ଦେଖନ୍ତୁ ଭିଡିଓ : ହେ ଭଗବାନ ! କାଳବୈଶାଖୀ ପବନରେ ଉଡିଗଲେ ବରଯାତ୍ରୀ…..

0

ନିକଟରେ କାଳବୈଶାଖୀ ରାଜ୍ୟର ଅନେକ ସ୍ଥାନରେ ତାଣ୍ଡବ ରଚିଛି। ଏହି କାଳବୈଶାଖୀ କାରଣରୁ ବିଜୁଳି ଘଡ଼ଘଡ଼ି ଏବଂ ପବନ କାରଣରୁ କିଛି ସ୍ଥାନରେ କ୍ଷୟ କ୍ଷତି ମଧ୍ୟ ହୋଇଥିବାର ସୂଚନା ମିଳିଛି।ତେବେ ଏହି ସମୟରେ ସାମ୍ନାକୁ ଆସିଛି ଆଉ ଏକ ଆଶ୍ଚର୍ଯ୍ୟର ଖବର ଯାହା ଜାଣିଲେ ଆପଣ ବି ଅବାକ୍ ହୋଇଯିବେ। ଆପଣ କେବେ ଶୁଣିଛନ୍ତି କି ପବନରେ କେବେ ବରଯାତ୍ରୀ ଉଡିବାର। ଏହିଭଳି ଏକ ଘଟଣା କାଳବୈଶାଖୀ ସମୟରେ ଘଟିଥିବା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ସମସ୍ତେ ଚକିତ ହୋଇଛନ୍ତି। ପବନରେ ଉଡିଲେ ବରଯାତ୍ରୀ। କାଳବୈଶାଖୀ ଉଡାଇଲା ବାହାଘର। ଏହି ଭଳି ଏକ ଘଟଣା ଘଟିଛି ଗୁଜରାଟ ରେ।

ସୂଚନା ଅନୁସାରେ ଗୁଜରାଟ ର ଛୋଟ ଉଦୟପୁର ଅଞ୍ଚଳର ଏ ଦୃଶ୍ୟ। ବାହାଘର ଆରମ୍ଭ ହେବାକୁ ଥିବା ବେଳେ ହଠାତ୍ କାଳବୈଶାଖୀ ପବନ ଆରମ୍ଭ ହୋଇଥିଲା। ଆଉ ଏହି ପବନ ଆସିବା ଫଳରେ ବରଯାତ୍ରୀ ମାନେ ପବନରେ ଉଡିବାକୁ ଲାଗିଲେ। ଆପଣ ଏ ଭିଡିଓ ରେ ଦେଖିବାକୁ ପାଉଥିବେ କିପରି ଭାବରେ କାଳବୈଶାଖୀ ର ପବନ ର ଭୟଙ୍କର ଗତିରେ ବାହାଘର ପାଇଁ ସେଠାରେ କରା ଯାଇଥିବା ଷ୍ଟେଣ୍ଡ କିପରି ଉଡି ଯାଇଥିଲା। ତାପର ର ଦୃଶ୍ୟ ଯେଉଁଭଳି ଥିଲା ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କିପରି ଭାବରେ ସେଠାରେ ହୋଇଥିବା ଷ୍ଟେଣ୍ଡ ର କପଡା ସବୁ ଉଡି ଯାଉଛି ତାହା ଥରେ ଦେଖନ୍ତୁ।

ଏ ଭିଡିଓ ଟି ସେଠାକାର ଜଣେ ବ୍ୟକ୍ତି ନିଜ କ୍ୟାମେରାରେ ରେକର୍ଡ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ଯେଉଁଭଳି ଭାବରେ ଏପଟ ସେପଟ ଦୌଡ଼ୁଛନ୍ତି ସେଥିରୁ ଆପଣ ଜାଣି ପାରୁ ଥିବେ କିପରି ଭାବରେ ଏହି କାଳ ବୈଶାଖୀ ର ପ୍ରଭାବ ଏହି ବାହାଘର ଉପରେ ପଡିଛି।ଏଠାରେ ଦେଖିବାକୁ ମିଳୁଛି କିପରି ଭାବରେ ପବନରେ ଉଡିଲେ ବରଯାତ୍ରୀ ମାନେ। ଆମ ରାଜ୍ୟ ବାହାରେ ବି କାଳବୈଶାଖୀ ପବନ ର ବେଗ କେତେ ତୀବ୍ର ଥିଲା ତାହା ଏହି ଭିଡିଓ ରୁ ସ୍ପଷ୍ଟ ଜଣା ପଡୁଛି। କିପରି ଭାବରେ କାଳବୈଶାଖୀ ଉଡାଇଲା ବାହାଘର କୁ ତାହା ଆପଣ ଦେଖି ପାରୁଥିବେ।

ତେବେ ଏହି ଭଳି ଏକ ଘଟଣା ଗୁଜରାଟ ରେ ଘଟିଥିବା ବେଳେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ କିଛି ଏଭଳି ଘଟି ଥିବାର ସୂଚନା ରହିଛି। ତେବେ ଏଠାକାର ଦୃଶ୍ୟ ଏହା ବୟାନ କରୁଛି ଯେ କାଳ ବୈଶାଖୀ ର ପବନ କିପରି ଭାବରେ ଜନ ଜୀବନ କୁ ପ୍ରଭାବିତ କରିପାରେ।ଏହି ଭିଡିଓ ଟି ରେକର୍ଡ଼ ହେବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଆପଣ ବି ଏହି ଭିଡିଓ କୁ ଦେଖି ଜାଣି ପାରିବେ ଏହା କିପରି ଘଟୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।