ତେବେ ଆମେ ଜାଣିଛୁ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ବିଭିନ୍ନ ପ୍ରକାରର ନିୟମ ଗୁଡିକ ରହିଛି | ଆଉ ଏପରି କେତେକ ଲକ୍ଷଣ ରହିଛି ଯାହା କୁ ଦେଖିକି ଆମେ ଜାଣି ପାରିବା କି ଆମ ସହିତ କଣ ଘଟିବାକୁ ଯାଉଛି | ତାହା ଆମ ପାଇଁ ଭଲ ହୋଇବ କି ଖରାପ | ତେବେ ସେହି ଭଳି ଏକ କଥା ହେଉଛି ଆମର ହାତର ରେଖା | ଆଉ ଯାହା କୁ ଦେଖିଲେ ଆମେ ଜାଣି ପାରିବା କି ଆମ ସହିତ କଣ ଘଟିବାକୁ ଯାଉଛି | ଆମର ହାତରେ କେଉଁ ରେଖା ରହିଲେ ତାହା ଆମର ଶୁଭ ହୋଇଥାଏ ଓ କେଉଁ ରେଖା ରହିଲେ ଆମର ଜୀବନରେ ଉନ୍ନତି ହେବ | ତାହେଲେ ଆସନ୍ତୁ ତାହା ଉପରେ ନଜର ପକାଇବା |
ତେବେ କୁହାଯାଉଛି କି ହାତରେ ରେଖା ଆମର ଭାଗ୍ୟକୁ ନିର୍ଧାରିତ କରିଥାଏ | ତେବେ କେଉଁ ରେଖା ଆମର କଣ ପରିବର୍ତ୍ତନ କରିଥାଏ ଭାଗ୍ୟ ରେ ଆସନ୍ତୁ ସେ ବିଷୟରେ ଜାଣିବା |
1-ତେବେ କୁହାଯାଉଛି କି ଯଦି ଆପଣ ଙ୍କର ଭାଗ୍ୟ ର ରେଖା ଓ ହସ୍ତକ ରେଖା ମଝିରେ ଷ୍ଟାର ଚି଼ହ୍ନ ରହିଥାଏ ତାହେଲେ ଆମେ ଜାଣି ପାରିବା କି ସେମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି ଓ ସେମାନଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ ଧନ ଯୋଗ ଅଛି |
2-ଯଦି ଆପଣ ଙ୍କର ତର୍ଜନୀ ଆଙ୍ଗୁଳି ର ମଝିରେ ଷ୍ଟାର ଚି଼ହ୍ନ ବା ନକ୍ଷତ୍ର ଚି଼ହ୍ନ ଥାଏ ତାହେଲେ ସେହି ବ୍ୟକ୍ତି ଭାଗ୍ୟବାନ ହୋଇଥାଏ |
3-ଯଦି ଆପଣଙ୍କର ଅନାମିକା ଆଙ୍ଗୁଳି ର ପ୍ରଥମ ପବ ରେ ଦୁଇଟି ଦ୍ଵିତୀୟ ରେ ତିନୋଟି ଓ ତୃତୀୟ ରେ ଦୁଇଟି ଗାର ଥାଏ ତାହେଲେ ସେମାନେ ଧନି ହୋଇଥାନ୍ତି |
4-କୁହାଯାଏ କି ଜୀବନ ରେଖା ରୁ ଛୋଟ ଛୋଟ ରେଖା ଯଦି ମଧ୍ୟମା ଆଙ୍ଗୁଳି ଆଡକୁ ଓ ଅନାମିକା ଆଙ୍ଗୁଳି ଆଡକୁ ଯାଇଥାଏ ତାହେଲେ ସେମାନେ ଜୀବନରେ ସଫଳତା ପାଇଥାନ୍ତି |
5-ମଧ୍ୟମା ରେଖା ରୁ ଛୋଟ ଛୋଟ ରେଖା ବାହାରି ଯଦି ଦୁଇ ଆଡକୁ ଯାଇଥାଏ ତାହେଲେ ସେମାନଙ୍କର ଆୟ ଭଲ ହୋଇଥାଏ ଓ ଧନି ହୋଇଥାନ୍ତି |
6-ଏହା ବ୍ୟତୀତ ଜୀବନ ରେଖା ରୁ ଯଦି ଆପଣଙ୍କର ଭାଗ୍ୟ ରେଖା ବାହାରିଥାଏ ତାହେଲେ ସେମାନେ ଜୀବନରେ ବହୁତ ସଫଳତା ପ୍ରାପ୍ତି କରିଥାନ୍ତି ବୋଲି କୁହାଯାଇଥାଏ |
7-ଜୀବନ ରେଖା ରୁ ଛୋଟ ଛୋଟ ରେଖା ବାହାରି ଯଦି ତର୍ଜନୀ ଆଙ୍ଗୁଳି ଆଡକୁ ଯାଇଥାଏ, ତାହେଲେ ସେମାନଙ୍କର ଜୀବନରେ କୌଣସି ଅଭାବ ଦେଖା ଯିବ ନାହିଁ ବୋଲି କୁହାଯାଉଛି |
8-ଯଦି ଭାଗ୍ୟ ରେଖା ଉପରେ ଚତୁର୍ଭୁଜ ର ଚି଼ହ୍ନ ଥାଏ ତାହେଲେ ସେମାନେ ଆର୍ଥିକ କ୍ଷେତ୍ରରେ ମୁକ୍ତି ପାଇ ନ ଥାଏ ବୋଲି କୁହାଯାଉଛି |
9-ଯଦି ଭାଗ୍ୟ ରେଖା ର ଉପରେ ଦୀପ ପରି ବା ଆଖି ପରି ଚି଼ହ୍ନ ଥାଏ ତାହେଲେ ସେମାନଙ୍କର ଧନ ହାନି ଘଟିଥାଏ |
ତେବେ ଏହା ଥିଲା ଆମ ହାତର ରେଖା ରୁ ଆମର ଭାଗ୍ୟଫଳ ନିର୍ଣ୍ଣୟ ର ଉପାୟ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।