ହଠାତ ଉଭା ହୋଇ ମହିଳାଙ୍କୁ ଉଦ୍ଧାର କଲେ ସ୍ୱୟଂ ହନୁମାନ… ଦେଖନ୍ତୁ Video

0

ସମୟ ଏବେ ଏମିତି ହୋଇ ଯାଇଛି ଯାହା ସବୁ ଘଟଣା ସଂଗେ ସଂଗେ ସୋସିଆଲ ମିଡ଼ିଆରେ ସହଜରେ ଲୋକଙ୍କ ପାଖରେ ପହଂଚି ପାରୁଛି। ଆଉ ଏବେ ସେହିପରି ଏକ ଘଟଣା ଏକ ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଉଛି। ଆଉ ବର୍ତମାନ ସମୟରେ ମଧ୍ୟ ମାନବିକତା ବଂଚି ରହିଛି ଯାହା ଏଠାରେ କିଛି ଦେଖିବାକୁ ମିଳିଛି। ଏହି ଠାରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି।

ଆଉ ଆପଣ ମାନେ ଏଠାରେ ସେହିପରି କିଛି ଆଶ୍ଚର୍ଯ୍ୟ କଲା ଭଳି ଭିଡ଼ିଓ ଦେଖିବାକୁ ପାଇବେ ଯାହା ଦେଖିବା ପରେ ଏବେ ମଧ୍ୟ ଲୋକ ଙ୍କ ପାଖରେ ମାନବିକତା ରହିଛି ଯାହା ଏଠାରେ ପ୍ରମାଣିତ ହୋଇଛି ଆପଣ ମାନେ ଦେଖିବାକୁ ପାଇଛନ୍ତି। ଆଉ ସେହିପରି ଘଟଣା ଯାହା ଆପଣ ମାନେ ଏଠାରେ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯିବେ ଯାହା ଏଠାରେ ଜୋର ରେ ଭାଇରଲ ହେବାରେ ଲାଗିଛି। ଜଣେ ଲୋକ ର ଏମିତି କିଛି ପରିସ୍ଥିତି ରେ ମଣିଷ ପଣିଆ ଦେଖିବା ପରେ ତାହା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ଯାହା ଏଠାରେ ଜଣେ ମଣିଷ କିଛି ବ୍ୟବହାର ତାହା ସମସ୍ତ ଙ୍କ ପାଖରେ ପ୍ରେରଣା ସୃଷ୍ଟି କରିଛି।

ଏହି ବ୍ୟକ୍ତି ଜଣଙ୍କର ଏମିତି କିଛି କରି ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ ଯାହା ଜଣେ ମଣିଷର ଏହିଭଳି ଭାବରେ କର୍ତ୍ତବ୍ୟ ତାହା ସାରା ଦୁନିଆ କୁ ସ୍ତବ୍ଧ କରି ଦେଇଛି ଯାହା ଜଣେ ବ୍ୟକ୍ତି ଏଠାରେ ହନୁମାନ ରୂପରେ ଆସି କରିଛନ୍ତି। ଆଉ ସେହି ବ୍ୟକ୍ତି ଜଣଙ୍କ ରାସ୍ତା ରେ ଯିବା ସମୟରେ ଏମିତି ତାଙ୍କର ସାହାର୍ଯ୍ୟ ଯାହା ସେଠାରେ ଅନ୍ୟ ଲୋକ ମାନେ ଦେଖିବା ପରେ ମଧ୍ୟ ଟିକେ ବୋଲି ଆହଃ ବୋଲି କହି ନଥିଲେ। ଆଉ ସେହି ରାସ୍ତାରେ ଜଣେ ଲୋକ ଏମିତି କିଛି କରି ଚର୍ଚ୍ଚାକୁ ଆସିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯାହା ସୋସିଆଲ ମିଡ଼ିଆରେ ପ୍ରଶଂସା ର ସୁଅ ଛୁଟୁଛି। ଆଉ ଏହି ବ୍ୟକ୍ତି ଜଣଙ୍କ ରାସ୍ତାର ଯାଉଥିବା ସମୟରେ ଏହି ମହିଳା ଙ୍କର ଏମିତି ପରିସ୍ଥିତି ଦେଖିବା ପରେ ସଂଗେ ସଙ୍ଗେ ଏହିଭଳି କିଛି କରିଥିଲେ।

ଏହି ଘଟଣା ଟିରେ ଜଣେ ମହିଳା ଆସିଥିଲେ ମୁଣ୍ଡରେ ଆମ୍ବ ଆଣିକି କିଛି ଏକ ଜିନିଷ ଭିତରେ ଆଉ ତାପରେ ତାଙ୍କ ମୁଣ୍ଡ ରୁ ସବୁ ପଡି ଯାଇଥିଲା ଯାହା ସୋସିଆଲ ମିଡ଼ିଆରେ ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ସେହିଠାରେ ପଡିବା ପରେ ସେଠାରେ କେହି ଆସି ନଥିଲେ ସାହାର୍ଯ୍ୟ କରିବା ପାଇଁ ଯାହା ଏଠାରେ ସେହି ହନୁମାନ ସାଜି ଆସିଥିବା ବ୍ୟକ୍ତି ଜଣଙ୍କ କରିଛନ୍ତି। ଆଉ ଏବେ ସେହି ବ୍ୟକ୍ତି ସାରା ଦୁନିଆ ରେ ଚର୍ଚ୍ଚା ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।