ଦେଖନ୍ତୁ ଭିଡ଼ିଓ : ହଠାତ ବସ୍ ଉପରେ ଓଲଟି ପଡ଼ିଲା ଟ୍ରକ୍, ଭାଙ୍ଗି ରୁଜି ବସ୍ ହେଲା ଚୁରମାର୍, ଆଉ ତା’ ପରେ….

0

ଆମେ ଅନେକ ସମୟରେ ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଥାଉ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ।ଯାହାକୁ କେହି ଚାହୁଁ ନଥିଲେ ବି ଏହା ଅଚାନକ ଭାବରେ ଆସି ଯାଇଥାଏ ଏବଂ ଆମର ଅନେକ କ୍ଷୟ କ୍ଷତି ଘଟାଇଥାଏ ମଧ୍ୟ। ବେଳେବେଳେ ବି ବଡ଼ ଦୁର୍ଘଟଣା ରୁ ଅଳ୍ପକେ ଜନ ଜୀବନ ରକ୍ଷା ପାଇ ଯାଇଥାଏ। ତେବେ ବନ୍ଧୁଗଣ ଦୁର୍ଘଟଣା ଶବ୍ଦ ସହିତ ଆମେ ବହୁତ୍ ମାତ୍ରାରେ ପରିଚିତି ହୋଇଥିଲେ ବି ଆମେ ଏହାକୁ ଜାଣିଶୁଣି ଆମନ୍ତ୍ରଣ କରି ନଥାଉ।ଏହାର ପୂର୍ବାନୁମାନ କେହି କରି ପାରିବେ ନାହିଁ। ଯାହା ଅଚାନକ ଭାବରେ ଆସିଥାଏ ଏବଂ ମଣିଷକୁ ଗଭୀର ଦୁଃଖ ଭିତରକୁ ଠେଲି ଦେଇଥାଏ। ଅନେକ ନିଜର ଆତ୍ମୀୟ ସ୍ଵଜନକୁ ହରାଇ ଥାଆନ୍ତି।

ଦୁର୍ଘଟଣା ରେ କାହାର କଣ ଘଟିବ ତାହା ତ କହିହେବ ନାହିଁ। କିନ୍ତୁ ଏହା ଯେ କ୍ଷତି ଘଟାଇବ ଏହା ନିଶ୍ଚିତ ଅଟେ। ଦେଖିବା ପାଇଁ ପାଉ କିପରି ନିଜର ସାମାନ୍ୟ ଅସାବଧାନତା ସଦୃଶ ଛୋଟ ଭୁଲ ପାଇଁ ବେଳେ ବେଳେ ଏହି ଭଳି କିଛି ବିପଦରୁ ମଣିଷ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ ଆଉ ଶେଷରେ ଜୀବନ ବି ଚାଲି ଯାଇଥାଏ।ସାମାନ୍ୟ ଅସାବଧାନତା ବେଳେବେଳେ ମଣିଷ ଉପରେ ଭାରି ପଡ଼ିଥାଏ। ଯେଉଁ କାରଣରୁ ଭୟଙ୍କର ବିପଦ ସବୁ ମଣିଷ ଉପରକୁ ମାଡି ଆସିଥାଏ। ଏଥିପାଇଁ ଯେଉଁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥାଏ ତାହା ବା କଷ୍ଟ ଦାୟକ ହୋଇପଡେ।

କିନ୍ତୁ ଯେଉଁ ଦୁର୍ଘଟଣା ସ୍ଵତଃ ପ୍ରବୃତ୍ତ ଭାବରେ କିଛି ଭୁଲ ନଥାଇ ମଧ୍ୟ ଅଚାନକ ଭାବରେ ଆସିଥାଏ ସେତେବେଳ ଏହା ଅଧିକ ଭାରି ପଡ଼ିଥାଏ। ଯେମିତି ଏବେ ଏକ ସେହିପରି ଘଟଣା ସାମ୍ନାକୁ ଆସିଛି। ଯେଉଁ ଘଟଣାଟି ଘଟିଛି କେଉଁଝର ରେ। ଏଠାରେ ବ୍ରିଜ ତଳ ଦେଇ ବସ୍ ଯାଉଥିବା ସମୟରେ ଅଳ୍ପ ଦୁରରେ ହଠାତ୍ ଏହି ବସ୍ ଉପରେ ଏକ ଟ୍ରକ୍ ଖସି ପଡିଥିଲା। ଉପର ରାସ୍ତାରେ ଯାଉଥିବା ଏକ ଟ୍ରେନ କୌଣସି କାରଣରୁ ଏହି ବସ୍ ଉପରେ ଗଳି ପଡ଼ିଥିଲା। ଏହା ଦ୍ବାରା ବସ୍ ର ଆଗ ପଟ ସମ୍ପୂର୍ଣ୍ଣ କ୍ଷତି ହୋଇଥିବା ବେଳେ ଅପରପାର୍ଶ୍ବରେ କିଛି କ୍ଷତି ଘଟିନାହିଁ।

ଟ୍ରକ୍ ଟି ବସ୍ ଇପରେ ପଡ଼ିଯିବା ପରେ ହଠାତ୍ ଲୋକେ ଦୌଡ଼ି ଆସିଥିଲେ ବସ୍ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ। ସୌଭାଗ୍ୟ ବଶତଃ ଯାହା ପ୍ରାଥମିକ ସୂଚନାରୁ ଜଣା ପଡ଼ିଥିଲା ଲୋକଙ୍କର କୌଣସି କ୍ଷୟ କ୍ଷତି ଘଟିନାହିଁ ବୋଲି ଜଣା ପଡ଼ିଛି। କେବଳ ବସ୍ ଟି ଆଗ ପାର୍ଶ୍ଵ ଭାଙ୍ଗି ଯାଇଛି। ଲୋକ ମାନଙ୍କୁ ସୁରକ୍ଷିତ ଭାବରେ ସେଠାରୁ ଉଦ୍ଧାର କରା ଯାଇଛି। ତେବେ ଏପରି ଅଘଟଣ କେଉଁ କାରଣରୁ ଘଟିଲା ତାହାର ପ୍ରାଥମିକ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ବୋଲି ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।