ହାତରେ ସ୍ତ୍ରୀ ନାଁ ସହ ‘I Love You ’ ଲେଖି, ଜୀବନ ହାରିଲା ସ୍ୱାମୀ… ୨ ଦିନ ତଳେ ସ୍ତ୍ରୀର ହୋଇଥିଲା ମୃତ୍ୟୁ … ଦେଖନ୍ତୁ Video

ଆମ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ଖୁବ ପବିତ୍ର ସମ୍ପର୍କ ଭାବରେ ମାନ୍ୟତା ଦିଆ ଯାଇଛି ଦୁଇ ଜଣ ଭିନ୍ନନ ମଣିଷ ଏକାଠି ହେଇ କେମିତି ଜୀବନ ଯାତ୍ରା ଆରମ୍ଭ କରି ଥାଆନ୍ତି ଆଉ ପରସ୍ପର ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସାଥି ହେବାର କଥା ଦେଇ ଥାଆନ୍ତି ।କିନ୍ତୁ ଏକି କଥା କାହା ପାଖରେ କେମିତି ଲାଗୁ ହେଇଥାଏ ୟାହା ମୃତ୍ୟୁ ଉପରେ ନିର୍ଭର କରିଥାଏ କାରଣ କେତେବେଳେ ସ୍ୱାମୀ ଆଜି ହାତ ଛାଡି ଚାଲି ଯାଏ ତ ପୁଣି କେତେବେଳେ ସ୍ତ୍ରୀ ।ତେବେ ଏହି ସାଂସାରର ରୀତି ତ ସବୁବେଳେ ଚାଲିଥାଏ ଯାହାକୁ ପ୍ରତ୍ୟେକ ଜଣ ସ୍ୱକାର କରିବା ଉଚିତ ।

ତେବେ ଗୋଟିଏ ବିବାହ ବନ୍ଧନରେ ବିଶ୍ୱାସ, ପ୍ରେମ ,ଭଲପାଇବା ଓ ଆହୁରି ଅନେକ ଜିନିଷ ଥିବା ଦରକାର ଦେଲେ ଯାଇ ଏହି ଦୁଇ ଚକ ସମାନ୍ତରାଳ ହେଇ ଚାଲି ପାରେ ।କିନ୍ତୁ ଯେତେବେଳେ ଗୋଟିଏ ଚଳ ଖୋଲି ଯାଏ ସେତେବେଳେ ଆଉ ଗୋଟିଏ ଚକ ନିଜକୁ ଏକୁଟିଆ କରି ନିଏ ।ତେବେ ଆମେ ଆଜି ଏମିତି କଥା କହିବା ର ଅର୍ଥ ଆଜିର ଏହି ଘଟଣା, ଆମର ଏହି ଦୁନିଆରେ କୋଉ ସମ୍ପର୍କ ବା ଠିକରେ ଚାଲୁଚି ରାଗ ଋଷ, ଅଭିମାନ,ଛଲନା,ଓ ଧୋକା ଓ ସ୍ୱାର୍ଥର ଘେର ଭିତରେ ଛନ୍ଦି ହେଇ ଯାଇଛି ସବୁ ସମ୍ପର୍କ ।ତେବେ ଏମିତି ବି କିଛି ମଣିଷ ଅଛନ୍ତି ଯାହାଙ୍କ ଭିତରେ ସତ ରହିଛି ଯେଉଁମାନେ ଛଳନା ଓ ଧୋକା କୁ ଆସିବାକୁ ସେଇ ନାହାନ୍ତି ସମ୍ପର୍କ ଆଗରେ ।

ଆଉ ଆଜିର ଏହି ଘଟଣାରେ ଆପଣ ସବୁକିଛି ବୁଝି ପାରିବେ, ତେବେ ଘଟଣା ଟି ହେଉଛି ସହେଲା ଥାନାର ପେତୁପାଲି ଗ୍ରାମର ସେଠାରେ ଜଣେ କଏଦୀ ଜେଲରେ ଆତ୍ମହତ୍ୟା କରିଛନ୍ତି ।ଆଉ ମୃତ୍ୟୁ ଅସଗରୁ ହାତରେ ଲେଖିଛନ୍ତି I love You Manju ତେବେ ଏହାର ମାନେ କଣ ।ତେବେ ଆସନ୍ତୁ ଜାଣିବା ଏହି ବାସ୍ତବ ଘଟଣା କଣ,ପେତୁପାଲି ଗ୍ରାମର ମୋହିତ ରାଉତଙ୍କ ସ୍ତ୍ରୀର ମୃତ୍ୟୁ ଦୁଇ ଦିନ ଆଗରୁ ହେଇଥିଲ କିନ୍ତୁ ଝିଅର ବାପାଘ୍ର ଲୋକ ଯୌତୁକ ନିର୍ଯ୍ୟାତନା ଦେଇ ଝିଅକୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ ।ତେଣୁ ପୋଲିସ ମୋହିତ ସହିତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଗିରଫ କରିଥିଲେ ।

ତେବେ ସେଠାରେ ମୋହିତର ବିରଳ ଖାରଚ ହରିଥିଲା ଆଉ ସେ ଜେଲ୍ରେ ରହିଥିଲେ ତେବେ ସ୍ତ୍ରୀର ମୃତ୍ୟୁ ଦୁଇ ଦିନ ପରେ ଜେଲ ଟଏଲେଟ ଭିତରେ ମୋହିତ ଆତ୍ମହତ୍ୟା ହତ୍ୟା କରିଥିଲେ ।ତେବେ ଏବେ ପ୍ରଶ୍ନ ଆସୁଛି ଯେଉଁ ସ୍ୱାମୀ ନଇଁ ସ୍ତ୍ରୀର ମୃତ୍ୟୁ କୁ ସହି ନପାରି ନିଜେ ଆତ୍ମହତ୍ୟା କଲା ସେ କଣ ସତରେ ନଇଁ ସ୍ତ୍ରୀକୁ ମାରି ପାରିବ ।ଆଉ ଜେଲର ସୁରକ୍ଷା ଉପରେ ନେଇ ବି ବହୁତ ପ୍ରଶ୍ନ ଆସୁଛି ।ତେବେ ବନ୍ଧୁମାନେ ଆଜିର ଏହି ପତି ସମ୍ପର୍କର ଗଭୀରତାକୁ ବୁଝିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment