ହାତୀ କୁ ଚିଡ଼େଇବା ପଡିଲା ମହଙ୍ଗା, କିଛି କ୍ଷଣ ପରେ ଚାଲିଗଲା youth ଙ୍କର ଜୀବନ, ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0

ଆପଣ ମାନେ ଦେଖି ଥିବେ ନିଜର ଅସାଭଧାନତା ଯୋଗୁ ନିଜର ଜୀବନ ଚାଲିଯାଏ।ବେଳେବେଳେ ପଶୁ ମାନେ କାହାର କ୍ଷତି କରନ୍ତି ନାହିଁ କିନ୍ତୁ ସେମାନଙ୍କୁ ଯିଏ ଆଘାତ ଦେଇ ଥାଏ, ସେ ନିଜକୁ ବଞ୍ଚାଇ ବାକୁ ଯାଇ ସେହି ଆଘାତ ଦେଇ ଥିବା ବ୍ୟକ୍ତି ମାନଙ୍କର କ୍ଷତି କରାଇ ଥାଆନ୍ତି। ଆପଣମାନେ ସୋସିଆଲ ମିଡିଆରେ ମଧ୍ୟ ଦେଖି ଥିବେ କିଛି ହାତୀ ଦଳି ଦେଇ ଥିବାର ଦୃଶ୍ୟ। ପଶୁ ଜନ୍ତୁ ମାନଙ୍କ ଠାରୁ ସବୁବେଳେ ଦୁରେଇ ରହିବା ଉଚିତ ଅଟେ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, କିଛି ଜଙ୍ଗଲୀ ହାତୀଙ୍କୁ ଚିଡାଇବାରୁ ସେ ଖୁବ ଜୋରରେ ରାଗି ଯାଇ ଜଣେ ବ୍ୟକ୍ତିଙ୍କୁ ମାରି ଦେଇ ଥିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ,ଅସାମରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଆସାମ ନୁମାଲୀ ଗଡ଼ରେ ମୋରାଗୀ ଟି ଷ୍ଟେଟରେ କିଛି ଜଙ୍ଗଲୀ ହାତୀ ପଛକୁ ପଛ ଚୁପଚାପ NH 39 ରାସ୍ତା ପାର ହେଉ ଥିଲେ। କ୍ଷେତର ବାଡ଼ ଭାଙ୍ଗି ହାତୀ ପଲ ରାସ୍ତା ପାର ହେବା ସମୟରେ, ସେଠାକାର କିଛି ସ୍ଥାନୀୟ ଲୋକ ମାନେ ସେହି ଜଙ୍ଗଲୀ ହାତୀଙ୍କୁ ଗାମୁଛା ହଲାଇବା ସହ ପାଟି କରି ଚିଡାଇବା ମଧ୍ୟ ଆରମ୍ଭ କରି ଦେଇ ଥିଲେ।ଲଗାତାର ଚିଡାଇବା ଫଳରେ ଉପସ୍ଥିତ ଲୋକ ମାନଙ୍କୁ ମହଙ୍ଗା ପଡି ଯାଇ ଥିଲା, ଯାହା ଫଳରେ କି ସେହି ଦଳର ଗୋଟିଏ ହାତୀ ଖୁବ ଜୋରରେ ରାଗି ଯାଇ ଚିଡି ମଧ୍ୟ ଯାଇ ଥିଲା।

ତେବେ ଚିଡି ଯାଇଥିବା ହାତୀ ଲୋକ ମାନଙ୍କୁ ଦୌଡ଼େଇବା ଆରମ୍ଭ କରି ଦେଇ ଥିଲା। ଦୌଡ଼ା ଦୌଡ଼ି ଭିତରେ ଜଣେ ଯୁବକ ମୁହଁ ମାଡି ତଳେ ଖୁବ ଜୋରରେ ପଡି ଯାଇ ଥିଲେ।ରାଗି ଯାଇ ଥିବା ହାତୀଟି ତାର ଆଗ ପଛ ଗୋଡ଼ରେ ଖୁବ ଜୋରରେ ଦଳି ଚକଡି ଦେଇ ଥିଲା ସେ ଯୁବକଟିକୁ ଏବଂ ତା ପରେ ହାତୀଟି ଚାଲି ଯାଇ ଥିଲା ସେହି ସ୍ଥାନରୁ। ତୁରନ୍ତ ଗୁରୁତ୍ୱର ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ଗୋଲଘାଟ ସିଭିଲ ମେଡିକାଲକୁ ନେଇ ଯାଇ ଥିଲେ। ଏବଂ ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା ମଧ୍ୟ କରିଥିଲେ। ଏଭଳି ଦୃଶ୍ୟ ଦେଖି ଆପଣ ମାନେ ସାବଧାନ ହେଇ ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।