ହଠାତ୍ ପୁରୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଚମ୍ବିତ ହେବାସହ ଭୟଭୀତ… ଦେଖନ୍ତୁ Video

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁ ଭିଡିଓକୁ ଆପଣ ବି ଦେଖିଲେ ହେଇଯିବେ ଆଶ୍ଚର୍ଯ୍ୟ | ତେବେ ଆପଣ ମାନେ ତ ଅନେକ ଘଟଣା ପୁରୀ ରେ ଦେଖିଥିବେ, ତାହା ସହିତ ପ୍ରକୃତିର ତାଣ୍ଡବ ଦୃଶ୍ୟ ମଧ୍ୟ ଆପଣଙ୍କ ନଜରକୁ ଆସିଥିବ |, କିନ୍ତୁ ବର୍ତ୍ତମାନ ଯେଉଁ ଦୃଶ୍ୟ ଟି ଦେଖିବାକୁ ମିଳିଥିଲା ତାହା ସମ୍ପୂର୍ଣ୍ଣ ନିଆରା ଥିଲା | ଆଉ ଯାହାକୁ ପୁରୀ ବେଳା ଭୂମିରେ ଛିଡା ହେଇଥିବା ହଜାର ହଜାର ଭକ୍ତ ମାନେ ଦେଖିଥିଲେ | ଆଉ ଯାହାକୁ ଦେଖିକି ଟିକିଏ ଭୟଭୀତ ମଧ୍ୟ ହେଇଯାଇଥିଲେ |ତେବେ ଆସନ୍ତୁ ବନ୍ଧୁଗଣ ଘଟିଯାଇଥିବା ସେହି ଘଟଣା ଉପରେ ଟିକିଏ ନଜର ପକାଇବା ଯାହା ପୁରୀ ବେଳା ଭୂମି ନିକଟରେ ଘଟିଛି |

ତେବେ ଆପଣ ମାନେ ତ ମେଘ ଉଠାଉଥିବାର ଦୃଶ୍ୟ କୁ ସମସ୍ତେ ପ୍ରାୟ ଦେଖିଥିବେ | କିନ୍ତୁ ଏପରି ଗୋଟିଏ ଦୃଶ୍ୟ ଯାହା ମେଘ ଉଠାଇବାକୁ ନେଇକି ଦେଖା ଯାଇଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା | ତେବେ ବର୍ତ୍ତମାନ ଆପଣ ମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି କଣ ଏମିତି ଘଟିଥିଲା ଘଟଣା | ତେବେ ଘଟଣା ଟି ଦେଖିବାକୁ ମିଳିଥିଲା ପୁରୀ ବେଳାଭୂମିରେ ପାନ୍ଥଶାଳା ନିକଟରେ ଆଉ ଯୋଉଠି ଚାହୁଁ ଚାହୁଁ ଘଟି ଆସିଥିଲା କଳା ବାଦଲ | ଆଉ କଳା ହାଣ୍ଡିଆ ମେଘ ବରସିବାକୁ ମଧ୍ୟ ଲାଗିଥିଲା | ତେବେ ସେହି ସମୟରେ ଆଉ ଗୋଟିଏ ଘଟଣା ସମୁଦ୍ର ରେ ଦେଖିବାକୁ ମିଳିଥିଲା |

ତେବେ ଯାହା ଦେଖା ଯାଇଥିଲା କି କଳା ହାଣ୍ଡିଆ ମେଘଟି ଘନୀଭୂତ ହେଇକି ସମୁଦ୍ରରେ ପଡିଛି | ଆଉ ଲାଗୁଛି ଯେମିତି ଖାଣ୍ଡିଆ ଭୁତ ସମୁଦ୍ର ଭିତରେ ଚାଲିବାରେ ଲାଗିଛି | ଆଉ ଯାହାକୁ ଦେଖିକି ଲୋକ ମାନେ ଆଶ୍ଚର୍ଯ୍ୟ ହେବା ସହିତ, ବୁଲୁଥିବା ଦର୍ଶକ ମାନେ ମଧ୍ୟ ତାହାକୁ ଦେଖିକି ବହୁତ ଡରି ଯାଇଥିବାର ନଜର ଆସିଥିଲେ | ଆଉ କେହି କେହି ଏହି ଦୃଶ୍ୟ କୁ ଦେଖିକି କେମେରା ରେ କୋଏଦ କରିବା ସହିତ, ସମୁଦ୍ର ରେ ଖାଣ୍ଡିଆ ଭୂତ ଚାଲୁଛି ବୋଲି କହିଥିଲେ | ତେବେ ସେହି ସମୟରେ ଆକାଶ ଟି ପୁରା କଳା ହାଣ୍ଡିଆ ମେଘରେ ଢାଙ୍କି ଯାଇଥିଲା | ଆଉ ପ୍ରବଳ ରୁ ଅତି ପ୍ରବଳ ବର୍ଷା ମଧ୍ୟ ହେଇଥିବାରୁ ସୂଚନା ମିଳିଥିଲା |

ତେବେ ସେହି ସମୟରେ ଏତେ ଜୋର ରେ ବର୍ଷା ହେଇଥିଲା କି ବଡ ଦାଣ୍ଡରେ ପାଣି ଜମି ଯାଇଥିଲା, ଆଉ ସିଂହଦ୍ଵାର କୁ ପାଣି ପ୍ରବେଶ କରିଥିବାରୁ ଜଣା ପଡିଥିଲା | ଆଉ ଏହି ଭଳି ପାଣି ମନ୍ଦିର ଭିତରକୁ ପ୍ରବେଶ କରିବାରୁ ଭକ୍ତ ମାନେ ଠାକୁରଙ୍କ ଦର୍ଶନ ରେ ବାଧା ଉପୁଜି ଥିଲା | ତେବେ ଏହି ଦୃଶ୍ୟ କୁ ଲୋକ ମାନେ କେମେରା ରେ ଉଠାଇ ସେସିଆଲ ମିଡ଼ିଆରେ ଭାଇରାଲ କରେଇ ଦେଇଛନ୍ତି | ଯାହା ଏବେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।