ଦେଖନ୍ତୁ ଭୟାନକ ଭିଡ଼ିଓ ! ହେ ଭଗବାନ ଧବଳେଶ୍ୱର ମନ୍ଦିରରେ ଉଭା ହେଲେ ” ନାଗ ” ! ପୋଷ୍ଟ ଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ ସବୁ ମନସ୍କାମନା ପୂର୍ଣ୍ଣ ହେବ…..

0

ହିନ୍ଦୁ ଧର୍ମରେ ଅନେକ ଦେବା ଦେବୀ ରହିଛନ୍ତି।ମାତ୍ର ସେମାନଙ୍କୁ ମଧ୍ୟରୁ ତିନି ଜଣଙ୍କୁ ଆମେ ପ୍ରମୁଖ ଦେବତା ବୋଲି କହି ଥାଉ।ସେମାନେ ହେଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରଭୁ ମହାଦେବ ଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମଣିଥାଉ।ମହାଦେବ ହିଁ ସୃଷ୍ଟିର ପାଳନ କର୍ତ୍ତା ବୋଲି କୁହା ଯାଏ।ମହାଦେବ ଏକ ମାତ୍ର ଦେବତା ଯିଏକି ଶିବ ଲିଙ୍ଗ ଆକାରରେ ପୂଜା ପାଆନ୍ତି।ତାଙ୍କୁ ପୂଜା କଲେ ସେ ସମସ୍ତ ବିପଦ କୁ ଦୂର କରନ୍ତି।

ସଂସାରର ମଙ୍ଗଳ ପାଇଁ ସେ ହଳାହଳ ବିଷକୁ ମଧ୍ୟ ପାନ କରି ଥିଲେ।ତେଣୁ ତାଙ୍କୁ ନୀଳକଣ୍ଠ ବୋଲି ମଧ୍ୟ କୁହା ଯାଏ। ତେବେ ସମୁଦ୍ର ମନ୍ଥନ ରେ ଯେତେବେଳେ ଦେବ ଦେବ ମହାଦେବ ହଳାହଳ ବିଷକୁ ପାନ କରି ଥିଲେ ତାଙ୍କ ସହିତ କିଛି ସର୍ପ ମଧ୍ୟ ଏହି ବିଷ ପାନ କରିଥିଲେ ।

ମହାଦେବ ଙ୍କ ବେକରେ ସର୍ବଦା ସର୍ପ କୁ ଦେଖିବା ପାଇଁ ମିଳିଥାଏ । ଅନେକ ପ୍ରଭୁ ମହାଦେବ ଙ୍କ ଭକ୍ତ ମାନେ ସାପ କୁ ପୂଜା କରି ଥାଆନ୍ତି। ଓ ଏହି ସାପ କୁ ଭଗବାନ ମହାଦେବ ଙ୍କ ରୂପ ବୋଲି ମଧ୍ୟ କୁହାଯାଏ। ତେବେ ଭକ୍ତ ଙ୍କ ବିଶ୍ୱାସ ଅନୁସାରେ ପ୍ରଭୁ ଭୋଳାନାଥ ଯେବେ ଯେଉଁ ଭକ୍ତ ଉପରେ ପ୍ରଶର୍ଣ୍ଣ ହୁଅନ୍ତି ତା’ ଉପରେ ଅପାର କୃପା ଓ ଆଶୀର୍ବାଦ ବର୍ଷା କରିଥାନ୍ତି।ଭଗବାନ ଭୋଳାନାଥ ବି ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି ।

ସେ ଭକ୍ତ ମାନଙ୍କୁ କେତେବେଳେ କେଉଁ ରୂପରେ ଦର୍ଶନ ଦେବେ ତାହା କାହାରିକୁ ମଧ୍ୟ ଜଣା ନଥାଏ । ତେବେ ବର୍ତ୍ତମାନ କାର୍ତ୍ତିକ ମାସ ର ସମୟ ଚାଲିଛି ଆଉ ଏହି ମାସ ଟି ଭଗବାନ ଶିବ ଙ୍କ ନାମରେ ସମ୍ପୂର୍ଣ ଭାବେ ସମର୍ପିତ ଅଟେ। କାହିଁ କେତେ ଦୂର ରୁ ଭକ୍ତ ମାନେ ଖାଲି ପାଦ ରେ ପାଣି ନେଇ ଆସି ଥାଆନ୍ତି ଶିବଲିଙ୍ଗ ରେ ଢାଳିବା ପାଇଁ । ପ୍ରାୟ ସବୁ ଲୋକ ଏହି ମାସ ଟିକୁ ସମ୍ପୂର୍ଣ ନିଷ୍ଠା ର ସହିତ ପାଳନ କରନ୍ତି ।ତେବେ ଏହି ସମୟ ରେ ଭଗବାନ ଶିବ ଙ୍କ ର କୃପା ଦେଖିବାକୁ ମିଳିଛି ।

ତେବେ କଟକ ସ୍ଥିତ ଓଡ଼ିଶା ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ଵର ଶିବ ମନ୍ଦିର ରେ ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମନ୍ଦିର ପରିସର ରେ ନାଗ ସାପ ର ଦର୍ଶନ ମିଳିଛି। କାର୍ତ୍ତିକ ମାସ ପରି ପୁଣ୍ୟ ମାସରେ ଏହି ଲୋକ ମାନେ ଏହା ଦେଖି ଅତ୍ୟନ୍ତ ଖୁସି ହୋଇ ଯାଇଛନ୍ତି ଓ ପୂଜା ଅର୍ଚ୍ଚନା ମଧ୍ୟ କରିଛନ୍ତି।

ଲୋକ ମାନଙ୍କ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସ ପରି ପୁଣ୍ୟ ମାସରେ ଧବଳେଶ୍ଵର ମନ୍ଦିରରେ ନାଗ ସାପ ଦର୍ଶନ ଅର୍ଥାତ୍ ସ୍ଵୟଂ ଭଗବାନ ଶିବ ଙ୍କ ଦର୍ଶନ ଅଟେ। ତେବେ ଏହି ସାପ ଟି ମନ୍ଦିର ଗେଟ୍ ର ଗ୍ରୀଲ ଚଢ଼ୁଥିବା ସମୟ ରେ ଲୋକ ମାନେ ଏହାକୁ କ୍ୟାମେରା ରେ କଏଦେ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।