ଦେଖନ୍ତୁ Shocking ଭିଡ଼ିଓ : ହଠାତ ମନ୍ଦିର ଭିତରୁ ଶୁଭିଲା ଶିଶୁ କନ୍ୟାର ଚିତ୍କାର, ଆଉ ତା’ ପରେ…

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | ତେବେ ଆପଣ ମାନେ ଜାଣିଥିଲେ କି ପିଲାଟିଏ ଜନ୍ମ ହେଲେ ଘରେ ଆନନ୍ଦର ଉତ୍ସବ ଖେଳି ଯାଇଥାଏ | ଆଉ ସମସ୍ତଙ୍କ ମନରେ ଖୁସି ଭରିଯାଇଥାଏ | ତାହା ବ୍ୟତୀତ କୁହାଯାଏ କି ଛୋଟ ଛୁଆ ଭଗବାନ ଙ୍କ ସାମନର ହୋଇଥାଏ | ତେବେ ଯଦି ସେହି ଶିଶୁ କୁ ଜନ୍ମ ହେଇକି ଦୁନିଆ ବିଷୟରେ ଜାଣିବା ପୂର୍ବରୁ ତାର ହାତ ଛାଡିଦିଆ ଯାଏ ଆଉ ତାକୁ ଅନାଥ କରିଦିଆଯାଏ | ତେବେ ତାହା ଠାରୁ ଆଉ ବଡ଼ ଦୁଃଖର କଥା କିଛି ନାହିଁ | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଭଳି କିଛି ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ସରକାର ଙ୍କ ନିୟମ ଅନୁସାରେ କନ୍ୟା ଭୃଣ ହତ୍ୟା କୁ ବନ୍ଦ କରାଯାଇଛି | ତେବେ ଏପରି ନିୟମ ଥିବା ପରେ ମଧ୍ୟ କନ୍ୟା ସନ୍ତାନ ମାନଙ୍କୁ ମାରି ଦିଆଯାଉଛି | ଆଉ ଜନ୍ମ କରି ଏଣେତେଣେ ମଧ୍ୟ ପକାଇ ଦେଉଛନ୍ତି କନ୍ୟା ସନ୍ତାନ ମାନଙ୍କୁ ଯାହା ଏବେ ଦେଖିବାକୁ ମିଳୁଛି | ତେବେ କୁହାଯାଏ କି ଝିଅ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହା ଯାଇଥାଏ | ଆଉ ଯଦି ଘରକୁ କନ୍ୟା ସନ୍ତାନ ଆସେ ତାହେଲେ ଘରେ ଖୁସିର ମାହଲ ଖେଳି ଯାଇଥାଏ | କିନ୍ତୁ ଏପରି ସମଜରେ ଚାଲୁଥିବା ବେଳେ ବି କେତେକ ଲୋକ ସମାଜରେ ଏପରି ଅଛନ୍ତି ଯୋଉଁ ମାନେ କି କନ୍ୟା ସନ୍ତାନ କୁ ଜମାରୁ ପସନ୍ଦ କରନ୍ତି ନାହିଁ |

ତେବେ ସେହି ଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମା ଠାରେ | ଆଉ ସେଠାରେ ଥିବା ରାମ ମନ୍ଦିର ଠାରେ କେହି ଜଣେ3 ମାସର ଶିଶୁ କନ୍ୟା ଟିକୁ ରାତି 10 ଟାରେ ଛାଡିକି ପଳେଇ ଯାଇଥିବାରୁ ଦେଖିବାକୁ ମିଳିଥିଲା | ଆଉ ସୂଚନା ଅନୁସାରେ ଶିଶୁ କନ୍ୟା ଟି ମନ୍ଦିରରେ ପଡିରହି ରାତି ସାରା କାନ୍ଦିଥିଲା | ତାପରେ ରାସ୍ତାରେ ଯାଉଥିବା ଲୋକ ମାନେ ଛୁଆ ଟିର କାନ୍ଦନା ଶୁଣି ଯାଇଥିଲେ ଆଉ ଶିଶୁ କନ୍ୟା ବିଷୟରେ ଲକ୍ଷ୍ମୀପୁର ଥାନା ରେ ଜଣେଇବାରୁ ପୋଲିସ ଆସି ଶିଶୁ କନ୍ୟାକୁ ଉଦ୍ଦାର କରି ନେଇ ଯାଇଥିଲା | ଆଉ ଲକ୍ଷ୍ମୀପୁର ଚିକିତ୍ସାଳୟ ରେ ମଧ୍ୟ ଦେଖାଇବା ପରେ ଶିଶୁ ଟିର ସ୍ୱାସ୍ଥ୍ୟ ଭଲ ଅଛି ବୋଲି ଡାକ୍ତର କହିଥିଲେ |

ବର୍ତ୍ତମାନ ଶିଶୁଟିକୁ କୋରାପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରିଣୀ ରାଜେଶ୍ୱରୀ ଦାଶ ରଖିଛନ୍ତି | ଆଉ ଶିଶୁ ଟିର ଫୋଟ ଉଠାଇ ମଧ୍ୟ ଗଣମାଧ୍ୟମ ରେ ପ୍ରଚାର କରାଯାଉଛି | ଆଉ ଗୋଟିଏ ମାସ ଭିତରେ ଯଦି ଶିଶୁଟିକୁ ନେବା ପାଇଁ କେହି ନ ଆସିଲେ ତେବେ ତାଙ୍କୁ ପୌଶ୍ୟ କନ୍ୟା ବୋଲି ଗ୍ରହଣ କରିବା ସହିତ ଅନଲାଇନ ରେ ଆବେଦନ କରୁଥିବା ଲୋକଙ୍କୁ ଶିଶୁ ଟିକୁ ନିୟମ ଅନୁସାରେ ଦିଆଯିବ ବୋଲି କୁହାଯାଇଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment