ହଁ ଦର୍ଶକ ବନ୍ଧୁ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ଗତ କିଛି ମାସ ହେବ ଅର୍ଶଦୀପ ଙ୍କ ପାଇଁ ବହୁତ କଷ୍ଟକର ହେଉଛି | ଏହାର କାରଣ ହେଉଛି ଗତ କିଛି ମାସ ପୂର୍ବରୁ ଅନୁଷ୍ଠିତ ଏସିଆ କପ ରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏକ ମ୍ୟାଚ ରେ ଅର୍ଶଦୀପ ପାକିସ୍ତାନ ର ଆସିଫ ଅଲି ଙ୍କ କ୍ୟାଚ ଛାଡିଥିଲେ ଯାହାର ପରିଣାମରେ ଭାରତ କୁ ଦେବାକୁ ପଡିଥିଲା | ତେବେ ଆସିଫ ଅଲ୍ଲୀ ଙ୍କ ଏହି କ୍ୟାଚ ପାଇଁ ଭାରତ ଠାରୁ ବିଜୟ ଛଡାଇ ନେଇଥିଲା ପାକିସ୍ତାନ | ଯାହା ଫଳ ରେ ଭାରତୀୟ ପଶଂସକ ମାନେ ଅର୍ଶଦୀପ ଙ୍କ ଖଲିସ୍ଥାନ କହି ଟ୍ରଲ କରିବା ଆରମ୍ଭ କରିଦେଇଥିଲେ ବୋଲି ଜଣା ପଡିଥିଲା | ତାପରେ ସେ ଯେଉଁ ପ୍ରକାର ପ୍ରଦର୍ଶନ କରିଛନ୍ତି ସତରେ ତାହା ଦେଖିବା ଯୋଗ୍ୟ ଥିଲା | ତେବେ ଏଠାରେ କୁହାଯାଉଛି କି ଅର୍ଶଦୀପ କୁ ବୋଲିଂ ରେ ଦେଖନ୍ତି ନାହିଁ ତାଙ୍କ ମା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |
ହଁ ଦର୍ଶକ ବନ୍ଧୁ ଏବେ ଅଷ୍ଟ୍ରେଲିଆ ଚାଲିଥିବା ଟି -20 ବିଶ୍ୱକପ ରେ କିଛି ଦିନ ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-20 ବିଶ୍ବକପର ଏକ ସୁପର-12 ମ୍ୟାଚରେ ଭାରତ ଆଗରେ 160 ରନର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ | ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ | ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଇନିଂସ ଆରମ୍ଭ କରିଥିଲେ |
କିନ୍ତୁ ଭାରତୀୟ ବୋଲର ଅର୍ଶଦୀପ ସିଂ ଶାଣିତ ବୋଲିଂ ଆଗରେ ଉଭୟ ତାରକା ବ୍ୟାଟ୍ସମ୍ୟାନ ବେଶିସମୟ ତିଷ୍ଠି ପାରିନଥିଲେ | ବାବର ୦ ଓ ରିଜଓ୍ବାନ 4 ରନ କରି ଆଉଟ ହୋଇଥିଲେ | ତେବେ ଏହି ମ୍ୟାଚ ପରେ ଏକ କଥା ସାମ୍ନା କୁ ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ହଁ ଦର୍ଶକ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ସେ ବିଷୟରେ |ତେବେ ଦର୍ଶକ ବନ୍ଧୁ ସୂଚନା ଅନୁଯାୟୀ ଅର୍ଶଦୀପ ଙ୍କୁ ବୋଲ କରିବାରେ ତାଙ୍କ ମା ” ଦେଖନ୍ତି ନାହିଁ କାରଣ ତାଙ୍କ ପୁଅ ବୋଲିଂ କରିବା ସମୟରେ ତାଙ୍କ ପୁଅ ର ବୋଲ କୁ କେହି ପ୍ରହାର କରୁ ସେ ତାହା ଚାଁହାନ୍ତି ନାହିଁ | ସେଥିପାଇଁ ସେ ଯେତେବେଳେ ଖେଳ ଆରମ୍ଭ ହୁଏ ଗୁରୁକୁଳ ବା ଗୁରୁ ନାନକଙ୍କ ଆଗରେ ବସି ପାର୍ଥନା କରିଥାନ୍ତି ବୋଲି କହିଛନ୍ତି ତାଙ୍କ ମା |
ଆଉ ତାଙ୍କ ବାପା ଏକଥା ମଧ୍ୟ କହିଛନ୍ତି ଯେ | ଯେତେବେଳେ ତାଙ୍କ ପୁଅ ର ଖରାପ ପ୍ରଦର୍ଶନ ପାଇଁ ଲୋକେ ବହୁତ କଥା କହିଥାନ୍ତି ମୁ ସେ ସବୁକୁ ଅଣଦେଖା କରିଥାଏ | ମନ କଷ୍ଟ ଥାଏ କିନ୍ତୁ ଅଣଦେଖା କରିବାକୁ ପଡେ କାରଣ ଏହିସବୁ ରେ ଏ ସମସ୍ତ ଘଟଣା ଘଟିଥାଏ ଏହାକୁ ରକାଯାଇ ପାରିବ ନାହିଁ ତେଣୁ ମୁଁ ଚୂପ ରୁହେ ବୋଲି କହିଥିଲେ ଅର୍ଶଦୀପ ଙ୍କ ବାପା | ଆଉ ଯେଉଁ ଘଟଣା ଟି ପ୍ରକାଶ କରିବା ପରେ ସମସ୍ତ କ୍ରିକେଟ ପ୍ରେମୀ ମାନେ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ |ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।