ଦେଖନ୍ତୁ ଭିଡ଼ିଓ : ହଠାତ ଶ୍ରେଣୀ ଗୃହରେ ପଶିଗଲା ବାଘ ଛାତ୍ରଛାତ୍ରୀଙ୍କୁ କଲା ଘାଇଲା, ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ…

0

ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ବହୁତ ଭୟ ଭୀତ ଲାଗିଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଅଭୟାରଣ୍ୟ ମାନ ରହିଛି ଓ ସେଥିରେ ବିଭିନ୍ନ ପ୍ରକାର ବଡ଼ ବଡ଼ ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ଦେଖିବା ସହିତ ସେମାନଙ୍କୁ ବଣ, ଜଙ୍ଗଲରେ ମଧ୍ୟ ଦେଖି ବାକୁ ମିଳିଥାଏ। ଏମାନଙ୍କୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ ଓ ଏଥି ସହିତ ସେମାନେ ବହୁତ ମାରାତ୍ମକ ଓ ଶକ୍ତିଶାଳୀ ମଧ୍ୟ ହୋଇ ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତାହା ହେଉଛି କ୍ଲାସ ରୁମ ଭିତରକୁ ଏକ ବାଘ ପଶି ଆସିଥିବାର ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଆଲିଗଡ଼ର ଏକ ଶିକ୍ଷାନୁଷ୍ଠାନରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବାଘକୁ ଦେଖିଲେ ଲୋକ ମାନେ ସାଧାରଣତଃ ବହୁତ ଭୟ ଭୀତ ହୋଇ ଯାଇ ଥାଆନ୍ତି। ସେମାନେ ମାରାତ୍ମକ ହୋଇ ଥାଆନ୍ତି। ଜଣେ ଶିକ୍ଷକ କ୍ଲାସ ରୁମରେ ପିଲା ମାନଙ୍କୁ ପାଠ ପଢ଼ାଉ ଥିଲେ ଓ ସେ ପାଠ ପଢ଼ାରେ ମଧ୍ୟ ବ୍ୟସ୍ତ ରହିଥିଲେ। ଠିକ ସେହି ସମୟରେ ଏକ କଲରା ପତରିଆ ବାଘ କ୍ଲାସ ରୁମ ଭିତରକୁ ପଶି ଆସିଲା। ଏହାକୁ ଦେଖି ଛାତ୍ର ଛାତ୍ରୀ ମାନେ ଓ ଶିକ୍ଷକ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇଥିଲେ।

ତେବେ ସେମାନେ ଜୀବନ ବିକଳରେ ଶିକ୍ଷକ ଓ ପିଲା ମାନେ ଦୌଡା ଦୌଡ଼ି ହୋଇ ପଳାଇ ଯାଇ ଥିଲେ। ଠିକ ସେହି ସମୟରେ ମଧ୍ୟ କଲରା ପତାରିଆ ବାଘ କିଛି ଲୋକ ମାନଙ୍କୁ ଆକ୍ରମଣ କରିଥିଲା ଅଵବାଘର ଆକ୍ରମଣରେ ଅନେକ ମଧ୍ୟ ଆହତ ହୋଇଛନ୍ତି। ଏହି ଖବରକୁ ସଙ୍ଗେ ସଙ୍ଗେ ବନ ବିଭାଗ ଅଧିକାରୀ ଆଦିତ୍ୟ ଶର୍ମାଙ୍କ ନିକଟକୁ ଖବର ଯାଇ ଥିଲା। ସେ ବନ ବିଭାଗ ଟିମ ଧରି ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ସେମାନେ ଆସି ପହଁଚିବା ପରେ ଖୁବ ଶୀଘ୍ର ଶିକ୍ଷାନୁଷ୍ଠାନ ଖାଲି କରା ଯାଇଥିଲା।

ତେବେ ଏହା ପରେ ସିସିଟିଭି ସାହାଯ୍ୟରେ କ୍ଲାସ ରୁମକୁ ଯାଞ୍ଚ କରା ଯାଇ ଥିଲା। ବାଘଟି ୧୦ ନମ୍ବର କ୍ଲାସ ରୁମ ନିକଟରେ ବୁଲୁ ଥିବାର ଦେଖିବା ପାଇଁ ମିଳିଥିଲା। ସେହି ରୁମର କବାଟ ନଥିବାରୁ ବାଘକୁ ଧରିବା ପାଇଁ ଉପାୟ ଚିନ୍ତା କରିଲେ। ଏହା ପରେ ସେମାନେ ବହୁ କଷ୍ଟରେ ଟ୍ରାଙ୍କ ଲାଇସ ଜାଲ ସାହାଯ୍ୟରେ ବାଘକୁ କାବୁ କରି ଧରି ନେଇଥିଲେ। ବାଘକୁ ଧରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆ ଯାଇଥିଲା। ତେବେ ବନ୍ଧୁଗଣ ବାଘଠାରୁ ସବୁବେଳେ ପାଇଁ ଦୁରେଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।