ହେ ଭଗବାନ ! ମାଡି ଆସୁଛି ବଡ ବିପଦ ? ତାରାତାରିଣୀ ମନ୍ଦିରରେ ଲାଗିଲା ଭୟଙ୍କର ନିଆଁ….ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖି ବାକୁ ମିଳିଥାଏ। ଯାହାକୁ ଦେଖିଲେ ବହୁତ ଭୟ ଲାଗିବା ସହିତ ଦୁଃଖ ମଧ୍ୟ ଲାଗି ଥାଏ। ପ୍ରତିଦିନ କେଉଁଠି ନା କେଉଁଠି କିଛି ଅଘଟଣ ଦେଖିବା ପାଇଁ ମିଳିଥାଏ। କେଉଁଠି ପାଣି ପାଇପ ଫାଟି ଗଲାଣିତ ଓ ଆଉ କେଉଁଠି ନିଆଁ ଲାଗିଲାଣି। ବେଳେ ବେଳେ ମନ୍ଦିର ମାନଙ୍କରେ ମଧ୍ୟ ନିଆଁ ଲାଗି ଯାଉଛି, ଏଭଳି ଅନେକ ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଦୁଃଖ ଅନୁଭବ କରିବେ। ତାହା ହେଉଛି ତାରା ତାରିଣୀ ପୀଠରେ ଥିବା ଏକ ଦ୍ୱୀପ ଗୃହ ଭିତରେ ନିଆଁ ଲାଗି ଯାଇଛି ବୋଲି ଖବର ରହିଛି। ତେବେ ଆସନ୍ତୁ ପୁରା ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ମାଆ ତାରା ତାରିଣୀ ନବରାତ୍ରୀ ପୂଜା ଚାଲିଥିବା ସମୟରେ, ସେଠାରେ ଥିବା ଏକ ଦ୍ୱୀପ ଘର ଭିତରେ ନିଆ ଲାଗି ଯାଇଛି। ସେଠାରେ ଥିବା ଆସବା ପତ୍ରରେ ସବୁ ନିଆଁ ଲାଗି ଯାଇଛି ଓ ଚାରି ଆଡ଼େ ଧୂଆଁ ମୟ ହୋଇ ଯାଇଛି। ଏହି ଘଟଣା ଦେଖି ସେଠାକାର ପୂଜକ ବା ମାଆଙ୍କ ଦର୍ଶନ ପାଇଁ ଆସି ଥିବା ଭକ୍ତ ମାନେ ମଧ୍ୟ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଓ ଏଥି ସହିତ ବହୁତ ଦୁଃଖ ଅନୁଭବ ମଧ୍ୟ କରିଛନ୍ତି। ସେଠାରେ ବହୁତ ଭିଡ ମଧ୍ୟ ଲାଗି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଯାହାକି ସୂଚନା ରହିଛି, ସେହି ଘର ଭିତରେ କୌଣସି ବି ବ୍ୟକ୍ତି ରହି ନଥିବାର ଖବର ଆସିଛି। ଅତ୍ୟଧିକ ମାତ୍ରାରେ ଦ୍ୱୀପ ଲାଗି ଥିବାରୁ ଏଭଳି ଏକ ଘଟଣା ଘଟିଛି ବୋଲି ସନ୍ଦେହ କରା ଯାଇଛି।

ମନ୍ଦିରର ମୁଖ୍ୟ ଦାୟିତ୍ୱରେ ଥିବା ବ୍ୟକ୍ତି ଏହି ଘଟଣାକୁ ନେଇ ଡମକଳ ବାହିନୀ ନିକଟକୁ ଖବର ଦେଇ ଥିଲେ ଓ ସେମାନେ ଯଥା ଶୀଘ୍ର ଆସି ଘଟଣା ସ୍ଥଳରେ ପହଁଛି ନିଆଁ ଲିଭାଇବା କାର୍ଯ୍ୟ କ୍ରମ ଆରମ୍ଭ କରିଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ତେବେ ବନ୍ଧୁଗଣ ତାରା ତାରିଣୀ ପୀଠରେ ନିଆଁ ଲାଗିବା, ଏକ ବହୁତ ବଡ଼ ବିପଦ ବୋଲି ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ତାହା ପୁଣି ଆଜି ଅଷ୍ଟମୀରେ, କିଛି ଲୋକ କହୁଛନ୍ତି, ଏହା ବହୁତ ବଡ଼ ବିପଦ ଅଟେ। କିପରି ଭାବରେ ନିଆଁ ଲାଗିଲା, ବର୍ତ୍ତମାନ ସୁଦ୍ଧା ସଠିକ ତଥ୍ୟ ମିଳିନାହିଁ। ଏନେଇ ତଦନ୍ତ ଜାରି ରହିଛି। ତେବେ ଏଭଳି ଘଟଣା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment