ବନ୍ଧୁଗଣ ଆପଣ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ପାଇଥିବେ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ମନିଷ ଯେମିତି ସାପକୁ ଡରେ, ସେହିଭଳି ସାପ ମଧ୍ୟ ମଣିଷକୁ ଦରିଥାଏ।ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ।ସାପ ଏକ ଏମିତି ଜୀବ ଅଟେ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ।
କାରଣ ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ଆମ ଦେଶରେ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ବହୁତ୍ ଅଧିକ।ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ।ଅନେକ ସାପ ଘର ଭିତରକୁ ପଶି ଆସି ଥାଆନ୍ତି ଏବଂ ସେମାନଂକୁ ଧରିବା ପାଇଁ ସାପ ଧରାଳି ମାନେ ଆବଶ୍ୟକ ହୋଇଥାଆନ୍ତି।
ତେବେ ଆମେ ଅଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। କାରଣ ଏଠାରେ ଏକ ଭିନ୍ନ ଘଟଣା ଘଟିଛି।ଏହି ଭିଡିଓ ରେ ଦେଖିବାକୁ ମିଳିଛି ଚନ୍ଦ୍ର ନାଗ ସାପର ଭୟଙ୍କର ରୂପ। ଏକ ଗ୍ରାମରେ ଥିବା ଘର ଭିତରକୁ ଏକ ବିଷଧର ନାଗସାପ ପଶି ଆସିବା ପରେ ସେମାନେ ରାତି ଅଧରେ ସାପ ଧରାଳି କୁ ଡାକିଥିଲେ।ଏହାପରେ ତାଲିମ୍ ପ୍ରାପ୍ତ ସାପ ଧରାଳି ଆସି ସାପଟିକୁ ଧରିବାକୁ ଚେଷ୍ଟା କରିଥଲେ।
କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଏହି ନାଗ ସାପଟିକୁ ଧରିବା ଏତେ ସହଜ ନଥିଲା।ଏହା ଏକ ଏମିତି ସାପ ଯାହା ଅଧିକ ରାଗି ହୋଇଥାଏ।
ତାର ରାଗକୁ ଦେଖିଲେ ଆପଣ ଡରି ଯିବେ। କୌଶଳର ସହ ତାକୁ ଧରିବାକୁ ସକ୍ଷମ ହୋଇଥିଲେ ଏହି ସାପ ଧରାଳି ଜଣଙ୍କ। ଧରିବା ସମୟରେ ସେ ତାର ବିଷକୁ ତାଙ୍କ ଆଖି ଏବଂ ହାତ ଉପରକୁ ବାହାର କରି ଦେଇଥିଲା। ଅନେକ ସମୟ ପରେ ସାପଟିର ରାଗ ଶାନ୍ତ ହେବା ପରେ ତା ପାଇଁ ଖୋଲି ରଖା ଯାଇଥିବା ବୁରା ଭିତରକୁ ସେ ପଶି ଯାଇଥିଲା। ତେବେ ସୌଭାଗ୍ୟ ର କଥା ଯେ ଏହି ସାପଟି ଘର ଭିତରକୁ ପଶିଥିଲେ ସୁଦ୍ଧା କହାକୁ ଦଂଶନ କରି ନଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।