Exclusive : ହଠାତ ବିଜୁଳି ବେଗରେ ଆସୁଥିବା ଟ୍ରେନ ( Train ) ସାମ୍ନାକୁ ଆସିଗଲେ ଏହି ମହିଳା, ଆଉ ତା ପରେ…

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବେ ଏପରି ଏକ ଭାଇରାଲ ଭିଡିଓ, ଯାହାକୁ ଦେଖିଲେ ଆପଣଙ୍କର ଛାତି ବି ଥରି ଉଠିବ | ଟିକେ ସୁବିଧା ପାଇବା ଯୋଗୁଁ ଲୋକେ ଜ କେତେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ପ୍ ନିଜ ଜୀବନକୁ ମଧ୍ୟ ବଳି ଦେବାକୁ ପଡିଥାଏ | ଯାହା ଆପଣ ଭାଇରାଲ ହେଉଥିବା ସେହି ଭିଡିଓ ଟିକୁ ଦେଖିଲେ ବହୁତ ଭଲ ଭାବରେ ଜାଣି ପାରିବେ | ତେବେ ଟିକିଏ ଅସାବଧାନତା ବି ନିଜର ମୃତ୍ୟୁ ର କାରଣ ହୋଇଥାଏ ତାହା କିଏ ଵା ଭାବି ପାରେ | ଯାହା ଏହି ଭାଇରାଲ ହେଉଥିବା ଭିଡିଓ ଟିକୁ ଦେଖିଲେ ଆପଣ ମାନେ ସ୍ପଷ୍ଟ ଭାବରେ ଜାଣିପାରିବେ | ତାହେଲେ ଆସନ୍ତୁ ଭାଇରାଲ ହେଇଥିବା ଏହି ଭିଡିଓଟି ବିଷୟରେ ଅଧିକ କିଛି ଆଲୋଚନା କରିବା |

ତେବେ ସାଧାରଣତଃ ଆପଣ ମାନେ ତ ଜାଣିଥିବେ କି ଲୋକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଓ ସେମାନଙ୍କ ର ଖାଦ୍ୟ ପେୟ ଠାରୁ ଆରମ୍ଭ କରିକି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁକ୍ଷେତ୍ରରେ ସରକାର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି |ତେବେ କମ ସମୟରେ ସହଜରେ ଶୀଘ୍ର ପହଂଚିବା ପାଇ ସରକାର ଙ୍କ ତରଫରୁ ଟ୍ରେନ ର ସୁବିଧା ଯୋଗାଇ ଦୁମିଆଯାଇଛି | କିନ୍ତୁ ସେହି ସୁବିଧା କୁ ଯଦି ମଣିଷ ନିଜର ସୁବିଧା ପାଇ ସବୁବେଲେ ଚାହିଁବ ତାହେଲେ ତାହା ଆମକୁ ଅସୁବିଧାରେ ପକାଇଥାଏ |

ତେବେ ସୂଚନା ଅନୁସାରେ ଘଟଣା ଟି ଘଟିଛି ଗୋଟିଏ ରେଲୱେ ଟ୍ରାକ ଉପରେ | ତେବେ ଯାହା ସୂଚନା ମିଳିଛି କି କୌଣସି କାରଣ ରୁ ଟ୍ରେନ ଟି ଷ୍ଟେସନ ରେ ନ ପହଞ୍ଚି ରେଲୱେ ଟ୍ରାକ ରେ ଅଟକି ଯାଇଥିଲା | ଆଉ ଯାହା ଯୋଗୁଁ କିଛି ଲୋକ ସେହି ଠାରେ ଟ୍ରେନ ଟି ଅଟକି ଯିବ ସମୟରେ ସେହି ଟ୍ରେନ ରୁ ଅଲଲ୍ହେଇ ପଳେଇ ଯାଇଥିଲେ ଲୋକ ମାନେ | ତେବେ ସେହି ଟ୍ରେନରୁ ଅଲ୍ହେଇକି ତାଙ୍କର ଜିନିଷ ପତ୍ର କୁ ନେଇକି ଟ୍ରେନ ଟ୍ରାକ ର ଆଉ ଗୋଟିଏ ପାଖକୁ ଯାଉଥିଲେ | କିନ୍ତୁ ଏମିତି ଅସାବଧାନତାର ସହିତ ସେମାନେ ଟ୍ରେନ ଟ୍ରାକ କୁ ପାରି ହେଉଥିଲେ କି ଆଉ ଗୋଟିଏ ଟ୍ରେନ ଯେ ଆଗରୁ ଆସୁଛି ତାହାକୁ କେହିବି ଧ୍ୟାନ ଦେଇନଥିଲେ |

ତେବେ ଟ୍ରେନ ଟ୍ରାକ ରେ ଅଲ୍ହେଇ ଥିବା ବହୁତ ଲୋକ ଙ୍କ ଭିତରୁ ଜଣେ ମହିଳା ଏତେ ଜିନିଷ ପତ୍ର ବୋହିବାରେ ବ୍ୟସ୍ତ ହୋଇଯାଇଥିଲେ କି ସେ ଆଗ ପଛ କୁଆଡ କୁ ବି ଅନେଇ ନାଁ ଥିଲେ ଆଉ ଠିକ ସେହି ସମୟରେ ଟ୍ରେନ ଆସିଯାଇଥିଲା | ଆଉ ଟ୍ରେନ ଟି ତାଙ୍କ ପାଖରେ ପହଂଚିବାର ମାତ୍ରା 2 ସେକେଣ୍ଡ ପୂର୍ବରୁ ମହିଳା ଜଣଙ୍କ ଟ୍ରେନ ଟ୍ରାକ ପାରି ହେଇ ଯାଇଥିଲେ | ଯାହା ଗୋଟିଏ କେମେରାରେ କୋଏଦ ହେଇଯାଇଥିଲା | ତେବେ ନିଜର ଟିକିଏ ଅସାବଧାନତା କାରଣରୁ ମହିଳା ଜଣଙ୍କର ଆଜି ଜୀବନ ଚାଲିଯାଇଥାନ୍ତା | ଯାହା ଏବେ ଏହି ଘଟଣା ଟି ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment