ହଁ ବନ୍ଧୁଗଣ ସବୁଦିନ ସେସିଆଲ ମିଡ଼ିଆରେ ଅନେକ ପ୍ରକାରର ନୂଆ ନୂଆ ଭିଡ଼ିଓ ଭାଇରାଲ ହେଉଥିବାର ତ ଆପଣ ମାନେ ନିଶ୍ଚୟ ଦେଖୁଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାରେ ଯାହା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ ମଧ୍ୟ କରେଇ ଦେଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯୁବକ ଜଣକ ହଠାତ ଢ଼େଇ ପଡିଛନ୍ତି ବ୍ରିଜ ତଳକୁ | ଆଉ ଚାହୁଁ ଚାହୁଁ ସେ କୁଆଡେ ଉଭାନ ମଧ୍ୟ ହେଇଯାଇଛନ୍ତି, ଆଉ ତାଙ୍କର ମୋବାଇଲ ଆଉ ପର୍ସ କୁ ମଧ୍ୟ ସେ ସ୍କୁଟି ଉପରେ ରଖିକି ପାଣିକୁ ଢ଼େଇ ଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ମୁଣ୍ଡୁଳି ବ୍ରିଜ ନିକଟରେ | ଆଉ ଯେଉଁଠି ଦେଖା ଯାଇଛି କି ଏବେ ଏବେ ବନ୍ୟା ପରିସ୍ଥିତି ରେ ସୁଧାର ଆସିଛି, ଆଉ ଏଭଳି ଅବସ୍ଥାରେ ମୁଣ୍ଡୁଳି ବ୍ରିଜ ନିକଟକୁ ବନ୍ୟା ର ପ୍ରକୋପ ଦେଖିବା ପାଇଁ ଅନେକ ଲୋକ ଆସୁଛନ୍ତି ଆଉ ବହୁତ ଭିଡ଼ ମଧ୍ୟ ଲାଗିଛି ସେଠାରେ | ଆଉ ଏଭଳି ସ୍ଥଳରେ ହଠାତ ଜଣେ ଯୁବକ ସ୍କୁଟି ନେଇକି ଆସିଥିଲେ, ଆଉ ନିଜ ପେଣ୍ଟ ରୁ ମୋବାଇଲ ଆଉ ପର୍ସ କୁ କାଢ଼ିଥିଲେ | ଆଉ ସ୍କୁଟି ଉପରେ ରଖିଥିଲେ ଆଉ ମୁଣ୍ଡୁଳି ବ୍ରିଜ ର ପାଣି ଭିତରକୁ ଢ଼େଇ ପଡିଥିଲେ |
ତେବେ ଢ଼େଇ ପଡିଥିଲା ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ଶୌଳ ଶିବ ବିହାର ଅଞ୍ଚଳର ବିଶ୍ଵଦେବ ଦାଶ, ଆଉ ତାଙ୍କର ଅରିଜିନାଲ ଘର ହେଉଛି ଖୋର୍ଦ୍ଧା ରେ |ତେବେ ସ୍ଥାନୀୟ ଲୋକ ମାନେ ଯାହା ସୂଚନା ଦେଇଥିଲେ କି ଲୋକ ଜଣଙ୍କ ସ୍କୁଟି ରଖିଥିଲେ ଆଉ ପର୍ସ ମୋବାଇଲ କାଢ଼ିକି ସ୍କୁଟି ଉପରେ ମଧ୍ୟ ରଖିଥିଲେ | ଆଉ ସମସ୍ତେ ଥିବା ଅବସ୍ଥାରେ ପୋଲ ର ବାଡ଼ ରେ ଅଲଟା ହେଇକି ବସିଥିଲେ | ଆଉ ଚାହୁଁ ଚାହୁଁ ଅକାତ ପାଣି ଭିତରକୁ ଖସି ପଡିଥିଲେ ଯୁବକ ଜଣକ |
ତେବେ ଯାହା ସୂଚନା ମିଳୁଛି କି ଯୁବକ ଜଣଙ୍କ ମଦ ପାନ କରିଥିଲେ | ଆଉ ନିଶା ଦ୍ରବ୍ୟ ର ସେବନ ଫଳରେ ଏଭଳି କାମ ସେ କରିଛନ୍ତି ବୋଲି ଜଣା ପଡିଛି | ଆଉ ଖବର ପାଇବା ମାତ୍ରକେ ଅଗ୍ନିଶମ ବାହିନୀ ର ଲୋକ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ , ଆଉ ଲୋକ ଟିକୁ ଖୋଜିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ | କିନ୍ତୁ ଲୋକ ଟିର କିଛି ବି ସୂଚନା ମିଳି ଣ ଥିଲା , ଆଉ ସ୍ଥାନୀୟ ଲୋକ ମାନେ ଯୁବକ ଜଣଙ୍କର ସାଙ୍ଗକୁ ଫୋନ କରିକି ମଧ୍ୟ ଘଟଣା ସ୍ଥଳକୁ ଡାକିଥିଲେ | ଆଉ ଏଭଳି ଗୋଟିଏ ଅଭାବନୀୟ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।