OMG ! ହାତୀର ପାଦ ତଳୁ ଅଳ୍ପକେ ବର୍ତ୍ତିଲେ , ଆଉ ଟିକେ ରେ ପୈତୃକ ପ୍ରାଣ ଚାଲି ଯାଇଥାନ୍ତା… ଦେଖନ୍ତୁ Video

ବେଳେ ବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ବିଭିନ୍ନ ସମୟରେ ନଜରକୁ ଆସିଥାଏ ମଣିଷ ମାନେ ପଶୁ ମାନଙ୍କ ସହିତ ଏମିତି କିଛି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରି ଥାଆନ୍ତି। କିନ୍ତୁ ଏବେ ଏକ ଘଟଣା ନଜରକୁ ଆସିଛି ଯେଉଁଠି ଜଣେ ବ୍ୟକ୍ତି ଯାହା କରିଛନ୍ତି ତାହା ଦେଖିବା ପରେ ମୁଣ୍ଡରେ ହାତ ଦେବେ। ଆଉ ତାଙ୍କର ସେହି ଚଗଲାମୀ ଯାହା ହେଲା ସମ୍ପୂର୍ଣ୍ଣ ପଢିବା ପରେ ଜାଣି ପାରିବେ।

ଏହିଠାରେ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବେଶ ଚର୍ଚା। ଆଉ ଏହି ଘଟଣା ଟିରେ ଏମିତି କିଛି ଘଟଣା ନଜର କୁ ଆସିଛି ଯାହା ବହୁତ ବିପଦ ପୂର୍ଣ୍ଣ। ଏହି ଘଟଣା ଟି କିଛି ଅଭୂତ ପ୍ରକାର ହୋଇଥିଲା ଯାହା ଦେଖିବା ପରେ ସମସ୍ତଙ୍କୁ ମଧ୍ୟ ଡର ଲାଗିଥାଏ ହେଲେ ଏଠାରେ ସେହିପରି କିଛି ଘଟିଛି। ଗୋଟିଏ ହିଂସ୍ର ଜନ୍ତୁ ସହିତ ଯଦି କେହି ଏମିତି ମଜାକ କରେ ତା ପରେ ତାକୁ ହିଁ ଫଳ ଭୋଗିବାକୁ ପଡିଥାଏ ଯାହା ଏହିଠାରେ ଦେଖା ଦେଇଛି। ଆଉ ଏମିତି କିଛି ଏବେ କ୍ୟାମେରା ରେ ରେକର୍ଡ ହେବା ପରେ ତାହା ଏବେ ଘୁରି ବୁଲୁଛି।

ଏହି ଘଟଣା ଟିରେ କିଛି ଅଭୂତ ଘଟଣା ସାମ୍ନାକୁ ଆସିଛି ଯାହା ସାଧାରଣ ଲୋକଙ୍କ ପାଇଁ ବିପଦ ହେଲେ କିଛି ସେହି ପ୍ରକାର ର ବ୍ୟକ୍ତି ରହିଛନ୍ତି ଯିଏ ସବୁ ବେଳେ ସବୁ ସ୍ଥାନରେ ମଜାକ କରିବାକୁ ବେଶୀ ଭଲ ପାଇ ଥାଆନ୍ତି। ଆଉ ସେହି ମଜାକ କେତେବେଳେ ବିଗିଡି ଯାଏ ତାହା କାହାକୁ ଜଣା ନଥାଏ। ଏବେ ଏହିଠାରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଏମିତି କିଛି ଚାଂଚଲ୍ୟକର କାର୍ଯ୍ୟ କରିଛନ୍ତି ଜଙ୍ଗଲ ପାଖ ରାସ୍ତାରେ ଛିଡା ହୋଇ। ସେଠାରେ ହାତୀ ସହିତ କିଛି ଏମିତି କରିଛି ଯାହା ପାଇଁ ହାତୀ ଟି ଗୋଡେଇ ଆସିଥିଲା ଆକ୍ରମଣ ପାଇଁ କାରଣ ତାକୁ ଚିଡାଇ ଦେଇଥିଲେ ଯାହା ଏହି ଠାରେ ସୁଚନା ଯୋଗ୍ୟ।

ଆଉ ଏଠାରେ ହାତୀ ଟି ବହୁତ ରାଗି ଯାଇ ଗୋଡେଇ ଆସିଲା ଆଉ ସେହି ଯୁବକ ଜଣଙ୍କ ପ୍ରଥମେ ଦଉଡି ଯିବା କୁ ପ୍ରୟାସ କରିଥିଲେ ହେଲେ ଅନ୍ୟ ଜଣେ ଯୁବକ ତାଙ୍କୁ ବଞ୍ଚାଇ ଦେଇଥିଲେ ଯାହା ପାଇଁ ଜୀବନ ପାଇଗଲେ। ଏହି ଘଟଣା ଟିରେ ଯୁବକ ଜଣଙ୍କ ପାଇଁ ଏହି ଯୁବକ ଟି ହାତୀ ଆକ୍ରମଣ ରୁ ଅଳ୍ପକେ ବଂଚିଗଲା। ଆଉ ସେହିଠାରେ ଅନ୍ୟ ଯୁବକ ଟି ଗାଡି ର ସାଉଣ୍ଡ ବହୁତ ଜୋର ରେ କରିଥିଲେ ଯାହା ଦ୍ୱାରା ହାତୀ ଆକ୍ରମଣ ରୁ ବଂଚି ଗଲେ ନହେଲେ ପାଦ ରେ ଚାପି ଦେଇ ଥାଆନ୍ତା ଯାହା ଏଠାରେ ଦେଖିବାକୁ ମିଳିଛି। ଏହି ଘଟଣା ଟି କର୍ଣ୍ଣାଟକ ରାଜ୍ୟରେ ଦେଖା ଦେଇଛି ଯାହା ଜାଣିବାକୁ ମିଳିଛି।

 

Leave a Comment