ଆପଣମାନେ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ବିଷୟରେ ଦେଖିବାକୁ ମିଳିଥାଏ। ଚୋରି, ଡକାୟତ, ମାଡ଼ପିଟ ଓ ଆତ୍ମହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢି ବଢି ଚାଲିଛି। ବର୍ତ୍ତମାନ ଆଜି କାଲିର ଲୋକେ ମାନେ ଏକ ଚାପ ଆଡକୁ ଗତି କରିବାକୁ ଲାଗୁଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ତେବେ ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ କରି ଆଗକୁ ବଢି ଚାଲନ୍ତି ଓ ସମାଜରେ ଆଉ କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ ନ କରି ଦୁଃଖ ଯନ୍ତ୍ରଣାରେ ରହି ବହୁତ କଷ୍ଟ ପାଇ ଥାଆନ୍ତି।
ସେତେବେଳେ ସେମାନେ ନିଜ ଜୀବନକୁ ହୀନ ଭାବି ନେବା ସଙ୍ଗେ ସଙ୍ଗେ ଜୀବନର ଆଉ କୌଣସି ବି ମୂଲ୍ୟ ନାହିଁ ବୋଲି ଭାବି ନେଇ ଥାଆନ୍ତି ଏବଂ ନିଜ ଜୀବନ ହାରିବାକୁ ସେମାନେ ନିଷ୍ପତ୍ତି ନେଇଥାନ୍ତି। ଯେତେବେଳେ ଜୀବନକୁ ବହୁତ ବାଧି ଥାଏ ସେତେବେଳେ ହିଁ ସେମାନେ ଏଭଳି ନିଷ୍ପତି ନେବା ପାଇଁ ଚେଷ୍ଟା କରି ଥାଆନ୍ତି। ଆଜି କାଲିର ସମାଜରେ ମନୁଷ୍ୟ ଆତ୍ମହତ୍ୟାକୁ ସବୁ ସମସ୍ୟାର ସମାଧାନ ବୋଲି ଭାବି ନେଇଛନ୍ତି। ଯାହାକି ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଏଭଳି ଖବର ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ଯୁବକ ସୋନପୁର ମହାନଦୀରେ ଭାସି ଯାଉ ଥିବାର ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ସୋନପୁର ମହାନଦୀରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ଯୁବକ ସୋନପୁର ମହନଦୀରେ ଭାସି ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ଦେଖି ସେଠାକାର ଲୋକ ମାନେ ଆସି ଘଟଣା ସ୍ଥଳରେ ପହଞ୍ଚି ଜମାଟ ହୋଇ ଯାଇ ଥିଲେ ଓ ଆସି ଦେଖନ୍ତି ଯେ ସେହି ଯୁବକଙ୍କର ପୋଲ ଉପରେ ସାଇକେଲ, ଚପଲ, ମୋବାଇଲ ଓ ଏଟିଏମ୍ କାର୍ଡ ରହି ଥିବାର ଦେଖି ନେଇଥିଲେ। ଏହି ସବୁ ଜିନିଷ ଦେଖି ସେଠାକାର ଲୋକ ମାନଙ୍କର ମନରେ ଯୁବକ ଜଣଙ୍କ ମହାନଦୀକୁ ଡେଇଁ ପଡିଛନ୍ତି ବୋଲି ସନ୍ଦେହ କରିଛନ୍ତି। ଲୋକ ମାନେ ଯୁବକ ଜଣଙ୍କୁ ଉଦ୍ଧାର କରିବା ପାଇଁ ବହୁତ ଚିନ୍ତାରେ ପଡ଼ି ଯାଇ ଥିଲେ। ସେଥିପାଇଁ ସେମାନେ ସୋନପୁର ଦମକଳବାହିନୀ ନିକଟକୁ ଖବର ଦେଇଥିଲେ ଓ ସେମାନେ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।