ଶ୍ରାବଣରେ ଅଲୌକିକ ଦୃଶ୍ୟ ! ହଠାତ ଶିବ ଲିଙ୍ଗ ପାଖରେ ଉଭା ହେଲେ ନାଗରାଜ, ନ ଦେଖିଲେ ବିଶ୍ୱାସ ହେବନି…ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ସତରେ ଭଗବାନଙ୍କର ଲୀଳା ଅପାର। ଯାହାକୁ କେହି ବି ଜାଣି ପାରିବା ସମ୍ଭଵ ନୁହଁ। ସେ କେତେବେଳେ କିପରି ଲୀଳା ରଚିବେ ତାହା ତାଂକୁ ହିଁ ଜଣା। ସେହିପରି ଭଗବାନଙ୍କର ଏହିଭଳି ଲୀଳା ଏଵଂ ଅଲୌକିକତା ବିଷୟରେ ଆପଣ ଅନେକ କିଛି ଘଟଣା ଶୁଣି ଥିବେ। କାରଣ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ଏହା କିପରି ଭାବରେ ସମ୍ଭବ ତାହା ଆମେ ଜାଣି ପାରି ନଥାଉ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ରହିଛି? ଏହା ପଛରେ କିଛି ବିଜ୍ଞାନ ସମ୍ମତ କାରଣ ରହିଛି ନା କିଛି ଅଲୌକିକତା ଲୁଚି ରହିଛି। ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହୁଛୁ ଯେଉଁ ଘଟଣାରେ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରାବଣ ମାସର ଶେଷ ସୋମବାର ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଘଟଣା ସ୍ଵରୂପ ଶିବ ମନ୍ଦିରରେ ଶିବ ଲିଙ୍ଗ ଠାରେ ଏକ ନାଗରାଜ କୁ ଦେଖିବକୁ ମିଳିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।ତେବେ ଏହି ଘଟଣା ଟି ଅଲୌକିକ ନା ଏହା ଆଉକିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।ଏହି ନାଗ ରାଜ ଶିବଲିଙ୍ଗ ପାଖରେ ଫଣା ଟେକି ଛିଡ଼ା ହେଇଚି। ତେବେ ଏହି ଘଟଣାଟି ହରିଶଙ୍କର ମନ୍ଦିର ରେ ଦେଖିବାକୁ ମିଳିଛି। ଶ୍ରାବଣର ଶେଷ ସୋମବାର ରେ ଏହି ଅଲୌକିକ ଦୃଶ୍ୟ ସମସ୍ତଙ୍କ ମନରେ ଏକ ଭକ୍ତି ଭାବନା ସୃଷ୍ଟି କରିଛି। ଏହିଭଳି ଘଟଣା ପ୍ରଥମ ଥର ପାଇଁ ନୁହଁ ବରଂ ଆଗରୁ ବି ଏଭଳି ଘଟଣା ଘଟି ଥିବାର ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ଭକ୍ତି ର ସହିତ ଏହି ଦୃଶ୍ୟକୁ ଦେଖି ସେଠାରେ ଭିଡ ଜମାଇ ଥାଆନ୍ତି।

ପୂର୍ବବର୍ଷ ମଧ୍ଯ ଏପରି ଘଟଣା ଶିବରାତ୍ରି ସମୟରେ ଦେଖିବାକୁ ମିଳିଥିଲା। ମନ୍ଦିର ସାମ୍ନାରେ ସାପ ବୁଲିବା ଦେଖି ଲୋକେ ଏହାକୁ ଭଗବାନଙ୍କର ଲୀଳା ଭାବି ଭକ୍ତିରେ ଭାବ ବିହ୍ୱଳ ହୋଇ ମୁଣ୍ଡିଆ ମାରିଥିଲେ। ସେଠାରେ ସେହି ମନ୍ଦିରରେ ଲୋକଙ୍କ ଭିଡ଼ ମଧ୍ଯ ହୋଇଥିଲା। ବାସ୍ତବରେ ଏହି ଦୃଶ୍ୟ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment