ହଠାତ ଟ୍ରାକ୍ଟର ଆଗରେ ଦେଖିଲେ ଭୂତ ! ବିଶ୍ୱାସ ହେଉ ନଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଆଜିର ସମୟରେ ମଣିଷ ମାନେ ବୈଜ୍ଞାନିକ ଯୁଗରେ ନିଜର ବୁଦ୍ଧି ଓ ବିବେକ ବଳରେ ଚନ୍ଦ୍ରରେ ପହଁଚିଲେଣି। ତେବେ ବର୍ତ୍ତମାନ ଲୋକମାନେ ଏତେ ସଭ୍ୟ ହୋଇ ମଧ୍ୟ ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଅନ୍ଧ ବିଶ୍ୱାସ ମନ ମଧ୍ୟରେ ଭରି ରହିଥାଏ। ଅନେକ ସମୟରେ ବିଭିନ୍ନ ପ୍ରକାର ଅନ୍ଧ ବିଶ୍ୱାସ ଖବର ଶୁଣିବା ପାଇଁ ପାଇଥାନ୍ତି। କେଉଁ କେଉଁ ଜଗାରେ ତୋ ମନୁଷ୍ୟ ଅନ୍ଧ ବିଶ୍ୱାସର ଶିକାର ହୋଇଥାଏ। ସମାଜର ଲୋକ ମାନଙ୍କ ପାଇଁ ଭୂତ ଓ ପ୍ରେତ ବିଶ୍ୱାସ ହୋଇ ଥିବା ବେଳେ କିନ୍ତୁ ବିଜ୍ଞାନ ପାଇଁ ଏହା ଅନ୍ଧ ବିଶ୍ୱାସ ଅଟେ। ଏପରି ଅନେକ ଘଟଣା ଆମେ ସୋସିଆଲ ମିଡିଆରେ ଦେଖିବା ପାଇଥାଉ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଭୟ ଭିତ ମଧ୍ୟ ହୋଇଯିବେ। ତେବେ ଘଟଣାଟି ହେଉଛି କିଛି ଲୋକ ଟ୍ରାକ୍ଟରରେ ଯାଉଥିବା ସମୟରେ ଭୂତ ପରି ଦିଶୁ ଥିବା କିଛି ଦୃଶ୍ୟକୁ ଦେଖିଥିଲେ ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଭୟାନକ କଥା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଚିକିଲି ଗାଁ ରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗାଁ ର କିଛି ଲୋକ ରାତିରେ ଟ୍ରାକ୍ଟର ନେଇ ଫେରୁଥିବା ସମୟରେ କେହି ଜଣେ ରାସ୍ତା ଉପରେ ଯାଉଥିବା ଜଣା ପଡିଛି। ଟ୍ରାକ୍ଟରରେ ବସିଥିବା ଜଣେ ବ୍ୟକ୍ତି ସେହି ଭିଡ଼ିଓଟିକୁ ତାଙ୍କ ମୋବାଇଲରେ ରେକର୍ଡ଼ କରି ନେଇଥିଲେ। ସେହି ଭିଡ଼ିଓରେ ଜଣେ ଶାଢ଼ୀ ପିନ୍ଧୁ ଥିବା ଖାଲି ନଜର ଆସୁଛନ୍ତି କିନ୍ତୁ ମୁହଁ,ହାତ ଓ ଗୋଡ଼ କିଛି ଦେଖା ଯାଉ ନଥିଲା। ଏହି ଘଟଣାଟି ଲୋକ ମାନଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୋଇ ଯାଇଛି।

ତେବେ ଲୋକ ମାନଙ୍କ ଗହଳି ଭିତରେ ସେହି ଦୃଶ୍ୟଟି ଆସ୍ତେ ଆସ୍ତେ ରାସ୍ତା କଡ଼କୁ ଚାଲି ଯାଉଥିଲା ଓ ଭୂତ ପରି ମଧ୍ୟ ଦିଶୁଥିଲା। ସେହି ସମୟରେ ଭୟରେ ଡ୍ରାଇଭର ଟ୍ରାକ୍ଟରର ଷ୍ଟାଟ ବନ୍ଦ କରି ଦେଲେ। ଲାଇଟ ବନ୍ଦ ହୋଇ ଯିବାରୁ ଲୋକ ମାନେ ଟ୍ରାକ୍ଟର ଷ୍ଟାଟ କରିବାକୁ କହିଲେ କିନ୍ତୁ ଟ୍ରାକ୍ଟରଟି ଆଉ ଷ୍ଟାଟ ହେଲା ନାହିଁ। ହଠାତ ଟ୍ରାକ୍ଟର ଷ୍ଟାଟ ହେବା ସମୟରେ ଭୂତ ପରି ଦିଶୁଥିବା ଦୃଶ୍ୟଟି ଜଙ୍ଗଲ ଭିତରେ ହଜି ଯାଉଛି। କିନ୍ତୁ ହେତୁ ବାଦୀମାନେ ଏ ଦୁନିଆଁରେ ଭୂତ, ପ୍ରେତ କିଛି ନାହିଁ ବୋଲି କହିଛନ୍ତି। ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।