ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଘଟଣା ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଭଲ ଭାବରେ ଜାଣିଥିବେ | ତେବେ ଭୁବନେଶ୍ୱର ରେ କିଶୋର ଭାଇ ଙ୍କ ମୋଟନ କହିଲେ ବେଶ ଫେମସ | କିନ୍ତୁ ସେହି ମୋଟନ ଦୋକାନରେ ହେଉଛି ନିମ୍ନ ମାନର ଖାଇବା ତିଆରି |ଆଉ ଯେଉଁଥିପାଇଁ BMC ପକ୍ଷରୁ ତାଙ୍କୁ ହଟେଲ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଥିଲା | ଆଉ ଯାହା ଜଣା ପଡିଛି କି BMC ପକ୍ଷରୁ ନିର୍ଦେଶ ଦେବା ପରେ ମଧ୍ୟ କିଶୋର ଭାଇ ସେ ସବୁ କୁ ମାନି ନ ଥିଲେ ଆଉ ପୁଣି ଥରେ ନିଜର ହଟେଲ କୁ ଖୋଲିଥିଲେ | ଆଉ ଯେଉଁଥିପାଇଁ ଆଜି କିଶୋର ଭାଇ ଙ୍କ ମୋଟନ ହଟେଲ କୁ ଭାଙ୍ଗି ଦିଆଯାଉଛି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଜଣା ପଡିଛି କି ପାର୍ବଣ ର ସମୟ ଚାଲୁଥିବା ଖାଦ୍ୟରେ କୁଆଲିଟି ବିଷୟରେ ଯାଞ୍ଚ କରିବା ପାଇଁକି BMC ପକ୍ଷରୁ ଏକ ସ୍ପେସିଆଲ ଟିମ ପଠାଯାଇଥିଲା | ଆଉ ଯେଉଁଥିରେ ଦେଖିବାକୁ ମିଳିଥିଲା କି କିଶୋର ଭାଇ ମୋଟନ ଦୋକାନରେ ନିମ୍ନ ମାନର ଖାଇବା ପ୍ରସ୍ତୁତ ହେଉଛି |ତେବେ ନାଲି ମୋଟନ ଝୋଳ ସାଙ୍ଗକୁ ଅନ୍ୟନ୍ୟ ତରକାରୀ ଖାଇ ସମସ୍ତେ ମଜା ନେଉଥିବା ଭୁବନେଶ୍ୱର ଭଳି ସହରରେ ଏବେ ଚାଲିଛି ଦୁର୍ନୀତି ଆଉ ଠକାମି ତାହା ପୁଣି ଖାଇବା ଜିନିଷ କୁ ନେଇକି | ଆଉ ଯାହା ଜଣା ପଡିଛି କି କିଶୋର ଭାଇଙ୍କ ମୋଟନ ଝୋଳ ରେ ଢାଲୁଛନ୍ତି ରଙ୍ଗ ଆଉ ଏକ୍ସପାୟାର ହେଇ ଯାଇଥିବା ସର୍ସ | ଆଉ ତାହା ସାଙ୍ଗକୁ ବାସୀ କଙ୍କଡା ତରକାରୀ ମଧ୍ୟ ଦେଉଛନ୍ତି |
ତେବେ ଖାଦ୍ୟକୁ ଯାଞ୍ଚ କରିବା ପାଇଁ ଭୁବନେଶ୍ୱର ରେ BMC ବା ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନ ର ଏକ ସ୍ପେସିଆଲ ଟିମ ଯାଇଥିଲା | ଆଉ ଯେଉଁଠି ଜଣା ପଡିଥିଲା କି କିଶୋର ଯେଉଁ ମୋଟନ ତରକାରୀ କରୁଛନ୍ତି ସେଥିରେ ଢାଲୁଛନ୍ତି ରଙ୍ଗ ଆଉ ଖରାପ ସର୍ସ | ଆଉ ଯେଉଁ ତରକାରୀ ମଧ୍ୟ ଖାଇବା ପାଇଁ ଦେଉଛନ୍ତି ତାହା ବାସୀ ଜିନିଷ ଅଟେ |ଆଉ ଯେଉଁଥିରେ ଜଣା ପଡିଥିଲା କି ଏହିଭଳି ଭାବରେ ପୂର୍ବରୁ ତାଙ୍କର ଏହି ନିମ୍ନ ମାନର ଖାଇବାକୁ ନେଇକି ପ୍ରଶ୍ନ ଉଠିଥିଲେ |
ତାହା ବ୍ୟତୀତ ଦହିବରା ଆଉ ଗୁପଚୁପ ପାଇଁ ଯେଉଁ ଲାଇସେନ୍ସ ଅଣାଯାଏ ସେହି ଲାଇସେନ୍ସ କୁ ଆଣିକି ସେ ଦୋକାନ ଚଳାଉ ଥିଲେ | ତାହା ବ୍ୟତୀତ ବେଆଇନ ଭାବରେ ସରକାରୀ ଜାଗା ରେ ଦୋକାନ ଖୋଲିଛନ୍ତି | ତେବେ BMC ସୂଚନା ଦେବା ପରେ ବି ସେ ଦୋକାନ ଖୋଲିଥିଲେ ଆଉ ଲକ୍ଷ ଲକ୍ଷ ଟଙ୍କାର ବେପାର କରିଥିଲେ | ଆଉ ଯେଉଁଥିପାଇଁ ଆଜି କିଶୋର ଭାଇଙ୍କ ମୋଟନ ଦୋକାନକୁ ଭଙ୍ଗା ଯାଉଛି | ଆଉ ଯେଉଁ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।