୍ର ଜପ କରନ୍ତୁ l

5- ଭୀମ ରୂପ ଧରି ଅସୁର ସହାରେ
ରାମଚନ୍ଦ୍ର କେ ସବlରେ l
ବ୍ୟକ୍ତି ଶତ୍ରୁ ବାଧା ଯୋଗୁଁ ଅସୁବିଧାରେ ଅଛି କାର୍ଯ୍ୟସିଦ୍ଧି କରିପାରୁନି ଏହି ମନ୍ତ୍ର ଜପ କରନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।