ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବହୁତ ବଡ଼ ଜଣା ଶୁଣା ଚୁଲବୁଲି ଏକ୍ଟର ଝିଲ୍ଲୀକ ଓ ତାଙ୍କର ସ୍ୱାମୀ ଡେନି ଙ୍କ ବିଷୟରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନିଜର ଟୁଇନ୍ସ ଝିଅ ଙ୍କ ସହିତ ଖୁସି ମନରେ ସ୍ୱାମୀ ଙ୍କର ଜନ୍ମଦିନ ରେ ମନେଇଛନ୍ତି ବାର୍ଥ ଡେ |ଆଉ ଯାହା କୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରାଯାଇଛି | ଆଉ ଯେଉଁ ଭିଡିଓ ଟିକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହିଭଳି ଗୋଟିଏ ମନଛୁଆଁ ଭିଡିଓ ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଜଣା ପଡିଛି କି ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ବିବାହ କରିଥିଲେ ସୁକିନ୍ଦା ର ବିଧାୟକ ପ୍ରୀତି ରଞ୍ଜନ ଘୋଡାଇ |ଆଉ ଯାହା ଜଣା ପଡିଛି କି ଝିଲ୍ଲୀକ ମଧ୍ୟ ନିଜର ଦୁଇଜଣ ଟୁଇନ୍ସ ଝିଅ କୁ ଜନ୍ମ କରିକି ସେ ବହୁତ ଖୁସି ଥିବାର ନଜର ଆସିଥିଲେ | ତେବେ ଝିଲ୍ଲୀକ ଜଣେ ବେଙ୍ଗଲୀ ହୋଇ ମଧ୍ୟ ଓଡ଼ିଆ ପୁଅ କୁ ବିବାହ କରିଥିଲେ | ଆଉ ଓଡ଼ିଆ ବୋହୁ ଭାବରେ ସାରା ଓଡିଶା ରେ ବେଶ ପ୍ରସଂଶା ମଧ୍ୟ କରିବାକୁ ଲାଗିଥିଲେ | ଆଉ ଯାହା ଦେଖିବାକୁ ମିଳିଛି କି ସ୍ୱାମୀ, ସ୍ତ୍ରୀ ଓ ଦୁଇ ଝିଅ ସହିତ ମିଶିକି ସୁନ୍ଦର ଭାବରେ ଜନ୍ମଦିନ ପାଳନ କରିବାକୁ ଲାଗିଛନ୍ତି ସେମାନେ |
ଆଉ ବର୍ତ୍ତମାନ ଯାହା ନଜର ଆସିଛି କି ସ୍ୱାମୀ ପ୍ରୀତି ରଞ୍ଜନ ଓ ଝିଲ୍ଲୀକ ଙ୍କ ସହିତ ତାଙ୍କର ଟୁଇନ୍ସ ଝିଅ ମିଶିକି ରାତି 12 ରେ ପାଳନ କରିବାକୁ ଲାଗିଛନ୍ତି ଡେନି ଙ୍କର ଜନ୍ମ ଦିନ |ଆଉ ଯାହା ଦେଖିବାକୁ ମିଳିଥିଲା କି ସୁନ୍ଦର ଭାବରେ ଖୁସି ମନରେ ରାତି ମଧ୍ୟରେ ପାଳନ କରୁବାକୁ ଲାଗିଥିଲେ ନିଜର ଜନ୍ମଦିନ କୁ | ଆଉ ଯାହା ଜଣା ପଡିଛି କି ସ୍ୱାମୀ ଓ ଦୁଇ ଝିଅ ଙ୍କ ସହିତ ବେଶ ଖୁସି ରେ ଅଛନ୍ତି ଝିଲ୍ଲୀକ ତେବେ ସେ ଜଣେ ବଙ୍ଗିଅ ଝିଅ ହେଇକି ମଧ୍ୟ ନିଜର ଶାଶୂ ଘରେ ସମସ୍ତ ଙ୍କ ମନକୁ ସେ ବେଶ ଭଲ ଭାବରେ ବୁଝି ପାରୁଥିଲେ |
ଆଉ ଜଣେ ଓଡ଼ିଆଣୀ ବୋହୁ ଭଳି ସମସ୍ତ ପର୍ବ ପର୍ବାଣି ସହିତ ସବୁ କାର୍ଯ୍ୟକୁ ସୁନ୍ଦର ଭାବରେ ତୁଲେଇ ବାରେ ଲାଗିଛନ୍ତି ଝିଲ୍ଲୀକ | ତେବେ ରାତି ଅଧରେ ଝିଅ ଆଉ ସ୍ତ୍ରୀ ଙ୍କ ସହିତ ନିଜ ର ଜନ୍ମଦିନ କୁ ପାଳନ କରିକି ପ୍ରୀତି ରଞ୍ଜନ ମଧ୍ୟ ବହୁତ ଖୁସି ଥିବାର ଜଣା ପଡିଛି | ତେବେ ବର୍ତ୍ତମାନ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।