ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ : ହଠାତ କିପରି ନାଗସାପ ଟି ପିଲା ଆଡକୁ ତୀବ୍ର ବେଗରେ ମାଡି ଆସୁଛି, ଆଉ ତା’ ପରେ…..

0

ବନ୍ଧୁଗଣ ଏବେ ଡିଜିଟାଲ ଯୁଗରେ ଅନେକ ଗୁଡ଼ିଏ ଭାଇରାଲ ଭିଡିଓ ସମ୍ପର୍କରେ ଆମେ ପ୍ରତିଦିନ ଆସୁଛୁ।ସେହି କ୍ରମରେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଯେଉଁ ଘଟଣା ହଠାତ୍ ଆମ ସହ ଘଟିଥାଏ। ସେଥିପାଇଁ ଆମେ ପୁର୍ବରୁ ପ୍ରସ୍ତୁତ ମଧ୍ୟ ନଥାଉ।

ସେହିଭଳି କିଛି ଘଟଣା ଆମେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଥାଉ। କାରଣ ଏହି ଘଟଣା ଅନ୍ଯ ଘଟଣା ଠାରୁ ଟିକେ ଅଲଗା ହୋଇଥାଏ। ଅନେକ ଏମିତି ଭାଇରାଲ ଭିଡିଓ ସମୟ କ୍ରମେ ସାମ୍ନାକୁ ଆସିଥାଏ ଯାହା ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ସେୟାର ହୋଇଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ରହିଛି? ସେହିଭଳି ଏକ ଭାଇରାଲ ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ଭୟଭୀତ ହେବା ସହିତ ଆଶ୍ଚର୍ଯ୍ୟ ହୋଇଯିବେ।

ଆପଣ ଥରେ ଭଲ ଭାବରେ ଦେଖନ୍ତୁ କିପରି ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଏକ କଳା ରଙ୍ଗର ବଡ ନାଗ ସାପ ତୀବ୍ର ବେଗରେ ଏକ ଘର ଭିତରକୁ ପଶି ଯାଉଛି।ସେ ଏତେ ଜୋର ରେ ଆଗକୁ ମାଡ଼ି ଚାଲିଛି ଯାହାକୁ ଦେଖିଲେ ଭୟ ଲାଗିବା ସ୍ଵାଭାବିକ। ପ୍ରଥମେ ଜଣେ ବ୍ୟକ୍ତି ଏହି ସାପଟିକୁ ଦେଖି ଘରେ ଥିବା ଜଣେ ବ୍ୟକ୍ତିଙ୍କୁ ଡାକିଥିଲେ। ସେଠାରେ ଏକ ଛୋଟ ଛୁଆ ବସି ଖେଳୁଥିଲା। ଘର ଭିତରେ ଥିବା ବ୍ୟକ୍ତି ଜଣଙ୍କ ଏହାକୁ ଦେଖି ଦୌଡ଼ି ଯାଇ ଛୋଟ ପିଲାଟିକୁ ସେଠାରୁ ନେଇ ଘର ଭିତରକୁ ପଳାଇ ଆସିଥିଲେ। ଏହାପରେ ଏହି ବ୍ୟକ୍ତିଙ୍କ ପଛରେ ଯାଉଥିବା ବ୍ୟକ୍ତି ଜଣଙ୍କ ଘରର ଗେଟ୍ ମାରିବା ସମୟରେ ସାପଟି ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛି।

କିନ୍ତୁ ତା ପୂର୍ବରୁ ସେ ଗେଟ୍ ଟି ବନ୍ଦ କରି ଦେଇଥିବାରୁ ସାମାନ୍ଯ ବିପତ୍ତି ରୁ ରକ୍ଷା ପାଇ ଯାଇଛନ୍ତି। ଏହାପରେ ପୁଣି ସାପଟି ଘର ଭିତରକୁ ପଶି ନପାରି ବାହାରକୁ ଚାଲି ଯାଉଛି। ତେବେ ଏହି ସାପଟିକୁ ଦେଖି ଲାଗୁଛି ଯେମିତି ସାପଟି ଜାଣି ଜାଣି ଘର ଭିତରକୁ ପଶିବାକୁ ଚାହୁଁଛି। ଯାହାକୁ ଦେଖିଲେ ଆପଣ ବି ଡରିଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।