ହେ ଭଗବାନ ! ଝିଅଟି ର ଏମିତି ଅବସ୍ଥା ଥରେ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ, ଗୋଟିଏ ସହାୟତା ପାଇଲେ ଝିଅ ଟି ଭଲ ହୋଇପାରନ୍ତା…

0

ତେବେ ସୋସିଆଲ୍ ମିଡିଆରେ ପ୍ରାୟ ପ୍ରତିଦିନ ଏପରି ଅନେକ ପିଲା ଙ୍କ ଫଟୋ ସବୁ ଭାଇରାଲ୍ ହେଉଛି, ଯେଉଁ ପିଲା ମାନେ କି ସାଧାରଣ ପିଲା ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା। ଦୁନିଆ ରେ ପ୍ରତିଦିନ ହଜାର ହଜାର ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି । କିନ୍ତୁ ସମସ୍ତେ ସମାନ ହୋଇ ଜନ୍ମ ଗ୍ରହଣ କରି ନଥାନ୍ତି । ସେମାନଙ୍କ ମଧ୍ୟ ରୁ କିଛି ଶିଶୁ ଙ୍କ ର ହାତ ଭଲ ଭାବରେ ହୋଇ ନଥାଏ ତ କାହାର ଗୋଡ଼ ।।

ଏହି ଭଳି ଶିଶୁ ମାନଙ୍କୁ ଆମେ ଆବନର୍ମାଲ ଶିଶୁ ବୋଲି କହି ଥାଉ । ପ୍ରତିଦିନ ହଜାର ହଜାର ଏହି ପରି ଶିଶୁ ଜନ୍ମ ଗ୍ରହଣ କରି ଥାଆନ୍ତି ଯାହାର ମୁଣ୍ଡ ଶରୀର ଠାରୁ ବଡ଼ ତ କାହାର ହାତ ଗୋଡ଼ ସମାନ ସାଇଜ ର ନୁହଁ ।

ତେବେ ଏମାନଙ୍କ ଅଙ୍ଗ ରେ କିଛି ତ୍ରୁଟି ଦେଖାଯାଏ ଯାହା ଦ୍ଵାରା ସେମାନେ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି । ଏମାନେ ସାଧାରଣ ଶିଶୁ ମାନଙ୍କ ଠାରୁ ଅଲଗା ହୋଇ ଥାଆନ୍ତି ଯାହାକୁ ଦେଖି ସମସ୍ତେ ପ୍ରାୟ ଆଶ୍ଚର୍ଯ୍ୟ ହୋଇ ଥାଆନ୍ତି । ଆମେ ଏମିତି ପିଲା ମାନଙ୍କୁ ପ୍ରାୟତଃ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଇ ଥାଉ । ତେବେ ଆଜି ମଧ୍ୟ ସେମିତି ଏକ ଶିଶୁ ବିଷୟ ରେ ଜାଣିବା ଯାହାର ଫଟୋ ଏବେ ଇଣ୍ଟରନେଟ ରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଶିଶୁ ଟି ବିକଳାଙ୍ଗ ଅଟେ ।

ତେବେ ଏମିତି ଏକ ଘଟଣା ଦେଖିବାକୁ ଟିଏନକେ ଗ୍ରାମ ର ଦେବେସ ପରାଇ ଓ ସୁଜାତା ପରାଇ ଙ୍କ ଘରେ । ସେ ନିଜ ଝିଅ ସୁଜାତା ପରାଈ ଙ୍କ ଘରେ ନିଜ ଗ୍ରାମ ରେ ରହୁଛନ୍ତି। ତେବେ ତାଙ୍କ ଝିଅ ପିଲା ବେଳରୁ ଭିନ୍ନକ୍ଷମ ଅଟେ । ବୟସ ଯେତେ ବଢୁଛି ଝିଅ ର ଅବସ୍ଥା ସେତେ ଅସହାୟ ହେବାକୁ ଲାଗିଛି। ବାପା ମା ନିଜ ଝିଅର ଏମିତି ଅସହାୟ ଅବସ୍ଥା ଦେଖି ମଧ୍ୟ ଚୁପ୍ ରହିଛନ୍ତି କାରଣ ଅର୍ଥାଭାବ ବାପା ମା ଙ୍କ ଗୋଡ଼ ରେ ବେଡି ବାନ୍ଧି ରଖିଛି। ସେମାନଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ ଝିଅ ର ଚିକିତ୍ସା ମଧ୍ୟ କରି ପାରୁ ନାହାଁନ୍ତି।

ତେବେ ସେମାନେ ଝିଅ ଏମିତି ଅବସ୍ଥା ଦେଖି ଚୁପ୍ ରହିଛନ୍ତି। ତେବେ ଏହି ଦରିଦ୍ର ପରିବାର ଙ୍କ ଉପରେ ଜିଲ୍ଲା ପ୍ରଶାସନ , ସରକାର ଆଦି କାହାରି ବି ନଜର ପଡି ନାହିଁ । ଏତେ ଖରାପ୍ ପରିସ୍ଥିତି ହୋଇ ମଧ୍ୟ ଏହି ପରିବାର ଉପରେ କାହାରି ନଜର ପଡି ନାହିଁ । ସେମିତି ଯନ୍ତ୍ରଣା ରେ ପଡି ରହି ଛଟପଟ ହେଉଛନ୍ତି ସୁଜାତା ପରାଈ ।

ତେବେ ଯଦି ସମସ୍ତେ ମିଶି ଏହି ପରିବାର କୁ ସହାୟତା ହାତ ବଢାଇବେ ତେବେ ହୁଏତ ପରିବାର ର ଦୁଃଖ ଦୂର ହୋଇପାରେ । ତେବେ ଯଦି ଆପଣ ଏହି ଝିଅ ଟିକୁ ସାହାର୍ଯ୍ୟ କରିବା ପାଇଁ ଇଛୁକ ଅଛନ୍ତି ତେବେ ତଳେ ଦିଆଯାଇ ଥିବା ଆକାଉଣ୍ଟ କୁ ପଇସା ପଠାଇ ପାରିବେ।

A/C No:-84039009334(State Bank of India) , IFSC No:-SBINORRUKGB , Name:-NIBESH BARAI , Contact No:-9556362049

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।