ଦେଖନ୍ତୁ Shocking ଭିଡ଼ିଓ : ହରିନାମ ଗାଉ ଗାଉ ଉଡିଗଲା ପ୍ରାଣବାୟୁ ! ନାମ ସଂକୀର୍ତ୍ତନ ବେଳେ ଚାଲିଗଲା ଜୀବନ,ଟିକିଏ ଖୁସି ପୂର୍ବରୁ ଏ କଣ ହୋଇଗଲା….

ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଭିଡ଼ିଓ ମାଣ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେହି ଭିଡ଼ିଓ ଗୁଡିକ ଭିତରୁ ଏଭଳି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହା କୁ ଆମେ ଦେଖିଲେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ଆଉ କେତେକ ଭିଡ଼ିଓ ଆମ ମନରେ ଦୁଃଖ ଦେଇଥାଏ ବୋଲି କୁହାଯାଉଛି | ତେବେ ସେହିଭଳି ଏକ ଦୁଖଦ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ପାଣି ଆସିଯିବ ବୋଲି କୁହାଯାଉଛି | ଆଉ ଏଠାରେ ଦେଖିବାକୁ ମିଳିଛି ନାମ ସଂକୀର୍ତନ କରୁଥିବା ସମୟରେ ହଠାତ ଚାଲି ଯାଇଥିଲା ଲୋକ ଜଣଙ୍କର ଜୀବନ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ମୃତ୍ୟୁ କେତେବେଳେ କାହା ପାଖରେ ଆସିକି ପହଂଚିଯିବ ସେ କଥା କିଏ ବା କହି ପାରିବ | ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ଭାଇରାଲ ହେବାକୁ ଯାଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଯେଉଁଠି ଭଗବାନ ଙ୍କର ନାମ ସଂକିର୍ତ୍ତନ କରୁଥିବା ସମୟରେ ଚାଲି ଯାଇଥିଲା ବୃଦ୍ଧ ଜଣଙ୍କର ଜୀବନ | ଆଉ ଚାହୁଁ ଚାହୁଁ ହଠାତ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା | ଆଉ ଦୀର୍ଘ ନିଶ୍ୱାସ ତ୍ୟାଗ କରି ଭଗବାନ ଙ୍କର ନାମ ଜପୁ ଜପୁ ଚାଲି ଯାଇଛି ବୃଦ୍ଧ ଙ୍କର ଜୀବନ | ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରେଇ ଦେଇଛି ବୋଲି କୁହାଯାଉଛି |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଟୁକୁରା ଗ୍ରାମ ର ସିନ୍ଦୁରପୁର ନାମକ ସ୍ଥାନରେ | ଆଉ ଯେଉଁଠି କୁହାଯାଉଛି କି ସେହି ଅଞ୍ଚଳରେ ଥିବା ଗୋପାଳ ଜି ଙ୍କ ମନ୍ଦିରରେ ପୂଜା କରନ୍ତି କୌଲାଶ ଚନ୍ଦ୍ର ପଣ୍ଡା | ଆଉ ସେହି ପୂଜାରୀ ଜଣକ ପୂଜା ଅର୍ଚନା ରେ ପୁରା ମାତି ଯାଇଥିଲେ , ଆଉ ତାହା ସହିତ ଖୋଳ କରତାଳ ବଜାଇ ଭଗବାନ ଙ୍କର ପୂଜା କରୁଥିବା ସମୟରେ ହଠାତ ଚାଲି ଯାଇଥିଲା ବୃଦ୍ଧ ଜଣଙ୍କର ଜୀବନ ଆଉ ଯାହା ଉପସ୍ଥିତ ଲୋକ ମାନଙ୍କ ମନରେ ଏକ ଶୋକା କୁଳ ପରିବେଶ ସୃଷ୍ଟି କରିଥିଲା |

ତେବେ ବୃଦ୍ଧ ପୂଜାରୀ ଜଣଙ୍କ ଖୋଳ ବଜାଉଥିବା ସମୟରେ ଅଲଟି ପଡିଥିଲେ ଆଉ ସ୍ଥାନିୟ ଲୋକ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତର ଙ୍କ ପାଖକୁ ମଧ୍ୟ ନେଇ ଯାଇଥିଲେ | ଆଉ ଡାକ୍ତରଖାନା ରେ ପହଂଚିବା ପରେ ଡକ୍ଟର ତାଙ୍କୁ ମୃତ ବୋଲି ଘେଷଣା କରିଥିଲା | ଆଉ ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment