Bastu Shastra – ହଠାତ୍ ଧନ ପ୍ରାପ୍ତି ପାଇଁ ଚାହୁଛନ୍ତି କି ? ତେବେ କରନ୍ତୁ ଏହି 5 ଟି ଉପାୟ

0

ଆଜିର ସମାଜେର ପ୍ରତ୍ୟେକ ମନୁଷ୍ୟ ଅର୍ଥ ଉପାର୍ଜନ କରିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି କିନ୍ତୁ କିଛି ଏମିତି ଲୋକ ରହିଥାନ୍ତି ଯେଉଁମାନେ ଅର୍ଥ ଉପାର୍ଜନ କରିବା ପାଇଁ ଅନେକ ଚେଷ୍ଟା କଲେ ମଧ୍ୟ ସେଥିରେ ଅସଫଳ ହୋଇଥାନ୍ତି । ପରିବାରରେ ଅନେକ ସମସ୍ୟା ମଧ୍ୟ ଦେଖାଦେଇଥାଏ ଏବଂ ଅର୍ଥ ଉପାର୍ଜନ କରିବା ପାଇଁ ସେମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏମିତି କିଛି 5 ଟି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣ ନିଶ୍ଚିତ ଭାବରେ ଧନପ୍ରାପ୍ତି କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

1 – ପ୍ରଥମ ଉପାୟଟି ହେଉଛି ଆପଣଙ୍କୁ ପ୍ରଥମେ 5ଟି ଗୋଲମରିଚ ନେବାର ଅଛି ଏବଂ ତାହାକୁ ନିଜ ମୁଣ୍ଡ ଚାରିପାଖେ 7ଥର ବୁଲାଇ ନିଅନ୍ତୁ । 5ଟି ଗୋଲମରିଚରୁ ପ୍ରଥମେ 4ଟି ନେଇ ଚାରି ଦିଗରେ ରଖିଦିଅନ୍ତୁ ଏବଂ ଗୋଟିଏ ଦାନାକୁ ଆକାଶଆଡେ ଫିଙ୍ଗି ଦିଅନ୍ତୁ । ଏଭଳଇ କରିବା ଦ୍ୱାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ ।

2 – ଯଦି ଆପଣ ହଠାତ୍ ଧନଲାଭ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଜର ସମସ୍ତ ମନସ୍କାମନା କହି ବରଗଛର ଜଟାରେ ଗଣ୍ଠି ବାନ୍ଧି ଦିଅନ୍ତୁ । ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କର ଅଚାନକ ଧନପ୍ରାପ୍ତ ହେବ , ଧନପ୍ରାପ୍ତି ହେବା ପରେ ଆପଣ ବରଗଛରେ ବାନ୍ଧିଥିବା ଗଣ୍ଠିକୁ ଖୋଲି ଦିଅନ୍ତୁ ।

3 – ହଠାତ୍ ଧନପ୍ରାପ୍ତି ନିମନ୍ତେ ତୃତୀୟ ଉପାୟଟି ହେଉଛି ଆପଣ 5ଟି ଗୋମତି ଚକ୍ର ନିଅନ୍ତୁ ଏବଂ ତାହାକୁ ଏକ ନାଲି ବସ୍ତ୍ରରେ ବାନ୍ଧି ଦିଅନ୍ତୁ । ଏହାକୁ ନିଜ ଦୋକାନ ଆଗରେ ବାନ୍ଧି ଦିଅନ୍ତୁ , ଏହି ଉପାୟଟିକୁ ଆପଣ ଶୁକ୍ରବାର ଦିନ ଶୁଭ ମୂହୁର୍ତ୍ତରେ କରନ୍ତୁ । ଏହି ଉପାୟଚଟି କରିବା ଦ୍ୱାରା ଆପଣଙ୍କୁ ଅଚାନକ ଧନପ୍ରାପ୍ତି ହେବ ।

4 – ଅଚାନକ ଧନପ୍ରାପ୍ତି ନିମନ୍ତେ ଚତୁର୍ଥ ଉପାୟଟି ହେଉଛି ଆପଣ ମାତା ଲକ୍ଷ୍ମୀଙ୍କ ମନ୍ଦିରରେ ସୁଗନ୍ଧିତ ଧୂପ ତଥା ଗୋଲାପ ରଙ୍ଗର ଧୂପ ପ୍ରଦାନ କରନ୍ତୁ । ଏହି ଉପାୟଟି ଶୁକ୍ଳପକ୍ଷର କୌଣସି ଶୁକ୍ରବାର ଦିନ କରନ୍ତୁ , ନିଶ୍ଚିତ ଭାବରେ ଏହା ଫଳପ୍ରଦ ହୋଇଥାଏ ।

4 – ପଞ୍ଚମ ବା ଶେଷ ଉପାୟଟି ହେଉଛି ଆପଣ ଏକ ନଡିଆରେ ଚମକୁଥିବା ନାଲି ବସ୍ତ୍ର ଗୁଡାଇ ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ଦେଖିବେ ଆପଣଙ୍କର ହଠାତ୍ ଧନପ୍ରାପ୍ତ ହୋଇଥାଏ । ଏହା ସହିତ ନିରନ୍ତର ଭାବରେ ଧନବୃଦ୍ଦି ହୋଇଥାଏ ।

ଏହି ଉପାୟଟିକୁ ଆପଣ ଆତି ସହଜରେ ନିଷ୍ଟାର ସହିତ କରନ୍ତୁ ଦେଖିବେ ଆପଣଙ୍କର ଯଦି ଧନର ଅଭାବ ହେଉଥାଏ ତେବେ ଖୁବ୍ ଶୀଘ୍ର ଧନ ବୃଦ୍ଦି ହୋଇଥାଏ । ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଥାଏ ଏବଂ ଆପଣଙ୍କର ଘରେ କେବେହେଲେ ଧନର ଅଭାବ ଦେଖାଯାଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।