ବୀଚ ରାସ୍ତା ଉପରେ ଓଡିଶା ମନ୍ତ୍ରୀଙ୍କ ପୁତୁରାର ଦବଙ୍ଗ ଗିରି… ମହିଳା ସହିତ କଲେ ଏମିତି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଏଭଳି ଏକ ଭିଡିଓ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମନ୍ତ୍ରୀ ଙ୍କ ପୁତୁରା ବୋଲି ନିଜକୁ ପାୱାର ଫୁଲ ମନେ କରିକି ରାସ୍ତା ଉପରେ କାହାକୁ ନ ଡରି ସମସ୍ତଙ୍କୁ କରିବାକୁ ଲାଗି ଗଲାଣି ଖରାପ ବ୍ୟବହାର | ଆଉ ଯାହା ପାଇଁକି ଦେଖିବାକୁ ମିଳିଛି କି ଏହି ଘଟଣାରେ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ନଜର ପକାଇବା |

ତେବେ ଏଠାରେ ଆମେ କହିବାକୁ ଯାଉଛୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ବିଷୟରେ ଯିଏ କି ଜଣେ ଜଣା ଶୁଣା ନାଁ କରା ମନ୍ତ୍ରୀ ଜଣେ | ଆଉ ଯେଉଁଠି ତାଙ୍କର ପୁତୁରା ଅମରେନ୍ଦ୍ର ସ୍ୱାଇଁ ଯାହାକୁ ବିକି ବୋଲି କୁହାଯାଉଛି ସେ ରାସ୍ତା ଉପରେ କରିବାକୁ ଲାଗିଛନ୍ତି ଜଣେ ମହିଳା ଙ୍କ ଉପରେ ଅସତ ଆଚରଣ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମହିଳା ଜଣଙ୍କ ରାସ୍ତା ରେ ଯାଉଥିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଥିଲା | ଆଉ ଏଭଳି ଘଟଣା ଟି ତ୍ରିସୁଳିଆ ଛକ ନିକଟରେ ହୋଇଥିଲା ବୋଲି ଜଣା ପଡିଥିଲା | ଆଉ ଏହି ଘଟଣା ରେ ପ୍ରତିକ୍ରିୟା ରଖିଥିଲେ ବିକି |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଏଭଳି ଘଟଣା ଘଟିବ ପରେ ମହିଳା ଜଣଙ୍କ ଭୁଲ ମଧ୍ୟ ମାଗିଥିଲେ ଆଉ ଭୁଲ ରେ ଏଭଳି ଘଟଣା ଟି ଘଟିଛି ବୋଲି ମଧ୍ୟ କହିବାକୁ ଲାଗିଥିଲେ | କିନ୍ତୁ ତାଙ୍କର କଥା କୁ ଖାତିରି ନ କରି ଗାଳିବାକୁ ଲାଗିଥିଲେ ବିକି ଆଉ କହିଥିଲେ ତାଙ୍କର ହେଲିମେଟ କାହିଁ ବୋଲି | ଆଉ ଏଭଳି ଗୋଟିଏ ଭୁଲ କଣ ପାଇଁ କରିଲେ ବୋଲି | ତାହା ସହିତ କହିବାକୁ ଲାଗିଥିଲେ କି ମହିଳା ଙ୍କ ସହିତ ତାଙ୍କର ସ୍କୁଟି କୁ ମଧ୍ୟ ଟେକିକି ନେଇକି ପଳେଇବେ ବୋଲି କହି ଅସଦାଚରଣ କରିବାକୁ ଲାଗିଥିଲେ |

ତେବେ ମନ୍ତ୍ରୀ ଙ୍କର ପୁତୁରା ହୋଇଥିବାରୁ ତାଙ୍କ ଉପରକୁ କେହି କୁହନ୍ତି ନାହିଁ ବୋଲି କୁହାଯାଉଛି | ତେବେ କହିବା କଥା କି ଯେଉଁ ଜଣ ସାଧାରଣ ଙ୍କ ପାଇଁ ତାଙ୍କର ଦାଦା ଆଜି ମନ୍ତ୍ରୀ ହେଇପାରିଛନ୍ତି ତାଙ୍କର ପୁତୁରା ହେଇକି ଏହିଭଳି କାମ ଅତ୍ୟନ୍ତ ନିନ୍ଦ ନିୟ ଅଟେ | ତେବେ ସେ ପୂର୍ବରୁ ପ୍ରତାପ ନଗର ନିକଟରେ ଦୁଇ ବସ ର ଡ୍ରାଇଭର କୁ ମାଡ଼ ଗାଳି ଅଭିଯୋଗ ରେ ଥାନା ରେ ଅଛନ୍ତି | ଆଉ ଏବେ ତାଙ୍କ ନାଁ ରେ 14 ଟି କେଶ ଅଛି ବୋଲି କୁହାଯାଉଛି | ଆଉ ମହିଳା ଙ୍କ ସହିତ ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment