ହେ ଭଗବାନ ! କେମିତି ମଦୁଆ ସ୍ବାମୀ ଙ୍କୁ ସ୍ତ୍ରୀ ଏମିତି ପେଟେଣ୍ଟ ମେଡିସିନ୍ ଦେଲେ ପୁରା ଭି଼ଡିଓ ଦେଖିଲେ ଆପଣ ମଧ୍ୟ କହିବେ , ବାଃ ବାଃ ଭଉଣୀ ତୁମକୁ ଶହେ ସଲାମ

0

ଆଜିକାଲି ସମାଜରେ ମଦ୍ୟପାନ କରିବାଟା ଗୋଟିଏ ଫ୍ୟାଶନ ହୋଇଗଲାଣି। କିନ୍ତୁ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଜାଣିକି ମଧ୍ୟ ବହୁତ ଆଗ୍ରହୀ।ଏହି ମଦ୍ୟପାନ ପାଇଁ କେତେ ଘରେ ସବୁବେଳେ ଅଶାନ୍ତି ଏବଂ ଆଉ କିଛି ଲୋକ ଖାଇବାକୁ ପାଉନାହାନ୍ତି ଆଉ କାହା ଘରେ ସ୍ତ୍ରୀ ମାନେ ନିର୍ଯାତନା ପାଉଛନ୍ତି।ଏହିଭଳି ଘଟଣାକୁ ରୋକିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅଟକେଇପାରୁନାହାନ୍ତି। ଏହାକୁ ରୋକିବା ପାଇଁ ମହିଳାମାନେ ସରକାରଙ୍କ ନିକଟରେ ବହୁତଥର ନାରା ଦେଇଛନ୍ତି ହେଲେ ଫଳପ୍ରଦ ହୋଇନାହାନ୍ତି। ସରକାର ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି।

ତେବେ ଆଜି ଆପଣଙ୍କ ପାଇଁ ଗୋଟିଏ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ସେଥିରେ ଜଣେ ସ୍ତ୍ରୀ ତାର ସ୍ୱାମୀକୁ କିପରି ମାଡ ମାରିଥାନ୍ତି।ଏଭଳି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ଆବାକ ହୋଇଯିବ।ଏହି ଘଟଣା ଆମ ଆଖିରେ ଆସିଥିଲା।ଘଟଣା ଟି କେଉଁ ଜାଗାର ଠିକ ଭାବରେ ଜାଣି ହଉନି।ସେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ବାନ୍ଧି ଜୋରରେ ପିଟୁଥିଲେ। କିନ୍ତୁ ଆପଣମାନଙ୍କର ମନରେ ଆସୁଥିବ ସ୍ତ୍ରୀ ଟି କଣ ପାଇଁ ତା ସ୍ୱାମୀକୁ ମାଡ ମାରୁଛି।

ମହିଳା ଜଣଙ୍କ କଣ ଖରାପ ବ୍ୟବହାର କରିଛନ୍ତି କି? କିନ୍ତୁ ଭ କରିନାହାନ୍ତି କାରଣ ତାଙ୍କର ସ୍ୱାମୀ ପ୍ରତିଦିନ ମଦ ପିଇ ସବୁ ଦିନ ଘରକୁ ଆସୁଥିଲେ। ଆଉ ତାଙ୍କ ସ୍ତ୍ରୀ ସହ ଝଗଡ଼ାକରୁଥିଲେ।ପ୍ରତିଦିନ ଏହିପରି ନିର୍ଯାତନ ସହୁଥିଲେ କିନ୍ତୁ ହଠାତ ସେଦିନ ଆଉ ସହ୍ୟ କରି ନପାରି ଏପରି ଘଟଣା ଘଟେଇଥିଲେ।ତାଙ୍କୁ ଖୁଣ୍ଟରେ ବାନ୍ଧିକି ବଦେଇଥିଲେ।

ସେହି ମାଡ଼କୁ ଦେଖିଲେ ଡର ଲାଗିବ। ନିସ୍ତୁମ ମାଡ ଆଖିରେ ଦେଖିହେବନି , ମାଡ ଅନ୍ୟକୌଣସି କାମ ପାଇଁ ନୁହେଁ ମଦପାଇଁ ମାଡ ଖାଉଥିଲେ। ଏହି ଭିଡିଓକୁ କିଛି ଲୋକ ଲୁଚିକି ବନେଇ ସୋସିଆଲ ମିଡିଆରେ ଛାଡି ଦେଇଥିଲେ।ଏବେ ସୋସିଆଲ ମିଡିଆରେ ଫୋନରୁ ଫୋନ କୁ ଘୁରି ବୁଲୁଛି।

ଏବେ ଏହି ଭିଡ଼ିଓକୁ ଦେଖି ସମସ୍ତେ ନିଜର ମନ୍ତବ୍ୟ ରଖିଛନ୍ତି,କିଛି ଲୋକ କହୁଛନ୍ତି ମଦୁଆ ସ୍ୱାମୀଙ୍କ ପାଇଁ ଏହିଭଳି ସ୍ତ୍ରୀ ଦରକାର ଆଉ କିଛି କହିଲେ ଏମିତି ମାଡ ରୂପକ ଔଷଧ ଠାରୁ ମଦୁଆଙ୍କ ପାଇଁ ଅନ୍ୟ କିଛି ନିରାକରଣ ବ୍ୟବସ୍ଥା ନାହିଁ।ଆଉ କିଏ କହୁଛନ୍ତି ଏମିତି ମେଡ଼ିସିନ ସବୁଦିନ ଦରକାର। ନିଧଦ୍ରବ୍ୟ ବନ୍ଦ ହେବ ଦରକାର କାରଣ ସବୁବେଳେ ଘରେ ଅଶାନ୍ତି ଦେଖାଯାଇଥାଏ।ଆଉ ସବୁବେଳେ କଳିଝଗଡା ମଧ୍ୟ ହୋଇଥାଏ। ଯାହାକୁ ନେଇ ଛୋଟରୁ ବଡ ଘଟଣା ଘଟି ଯାଇଥାଏ।

ମଦ୍ୟପାନ ସେବନ କରିବା ଦେହ ପାଇଁ ଅତ୍ୟନ୍ତ ଖରାପ ଅଟେ, ହେଲେ ଲୋକେ ଜାଣିକି ଏଭଳି ଭୁଲ କରିବସିଥାନ୍ତି। ଏହି ଘଟଣାର ସ୍ଥାନ ଲୋକ ଜଣା ନ ଥିଲେ ମଧ୍ୟ ଭିଡିଓ ଟି ବହୁତ ଚର୍ଚ୍ଚାରେ।ନିଶାଦ୍ରବ୍ୟ ବନ୍ଦ କରିବାର ନୂଆ କୌଶଳ। ଏହାକୁ ସମସ୍ତେ ଯଦି ଗ୍ରହଣ କରିବେ ହୁଏତ ପରିବର୍ତନ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।