ହଠାତ କମେଡି କିଙ୍ଗ ( King ) ଗୁଲୁଆ ର କଣ ହେଲା ? ଚିନ୍ତାରେ ଗୁଲୁଆ , ଏବେ କରିବେ କଣ !! ସବୁ ସରିଗଲା….ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବା କଥା ଆପଣ ମାନେ ଜାଣିଥିବେ | ତେବେ ବେଳେ ବେଳେ ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ସେଲିବ୍ରିଟି ମାନଙ୍କର ଅସୁବିଧା ର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଜାଣିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯାହା ଜଣା ପଡିଛି କି କମେଡି କିଙ୍ଗ ଗୁଲୁଆ ଙ୍କ ପାଇଁ ଆସିଛି ଏକ ସାଙ୍ଘାତିକ ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଗୁଲୁଆ ରୋଜଗାର କରୁଥିବା ପନ୍ଥା ଟି ଏବେ ବନ୍ଦ ହେଇଯାଇଛି | ଆଉ ଯାହା ଗୁଲୁଆ ପାଇଁ ଏବେ ବଡ଼ ସମସ୍ୟା ସୃଷ୍ଟି କରିଛି ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ନିଜର ଅବିନୟ ଏ ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରାଉଥିବା, ଆମ ସମସ୍ତଙ୍କର ଅତି ପ୍ରିୟ | ଆୟୁ ଯାହାକୁ ଆମ ଓଡ଼ିଶାର ପିଲା ଠାରୁ ଆରମ୍ଭ କରିକି ବୁଢା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି | ଆଉ ଯାହାଙ୍କ ଅଭିନୟ ରେ କିଛି ଏପରି ଯାଦୁ ରହିଛି ଯାହା ଆମ ସମସ୍ତଙ୍କୁ ପାଗଳ କରେଇ ଦିଏ ସେହି କମେଡି କିଙ୍ଗ ଗୁଲୁଆ ଏବେ ବିପଦରେ ପଡିଛନ୍ତି | ଆଉ ଯାହା ଜଣା ପଡ଼ିଛି କି ଗୁଲୁଆ ରୋଜଗାର କରୁଥିବା ପନ୍ଥା ଟି ଏବେ ଠପ ହେବାକୁ ଲାଗିଛି |

ତେବେ ଆମେ ସମସ୍ତେ ଜାଣିଛି କି ଗୁଲୁଆ ଜଣେ ଏମିତି କଳାକାର ଯିଏ କି ନିଜର ଅଭିନୟ ମାଧ୍ୟମରେ ଓ ନିଜର ଇଉ ଟିଉବ ଚେନେଲ ମାଧ୍ୟମରେ ଅଭିନୟ ର ଝଲକ ଦେଖାଇଛନ୍ତି ଓ ଜଣେ ବହୁତ ଭଲ ଇଉ ଟିଉବର | ଆଉ ଯାହା ଙ୍କର ଭିଡିଓ ରେ ମିଳିଆନ୍ସ ମିଳିଆନ୍ସ ଭିୟୁଜ ହୋଇଥାଏ ତାଙ୍କର ଆଜି ଏହି ଭଳି ଅବସ୍ଥା ଦେଖିବାକୁ ମିଳିଛି | ଆଉ ଯେଉଁଠି ଜଣା ପଡିଛି କି ଗୁଲୁଆ ଙ୍କର ଇଉ ଟିଉବ ଚେନେଲ ର ମୋନିଟେସନ କୁ ଅଫ କରି ଦିଆଯାଇଛି |

ତେବେ ଏହି ବାବଦରେ ଗୁଲୁଆ ଙ୍କ ନିକଟକୁ କିଛି କି ମେସେଜ କି କୋଲ ମଧ୍ୟ ଆସିନାହିଁ ବୋଲି କହିଛନ୍ତି ଗୁଲୁଆ |ଆଉ ଯାହା ଯୋଗୁ ତାଙ୍କର ପରିବାର ଚଳେ ଆଉ ରୋଜଗାର ହୁଏ ତାହା ବନ୍ଦ ହୋଇଯିବ ପରେ ଗୁଲୁଆ ବର୍ତ୍ତମାନ ଚିନ୍ତା ରେ ଅଛନ୍ତି | ଆଉ ଏହି ଘାଟଣା କୁ ନେଇକି ସେ ଇଉ ଟ୍ୟୁବ ଅଫିସ କୁ କୋଲ ଆଉ ମେସେଜ କରିବା ପରେ ମଧ୍ୟ କିଛି ବି ସମାଧାନ ର ବାଟ ମିଳୁନାହିଁ | ଆଉ ଏବେ ଏହି ଘଟଣା ଟିକୁ ଗୁଲୁଆ ନିଜେ ସୋସିଆଲ ମିଡିଆରେ ଭାଇରାଲ କରାଇଛନ୍ତି | ଯାହା ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment