ହେ ଭଗବାନ ! ଦେଖନ୍ତୁ ଭିଡ଼ିଓ – ନୂଆ ବାହା ହୋଇଥିବା ଚୁଲ ବୁଲି actress ଅର୍ଚ୍ଚିତାଙ୍କ ଏ କି ବେଶ ଭିଡ଼ିଓ ଦେଖିଲେ ଆପଣ ବି ହୋଇଯିବେ ଅବାକ….

0

ଆପଣ ମାନେ ସମସ୍ତେ ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଜାଣିଥିବେ। ଜଣେ ସୁନ୍ଦରୀ, ସଫଳ ଅଭିନେତ୍ରୀ ଭାବରେ ତାଙ୍କୁ ଭଲ ଭାବରେ ଜାଣନ୍ତି ଓଡ଼ିଶା ବାସୀ।ତେବେ ଯାହାଙ୍କୁ ସୁନ୍ଦରୀ ଚୁଲବୁଲି ନାୟିକା କୁହାଯାଏ ସେ ଏବେ ପୁଣି ଚର୍ଚ୍ଚାରେ। ନିଜକୁ ଅଭିନୟ ଜଗତରେ ସେ ଖୁବ୍ ପ୍ରତିଷ୍ଠିତ କରି ପାରିଛନ୍ତି।ତାଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ହିଁ ସେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି।

ତେବେ ତାଙ୍କର ସେହି ସ୍ବତନ୍ତ୍ର ହୃଦୟସ୍ପର୍ଶୀ ଅଭିନୟର ଯାଦୁ ରେ ଆଜି ବି ଲୋକେ ଝୁମି ଯିବାକୁ ଇଚ୍ଛା କରନ୍ତି ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଦେଇଥାନ୍ତି। ସେ ହେଉଛନ୍ତି ଏମିତି ଜଣେ ନାୟିକା ଯିଏକି ଓଡ଼ିଆ ସିନେମା ଜଗତରେ ତାଙ୍କର ଅଭିନୟର ଝଲକ୍ ଦେଖାଇ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି।

ଅଭିନୟ ଜଗତରେ ପାଦ ଦେବା ପାଖରୁ ସେ ଅନେକ ଚଳଚ୍ଚିତ୍ର ତାଙ୍କର ଆକର୍ଷଣୀୟ, ଦମଦାର ଅଭିନୟ କରି ଦର୍ଶକଙ୍କ ମନ କିଣି ପାରିଛନ୍ତି। ବାସ୍ତବିକ କ୍ଷେତ୍ରରେ ତାଙ୍କର ଅଭିନୟର ଯାଦୁ ଏତେ ନିଆରା ଓ ହୃଦସ୍ପର୍ଶୀ ଯେ, ଯିଏ ବି ହେଉନ କାହିଁକି ତାଙ୍କର ପ୍ରଶଂସା କରିବାକୁ ପଛେଇବ ନାହିଁ। ଜଣେ ବାସ୍ତବ କଳାକାର ଭାବରେ ତାଙ୍କର ଏକ ପରିଚିତି ରହିଛି।

ନିଜକୁ ଏକ ସ୍ବତନ୍ତ୍ର ସ୍ଥାନରେ ସେ ସବୁବେଳେ ଦେଖିବାକୁ ଚାହିଥାନ୍ତି। ଯେଉଁ କାରଣରୁ ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ତାଙ୍କର ଅଭିନୟ ପାଇଁ। ଓଡ଼ିଆ ସିନେମା ଜଗତର ସେ ହେଉଛନ୍ତି ସ୍ମାର୍ଟ୍ ଏଣ୍ଡ ଫିଟ୍ ନାୟିକା।ଏବେ ତାଙ୍କର ଏବଂ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି ଯାହାର ନାମ ହେଉଛି ‘ରୋଲ୍ ନମ୍ୱର୍ ୨୭, ସୁଜାତା ସେନାପତି’।

ଏବେ ତାଙ୍କର ଏହି ଫିଲ୍ମ୍ ସୁଟିଂ ଚାଲିଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି।ଏହା ଏକ ଦୃଶ୍ୟ ଯେଉଁଥିରେ ଅର୍ଚ୍ଚିତା ଜଣେ ଛାତ୍ରୀ ଙ୍କ ସହ କଥା ହେଉଛନ୍ତି। ତାଙ୍କର ଚରିତ୍ର ଏହି ଫିଲ୍ମ୍ ରେ ଏକ ଭିନ୍ନ ସ୍ୱାଦର ରହିଛି। ଜଣେ ଶାନ୍ତ, ସରଳ ସାଧା ସିଧା ମହିଳା ଭାବରେ ସେ ତାଙ୍କର ଅଭିନୟର ଭୂମିକା ତୁଲାଉଛନ୍ତି। ତାଙ୍କ ବେଶଭୂଷା ଏବଂ ଚାଲି ଚଳନୀ ଭିନ୍ନ ଧରଣର ଦେଖିବାକୁ ମିଳୁଛି। ଫିଲ୍ମ୍ ର ଟାଇଟଲ ମଧ୍ୟ ଟିକେ ହଟକେ ରହିଛି।

ବହୁତ ସମୟରେ ଲାଇଭ ଭିଡିଓ ମାଧ୍ୟମରେ ଫିଲ୍ମ୍ ସୁଜାତା ସେନାପତି ବିଷୟରେ ସମ୍ୟକ ଧାରଣା ଦେବା ସହ ଏହାର ଝଲକ ମଧ୍ୟ ଦର୍ଶକ ଓ ପ୍ରଶଂସକ ମାନଙ୍କୁ ଦେଖାଇଛନ୍ତି ଅର୍ଚ୍ଚିତା।ତେବେ ଏହି ଭିଡିଓରେ ମଧ୍ୟ ଆପଣ ତାଙ୍କ ମୁହଁରୁ ଫିଲ୍ମ୍ ର କାହାଣୀ ଏବଂ ଏହାର ଚରିତ୍ର ମାନଙ୍କ ବିଷୟରେ କହିଛନ୍ତି ଅର୍ଚ୍ଚିତା। ଫିଲ୍ମର ଏକ ଦୃଶ୍ୟ ପରେ ତାଙ୍କ ସହ ଆଲୋଚନା ସମୟରେ ସେ ସେହି କଷ୍ଟ୍ୟୁମ୍ ରେ ରହି ତାଙ୍କର ଚରିତ୍ର ଓ ଭୂମିକା ବିଷୟରେ ଦର୍ଶକ ମାନଙ୍କୁ ଅବଗତ କରାଇଛନ୍ତି ଫିଲ୍ମର ଲିଡ ରୋଲ୍ ରେ ଥିବା ଅର୍ଚ୍ଚିତା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।