ହେ ଭଗବାନ ! ଗୋଟିଏ ୧୭ ବର୍ଷ ର ଝିଅ ସହିତ ସାପ ଟି ୩୪ ଥର କଲା ଏମିତି କାମ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

0

ଏ ପୃଥିବୀ ରେ ଅନେକ ଚାମତ୍କାର ଓ ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟି ଥାଏ। ବେଳେ ବେଳେ ଏମିତି କିଛି ଘଟଣା ସବୁ ଘଟି ଥାଏ ଯାହା କୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

ଏହି ଘଟଣା ଟି ଆପଣଙ୍କୁ ମିଥ୍ୟା ପରି ଲାଗି ପାରେ କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା।ତେବେ ଏହା କୌଣସି କାଳ୍ପନିକ କାହାଣୀ ନୁହଁ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ସାଧାରଣତଃ ସାପ ର ନାମ ଶୁଣିଲେ ଭୟ ରେ ଦେହ ଥରିବାକୁ ଆରମ୍ଭ କରିଥାଏ। ପ୍ରାୟତଃ ବର୍ଷା ଦିନେ ସାପ ଆମ ଘର ମାନଙ୍କ ରେ ପଶି ଯାଇଥାଏ ଆଉ ଆମେ ଭୟଭୀତ ହୋଇ ଯାଇ ଥାଉ । ଆମ ଭାରତ ରେ ବିଭିନ୍ନ ପ୍ରଜାତି ର ବିଷଧର ସାପ ଦେଖିବାକୁ ମିଳିଥାଏ ଯେମିତି କି ଆନକୋଣ୍ଡା , କୋବ୍ରା , ନାଗ ସାପ କିନ୍ତୁ ଅନେକ ସାପ ଏମିତି ମଧ୍ୟ ଦେଖିବାକୁ ମିଳେ ଯାହା କୁ ଆମେ ଚିହ୍ନି ପାରି ନଥାଉ।ଆଉ ସେ କେଉଁ ପ୍ରଜାତି ର ସାପ ଜାଣି ପାରି ନଥାଉ । ତେବେ ସେମିତି ଗୋଟିଏ ସାପ ଜଣେ ଝିଅ କୁ ଖୁବ୍ ହଇରାଣ କରିଚି ।

ତେବେ ଗୋଟିଏ ସତର ବର୍ଷ ବୟସ ର ଝିଅ ଟିକୁ ଗୋଟିଏ ସାପ ଥରେ କି ଦୁଇ ଥର ନୁହେଁ ୩୪ ଥର ଦଂଶନ କରିଛି। ଝିଅ ଟିକୁ ଯେତେ ବେଳେ ସାପ ପ୍ରଥମ ଦଂଶନ କରି ଥିଲା ସେତେବେଳେ ଝିଅ ଟି ବେହୋସ୍ ହୋଇ ଯାଇଥିଲା। ବେହୋସ୍ ହୋଇପଡ଼ିବା ପରେ ମଧ୍ୟ ଝିଅ ଟି ଆପେ ଆପେ ଉଠିଲା ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଝିଅ ଟିର କିଛି ବି କ୍ଷତି ହୋଇ ନଥିଲା ।

କିନ୍ତୁ ଏହା ବାରମ୍ବାର ୩୪ ଥର ହେବାରୁ ଝିଅ ଟିକୁ ଘର ଲୋକ ମାନେ ଗୁଣିଆ ପାଖକୁ ନେଇ ଯାଇଥିଲେ। ଗୁଣିଆ ସନଦେହରେ ସବୁ କଥା ଶୁଣି ସାରିବା ପରେ ଏହା ପଛରେ ଥିବା ରହସ୍ୟ ବିଷୟ ରେ କହିଲା ଏମିତି ରହସ୍ୟ ଯାହା ବିଶ୍ୱାସ କରିବ ଯୋଗ୍ୟ ନୁହେଁ।

ଗୁଣିଆ କହିବା ଅନୁସାରେ ସାପ ଟି ଝିଅ ଟି ଉପରୁ କୌଣସି ପୂର୍ବ ଜନ୍ମ ର ପ୍ରତିଶୋଧ ନେଉଛି। ପୂର୍ବ ଜନ୍ମ ରେ ସାପ ର କୌଣସି ପ୍ରକାର ଏକ ସମ୍ବଧ ରହି ଥିଲା ସାପ ସହିତ। ଯେଉଁ କାରଣ ରୁ ସାପ ଟି ଝିଅ ଉପରୁ କୌଣସି ପ୍ରକାର ପ୍ରତିଶୋଧ ନେଉଛି। ତେବେ ସେହି ଏରିଆ ରେ ଏହି ଘଟଣା ଟି ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଆଉ ଏହି ନିୟୁଜ ଟି ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।