Exclusive : ହଠାତ ଆସିଲା ଟର୍ଣ୍ଣାଡୋ 10 ମିନିଟ ଭିତରେ ଛିନଛତ୍ର କରିଦେଲା… ଦେଖନ୍ତୁ ଲାଇଭ ଭିଜୁଆଲ

ଆଜି କାଲିର ଆତ୍ୟାଧୁନିକ ଯୁଗରେ ଆମର ବୈଜ୍ଞାନିକ ଜ୍ଞାନ କୌଶଳ ଯେତେ ଆଗକୁ ଯାଇଥିଲେ ମଧ୍ୟ ପ୍ରକୃତି ପାଖରେ ସବୁ କିଛି ହାର ମାନିଥାଏ। ପ୍ରାକୃତିକ ଦୁର୍ବିପାକ କେତେ ବେଳେ ଆସିବ ତାହା କେହି କହିପାରିବେ ନାହିଁ। ଦୁନିଆରେ ଏମିତି କୌଣସି ଶକ୍ତି ନାହିଁ ଯାହାକି ପ୍ରକୃତିକୁ ରୋକି ପାରିବ। ବେଳେ ଏଭଳି କିଛି ପ୍ରକୃତିର କରାଳ ରୂପ ଦେଖିବା ପାଇଁ ମିଳିଥାଏ। ଯାହା ଆମକୁ ଅନେକ କିଛି କ୍ଷତି ସହିବା ପାଇଁ ପଡ଼ିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ କିଛି ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି। ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଏଠାରେ ଏବେ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି କିଛି ଲୋକ ଏମିତି ଅସୁବିଧା ର ସମ୍ମୁଖୀନ କରିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ଜୋରରେ ଭାଇରଲ ହୋଇଛି। ଏହି ଘଟଣା ଟିରେ ଏମିତି କିଛି ଦେଖିବାକୁ ମିଳିଛି ଯେଉଁଠି କିଛି ଲୋକ ସମୁଦ୍ର ରହିଥିବା ସମୟରେ ଏହିଭଳି ଘୁର୍ଣ୍ଣି ଝଡ଼ ଆସିଥିଲା ତାହା ପରେ ଏମିତି କିଛି ଦୃଶ୍ୟ ସାମ୍ନା କୁ ଆସିଛି। ଆଉ ଏହି ଘଟଣା ଟିରେ ସବୁଲୋକ ଅଲଗା ଅଲଗା ହୋଇ ଯାଇଛନ୍ତି ଏବଂ ଡଙ୍ଗା ଏମିତି ଅବସ୍ଥା ରେ ରହିଛି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଏହି ଘଟଣା ଟିଏବେ ଆମ ଦେଶର କେରଳ ରାଜ୍ୟରେ ଦେଖା ଦେଇଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଜୋର ରେ ଭାଇରଲ ହୋଇଛି। ଆଉ ଏହି ଘଟଣା କୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ଏମିତି ପାଣି ଭିତରେ ଝଡ ଆସିଲା ତାହା ପରେ ସେମାନଙ୍କର ପରିସ୍ଥିତି ଯାହା ଉପୁଜିଲା ଯାହା ଆପଣ ମାନେ ଦେଖିଥିବେ। ଏଠାରେ ଘଟଣା ଟି ଏକ ଡଙ୍ଗା ରେ ରହିଥିବା ଲୋକ ମାନଙ୍କ ମଧ୍ୟରେ ନଜରକୁ ଆସିଛି। ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଚମକି ପଡି ଥାଆନ୍ତି। ଏହିଠାରେ ସେହିପରି ସବୁ ଦିନ ପରି ସେଦିନ ମଧ୍ୟ ପାଣି କୁ ମାଛ ଧରିବା ପାଇଁ ଯାଇଥିଲେ ହେଲେ ସେହି ସମୟରେ ଏମିତି ଝଡ ଆସିଥିଲା।

ଆଉ ଘଟଣା କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଜୋର ରେ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖୁବାକୁ ପାଇଥିବେ। ଘଟଣା ଟିରେ ଜାଣିବାକୁ ମିଳିଛି ଯେ ପାଣି ଭିତରେ ଏମିତି ଝଡ଼ ଯାହା ଦ୍ଵାରା ସମସ୍ତେ ବିଛିନ୍ନ ହୋଇ ଯାଇଛନ୍ତି ଏବଂ ଡଙ୍ଗା ମଧ୍ୟ ପଡି ଯାଇଛି। ଆଉ ଏହାକୁ ନେଇ ଏବେ ଚର୍ଚା ଜୋର ଧରିଛି। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ମଧ୍ୟ ସୃଷ୍ଟି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment