New Twist – ହତ୍ୟାକାରୀ ଶିବ କହୁଛି ମୋ ମୁଣ୍ଡ ଗରମ କରନି ନେହେଲେ ସବୁକିଛି ଓଲଟ ପାଲଟ ହେଇଯିବ… ଦେଖନ୍ତୁ Video

କିଛି ଦିନ ତଳେ ଏକ ଅଭାବନୀୟ ଘଟଣା କଟକ ଜିଲ୍ଲାର ମାହାଙ୍ଗା ନିକଟରେ ଦେଖା ଦେଇଥିଲା ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଚର୍ଚ୍ଚା ମଧ୍ୟ ହୋଇଥିଲା। ଆଉ ସେହି ଘଟଣା ରେ ଗୋଟିଏ ପରିବାର ର ସମସ୍ତଙ୍କୁ ନିଜ ଭାଇ ମାରି ଦେଇଥିଲା ହେଲେ ବର୍ତ୍ତମାନ ଜେଲ ରେ ରହିଛି। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ। ଏହିଠାରେ ନଜରକୁ ଆସିଛି ପୁଣି ମାହାଙ୍ଗା ମର୍ଡର ର ଘଟଣା ଯାହା କିଛି ଦିନ ତଳେ ଘଟି ଯାଇଥିଲା ଏବଂ ହତ୍ୟାକରି କୁ ମଧ୍ୟ ପୋଲିସ ଗିରଫ କରିଛନ୍ତି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ।

ଆଉ ଏବେ ତାଙ୍କର ଆଉ ଏକ ରହସ୍ୟ ସାମ୍ନାକୁ ଆସିଛି। ଆଉ ମୁଖ୍ୟ ଅଭିଯୁକ୍ତ ଏବେ ଜେଲ ର ଚାରିକାନ୍ଥ ଭିତରେ ସୂଚନା ଯୋଗ୍ୟ। ଆଉ ଏହିଠାରେ ରହିକି ପୋଲିସ ଙ୍କୁ ମଧ୍ୟ କିଛି କହିଛି ଯାହା ଦାବି ରେ । ଆଉ ସେ ଜେଲ ରହିଥିଲେ ମଧ୍ୟ ଡର ନାହିଁ ଏବଂ ଦିନ ରେ କିଛି ଭଲ ଖାଦ୍ୟ ଦେବା ପାଇଁ ରାଗିକି କହିଛି ନହେଲେ ମୁଣ୍ଡ ଖରାପ ହୋଇଯିବ ଭଳି କିଛି କହିଛି ଯାହା ଏବେ ଶୁଣିବାକୁ ମିଳିଛି। ଏହିଠାରେ ସେହି ମାହାଙ୍ଗା ର ଗୋଟିଏ ପରିବାର ର ୫ ଜଣଙ୍କୁ ମାରିବା ପରେ ମଧ୍ୟ ତାହାର ରାଗ ଶାନ୍ତ ଓ ବଦଳି ଯିବା ତାହା ମନ ଭିତରେ ନଥିଲା।

ଆଉ ଏବେ ପୋଲିସ ର ଗିରଫ ପରେ ଜେଲ ରେ ଏମିତି କିଛି ଦାବି କରିଛି ତାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଆଉ ମଧ୍ୟ ପୋଲିସ ତିନି ଦିନ ରିମାଣ୍ଡ ନେବା ପରେ କିଛି ସତ ସାମ୍ନାକୁ ଆସିଛି ।ମୁଖ୍ୟ ଅଭିଯୁକ୍ତ କହିଛି ଯେ ମୁଁ ନିଜେ ୫ ଜଣ ଙ୍କୁ ଗୋଟିଏ ପରେ ଗୋଟିଏ ଚୋଟ ପକେଇଛି। ଆଉ ସାମାନ୍ୟ ଟିକିଏ ଜମି ପାଇଁ ଦୁଇ ଭାଇ ଭିତରେ ବହୁତ ଦିନ ହେବ ଝଗଡା ଲାଗି ରହିଥିଲା ଆଉ ଅଭିଯୁକ୍ତ ଶିବ ସାହୁ ଜାଣିଥିଲା ଯେ ତାଙ୍କ ପରିବାର କୁ ମାରି ଦେବା ପରେ ସେହି ଜାଗା ବାଡ଼ି ସବୁ ମୋର ହୋଇଯିବ।

ହତ୍ୟା ପରେ ତାକୁ ଜେଲ ହେବ ବୋଲି ତାହା ମଧ୍ୟ ଜାଣିଥିଲା ଯାହା ଏବେ ସୂଚନା ଯୋଗ୍ୟ। ଏଠାରେ ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ସବୁ ସତ ପୋଲିସ ଆଗରେ କହିବା ପରେ ତାଙ୍କୁ ଜେଲ କୁ ପଠାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଯଦି ଆବଶ୍ୟକ ପଡେ ପୁଣି ରିମାଣ୍ଡରେ ନିଆ ଯିବା ନେଇ ମାହାଙ୍ଗା ପୋଲିସ କହିଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଅଭିଯୁକ୍ତ କିପରି ନିଜ ରକ୍ତର ଲୋକ ମାନଙ୍କ ରାତି ଅଧରେ ମାରିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ହେଲେ ଏଠାରେ ସେ ନିଜେ ମାନିଛି ଯେ ଏକା ମାରିଛି ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment