ହଠାତ ବିଳମ୍ବିତ ରାତିରେ ଫୁଙ୍ଗୁଳା ଦେହ ଦେଖାଇଲେ ଅନୁଭବ, ଏମିତି ରିଆକସନ୍ ଦେଲେ ପ୍ରକୃତି ମିଶ୍ର…ପୁରା ଘଟଣା ଜାଣିଲେ ହେବେ ତାଯୁବ…

0

ସାଧାରଣତଃ ଆପଣ ମାନେ ଦେଖିଥିବେ ସେଲିବ୍ରେଟି ବା ନେତା ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟି ବା ନେତା ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଯେଉଁ କଳାକାର ବା ନେତାଙ୍କର ନିଜର କଥା ବାର୍ତ୍ତା ଶୈଳୀ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାର ବା ନେତା ମାନଙ୍କୁ ଖୁବ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇ ଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ବା ନେତାଙ୍କ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ ଜାଗ୍ରତ ହୋଇ ରହିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଘୃଣା ମଧ୍ୟ କରିବେ। ଏହା ଏକ ଲଜ୍ୟା ଜନକ ବା ଅପ୍ରିତିକର କଥା ଅଟେ। ତେବେ ଘଟଣାଟି ହେଉଛି, ଅଭିନେତା ବା ନେତା ଅନୁଭବ ମହାନ୍ତି ନିଜ ଖାଲି ଦେହର ଫୋଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବୋଲି ସୂଚନା ମିଳିଛି। ଏଭଳି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି, ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଅଭିନେତା ଅନୁଭବ ମହାନ୍ତିଙ୍କୁ ସେ କେନ୍ଦ୍ରାପଡ଼ାର ସାଂସଦ ଅଟନ୍ତି।ସଂସଦର ମୌସୁମୀ ଅଧିବେଶନ ଶେଷ ହେବା ପରେ ଅନୁଭବ ମହାନ୍ତି ବର୍ତ୍ତମାନ ପାଇଁ ରିଲାକ୍ସ ହୋଇ ଯାଇଛନ୍ତି। ସେ ତାଙ୍କ ଶରୀରର ଉପରି ଭାଗର ଏକ ଖାଲି ଦେହର ଫୋଟୋ ଉଠାଇ ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫୋଟୋ ସହ ସେ ଅନେକ ବାର୍ତ୍ତା ମଧ୍ୟ ସେୟାର କରିଛନ୍ତି।

ତେବେ ସେ ଲେଖିଛନ୍ତି,ଆପଣ ମାନେ ବାସ୍ତବତା ଓ ସ୍ବପ୍ନ ମଧ୍ୟରେ ଥିବା ବ୍ୟବଧାନକୁ ନେଇ କେବେ ହେଲେ ଭୟ ଭୀତ ହୁଅନ୍ତୁ ନାହିଁ। କାରଣ ଆପଣ ମାନେ ଯଦି ସ୍ବପ୍ନ ଦେଖି ପାରୁଛନ୍ତି, ତାକୁ ସତ ମଧ୍ୟ କରି ପାରିବେ, ସେଥିପାଇଁ ନିଜ ଭିତରେ ସେଭଳି ଆତ୍ମ ବିଶ୍ୱାସ ରହିବା ଉଚିତ ଅଟେ। ଜୀବନରେ ଯେତେ କଠିନ ସମସ୍ୟା ଆସିଲେ ବି ତାକୁ ସାମ୍ନା କରିବା ଉଚିତ ଅଟେ। ତାଙ୍କର ଏହି ବାର୍ତ୍ତାକୁ ନେଇ ଓଲ୍ଲୀଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରେମ ଭରା ଇମୋଜୀ ଦେବା ସହ cute ବୋଲି ମଧ୍ୟ ଲେଖିଛନ୍ତି। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।