ହାର୍ଦ୍ଧିକ ପାଣ୍ଡ୍ୟା ଙ୍କୁ Bye Bye ! ଟିମ ଇଣ୍ଡିଆକୁ ମିଳିଗଲା ନୂଆ ଅଲରାଉଣ୍ଡର ! ଦେଖନ୍ତୁ ପୁରା ଖବର…

0

ଦୁବାଇରେ ଟି-୨୦ ବିଶ୍ୱ କପ ମ୍ୟାଚ ଶେଷ ହୋଇଛି। ଯେଉଁଥିରେ ଇଣ୍ଡିଆ ଭଲ ପ୍ରଦର୍ଶନ କରିପାରିନଥିଲା। ଏଥିରେ ଟିମ ଇଣ୍ଡିଆକୁ ଅନେକ ଟ୍ରୋଲ ହେବାକୁ ପଡ଼ିଥିଲା। କ୍ରିକେଟ ପ୍ରେମୀ ଟିମ ଇଣ୍ଡିଆ ହାରିବା ପରେ ଟିମ ମ୍ୟାନେଜମେଣ୍ଟକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ଯେପରି କି ବିରାଟ କୋହଲି ପ୍ରତିନିଧିତ୍ୱ ଠିକ ଭାବରେ କରିପାରି ନାହାନ୍ତି। ଏହା ବ୍ୟତୀତ ସବୁଠାରୁ ଅଧିକ ପ୍ରଶ୍ନ ହାର୍ଦ୍ଧିକ ପାଣ୍ଡ୍ୟାକୁ ନେଇକି ଆସିଥିଲା।

ପ୍ରଥମ ଭାରତ ପାକିସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ ରେ ହାର୍ଦ୍ଧିକ ପ୍ରଦର୍ଶନ ଭଲ କରିପାରିନଥିଲା। ସମସ୍ତ କ୍ରିକେଟ ପ୍ରେମୀ ତାଙ୍କୁ ମଜାକ ଉଡାଇଥିଲେ। ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ ସେମିଫାଇନାଲରେ ତାମିଲନାଡୁ ଟିମ ହାଇଦ୍ରାବାଦକୁ ୮ ୱିକେଟରେ ବିନିମୟରେ ପରାସ୍ତ କରିଛନ୍ତି। ତେବେ ତାମିଲନାଡୁ ର ଅଧିନାୟକ ବିଜୟ ଶଙ୍କର ୪୩ ରନ ରେ ଫାଇନାଲରେ ପହଂଚାଇଛନ୍ତି। ଯଦି ଦେଖିବା ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିର ୩୦ ବର୍ଷ ବୟସ ହୋଇଥିବାବେଳେ ତାଙ୍କର ପ୍ରଦର୍ଶନ ଅତି ଉନ୍ନତ ଥିଲା। ସେ ଅଲରାଉଣ୍ଡର ଭାବରେ ବର୍ତ୍ତମାନ ସମୟରେ ନିଜର ନାଁ କରିପାରିଛନ୍ତି। ଶୁଣିବା ପାଇଁ ମିଳୁଛି ଯେ ଟିମ ଇଣ୍ଡିଆ ରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ଥାନରେ ଅଲ୍ଲୀ ରଖାଯିବ। ବର୍ତ୍ତମାନ ଚାଲିଥିବା ଟି-୨୦ ସିରିଜ ରେ ଭେଙ୍କଟେସ ଅୟରଙ୍କୁ ସ୍ଥାନ ମିଳିଛି।

ହାର୍ଦ୍ଧିକଙ୍କ ସ୍ଥାନ ଭେଙ୍କଟେସକୁ ମିଳିଛି।ବନ୍ଧୁଗଣ ଯଦି ଦେଖିବା ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ସେ ୨୦୨୧ ମସିହାରେ ବିଜୟ ଶଙ୍କର ମହାରାଷ୍ଟ୍ର ବିରୁଦ୍ଧରେ ୪୨ ରନରେ ନଟଆଉଟ ହୋଇ, ତେବେ ଗୋଆ ବିରୁଦ୍ଧରେ ୪, ପଞ୍ଜାଵ ବିରୁଦ୍ଧରେ ୫୯ ନଟଆଉଟ ଏହା ସହିତ କେରଳ ବିରୁଦ୍ଧରେ ୩୩ ଏବଂ ସେମିଫାଇନାଲରେ ହାଇଦ୍ରାବାଦ ବିରୁଦ୍ଧରେ ୪୩ ରନର ନିଜର ଭଲ ପ୍ରଦର୍ଶନ ଦେଖାଇଛନ୍ତି। ଯାହାବି ହେଉ ବନ୍ଧୁଗଣ ଆପଣ ମାନେ ହିଁ ବିଚାର କରନ୍ତୁ, ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରଙ୍କୁ ଖେଳିବା କଣ ଟିମ ଇଣ୍ଡିଆ ପାଇଁ ଭଲ ହେବ। ତେବେ କେବଳ ସମୟକୁ ଅପେକ୍ଷା ରହିଛି ଆଗକୁ ହାର୍ଦ୍ଧକ ପାଣ୍ଡ୍ୟାଙ୍କୁ ଖେଳିବେ କି ନାହିଁ।

ଯଦି ଦେଖିବା ନିକଟରେ ପାଣ୍ଡ୍ୟା ମଧ୍ୟ ଏକ ବ୍ୟକ୍ତିଗତ ମାମଲାରେ ଫସି ରହିଛନ୍ତି। ସାଧରଣ ଜନତା ମଧ୍ୟ ତାଙ୍କ ଉପରେ ଅଧିକ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି। ଦେଖିବାର ବିଷୟ ରହିଲା ହାର୍ଦ୍ଧିକ ଆଗକୁ ଖେଳୁଛନ୍ତି ନା ନାହିଁ। ଟି-୨୦ ବିଶ୍ୱ କପରେ ଟିମ ଇଣ୍ଡିଆ ବିଫଳ ହେବାପରେ ଫାଇନାଲରେ ମୁକାବିଲା ହୋଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲୀୟ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ତେବେ ଆଗକୁ ଆସୁଥିବା ମ୍ୟାଚ ରେ ଟିମ ଇଣ୍ଡିଆ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ କରିବ ଯାହା ସମସ୍ତ ଭାରତ ବାସୀଙ୍କ ଆଶା ବିଶ୍ୱାସ ରହିଛି। ବିରାଟ ମଧ୍ୟ ଅଧିକ ନାୟକ ପଦ କାରଣ ସେ ଠିକ ଭାବରେ ଖେଳରେ ପ୍ରକଶ କରିପାରୁନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।