Breaking News – ଆସିଲା ବଡ଼ ଖବର ! ଗୋପାଳ ଦାସ ଙ୍କ ଭାଇ ଜାଣିଥିଲା ମର୍ଡର ପ୍ଲାନ କଥା…ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ନବ ଦାସ ଙ୍କର ମୃତୁ ଘଟଣା କୁ ନେଇକି ତଦନ୍ତ ଜୋର ଧରିଛି | କାହିଁକି ଓ କଣ ପାଇ ଗୋପାଳ କୃଷ୍ଣ ଦାସ ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ ଘଟଣା ପଛରେ ତାଙ୍କର କୌଣସି ବ୍ୟକ୍ତିଗତ କାରଣ ରହିଥିଲା ନା ଅନ୍ୟ କୌଣସି କାରଣ ରହିଛି ତାହା ପାଇ ଲାଗି ପଡିଛି ପୋଲିସ | ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ନବ ଦାସ ଙ୍କର ଡ୍ରାଇଭର ଓ PSO ଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ପୋଲିସ |ତାହା ସହିତ ନବ ଙ୍କର ପରେ ସେହ ଆସନ ରେ କିଏ ବସିବେ ସେ ନେଇ ମଧ୍ୟ ବିଧାନସଭା ରେ କଥା ଚାଲିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରଲ ହେଉଥିବା ସପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆଉ ମିଳିଥିବା ସୂଚନା ଅନୁସାରେ ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଏ ଡି ଯେ ଅରୁଣ ଗୋଥ୍ରା ଓ କ୍ରାଇମବ୍ରାଞ୍ଚ ଟିମ ମିଶି ନବ ଙ୍କର ଡ୍ରାଇଭର ଓ PSO ଙ୍କୁ ଜେରା କରିବା ପାଇ ଲାଗିଛନ୍ତି | ନବ ଙ୍କର ଉପରକୁ ଗୁଳି ଚଳାଉଥିବା ବେଳେ ଡ୍ରାଇଭର କଣ କରୁଥିଲେ, ସେମାନେ ଗୋପାଳ ଦାସ ଗୁଳି ଚଳାଇଥିବା ସମୟରେ ଦେଖିଥିଲେ କି ନାହିଁ, ସେହି ସମୟରେ ପରିସ୍ଥିତି କେମିତି ଥିଲା, ସେହି ଭଳି PSO ଙ୍କୁ ମଧ୍ୟ 60 ରୁ ଅଧିକ ପ୍ରଶ୍ନ କରିବାକୁ ଲାଗିଥିଲେ କ୍ରାଇମବ୍ରାଞ୍ଚ ପୋଲିସ |

ଅନ୍ୟ ପକ୍ଷରେ ଗୋପାଳ ଙ୍କ ପାଖିରୁ ମିକିଥିବା 9mm ପିସ୍ତୋଲ, ତିନି ରାଉଣ୍ଡ ଗୁଳି ଓ ମୋବାଇଲ କୁ ଜବତ କରିଛି ପୋଲିସ ଫୋରେନସିକ ଲେବ କୁ ପଠା ଯାଇଛି ଓ କୁହଜାଉଛିଙ୍କି ମୋବାଇଲ ରେ ଅନେକ ତଥ୍ୟ ମିଳିବାର ସମ୍ଭାବନା ରହିଛି ତେଣୁ ମୋବାଇଲ ରେ କାହା ସହିତ କଥା ହୋଇଛନ୍ତି କଣ ଚାଟିଙ୍ଗ କରିଛନ୍ତି ସେ ସମସ୍ତ କଥା ଯାଞ୍ଚ ଚାଲିଛି | ତାହା ସହିତ ଗୋପାଳ ଦାସ ଙ୍କର ପରିବାର ସହିତ ଦେଖା କରି ବ୍ରହ୍ମପୁର ରେ ପହଞ୍ଚି ସେଠାରେ ମାଧ୍ୟ ପଚାରା ଉଚରା କରୁଛି ପୋଲିସ |

ସେପଟେ ନବ ଦାସ ଙ୍କର ଭାଇଙ୍କୁ ମଧ୍ୟ ଉଠାଇ ନେଇ ପଚରା ଉଚରା କରୁଛି ପୋଲିସ |ଏହା ବ୍ୟତୀତ ସେଠାରେ ଝାଡ଼ସୁଗୁଡା ରେ ହୋଇ ପାରେ ଉପ ନିର୍ବାଚନ | ନବ ଙ୍କର ଆସନ ଖାଲି ଥିବାରୁ ସ୍ୱାମୀ ସ୍ଥାନରେ ବର୍ତ୍ତମାନ କିଏ ବସିବେ ସେ ନେଇ ମଧ୍ୟ କାର୍ଯ୍ୟକ୍ରମ ଚାଲିଛି |ଆଉ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନ ଙ୍କୁ ମଧ୍ୟ ବିଧିବଦ୍ଧ ଭାବରେ ଉଲ୍ଲେଖ କରାଯାଇଛି |ଆଉ ଯାହା କୁହାଯାଉଛି କି ନବ ଙ୍କ ଝିଅ ଦୀପାଳି ଦାସ ନବ ଙ୍କ ଆସନ ନେଇ ପାରନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment